ରଜମଉଜ ମହୋତ୍ସବ ଉଦ୍ଘାଟିତ:‘ସବୁଜ ସହର ଗଢ଼ିବାକୁ ସଂକଳ୍ପ ନିଅ’
ଢେଙ୍କାନାଳ ଅଫିସ, ୧୫।୬ଅଶୀ ଦଶକରେ ଢେଙ୍କାନାଳ ସହର ସବୁଜିମାରେ ପରିପୂର୍ଣ୍ଣ ହୋଇ ରହିଥିଲା। ରଜ ମହୋତ୍ସବରେ ପିଲାମାନେ ଗଛରେ ଦୋଳି ବାନ୍ଧି ଖେଳୁଥିଲେ। ସେଦିନର ସବୁଜ ପରିବେଶ ଆଉ ନାହିଁ। ଏ ଦିଗରେ ଚିନ୍ତା କରିବାର ବେଳଆସିଛି। ସମସ୍ତେ ମିଳିମିଶି...