ବନ ବିଭାଗକୁ ଦନ୍ତା ଚିନ୍ତା : ଅଧିକ ହିଂସ୍ର ହେଉଛି
ଢେଙ୍କାନାଳ ଅଫିସ, ୮ା୬ – ଢେଙ୍କାନାଳ-ଅନୁଗୋଳ ଜିଲା ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ଅଧିକ ହିଂସ୍ର ହେବାରେ ଲାଗିଛି। ତାଳଚେରରେ ୫ଜଣଙ୍କୁ ଦଳି ମାରିବା ପରେ ଗତ ଦୁଇ ସପ୍ତାହ ମଧ୍ୟରେ ଓଡ଼ାପଡ଼ା ବ୍ଲକ ଅଞ୍ଚଳର...
ଢେଙ୍କାନାଳ ଅଫିସ, ୮ା୬ – ଢେଙ୍କାନାଳ-ଅନୁଗୋଳ ଜିଲା ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ଅଧିକ ହିଂସ୍ର ହେବାରେ ଲାଗିଛି। ତାଳଚେରରେ ୫ଜଣଙ୍କୁ ଦଳି ମାରିବା ପରେ ଗତ ଦୁଇ ସପ୍ତାହ ମଧ୍ୟରେ ଓଡ଼ାପଡ଼ା ବ୍ଲକ ଅଞ୍ଚଳର...
ଢେଙ୍କାନାଳ ଅଫିସ, ୭ା୬-ସମ୍ବଲପୁର-ଦେବଗଡ଼ ଜିଲା ମଧ୍ୟବର୍ତ୍ତୀ ବାମରା ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ ଶାବକ କପିଳାସ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରର ନୂତନ ସଦସ୍ୟ ପାଲଟିଛି। ଏକ ସ୍ବତନ୍ତ୍ର ମିନିଟ୍ରକ୍ରେ ଶୁକ୍ରବାର ଅପରାହ୍ନରେ ହାତୀ ଛୁଆକୁ ଅଣାଯାଇଛି। ହାତୀର ଆନୁମାନିକ ବୟସ...
ଢେଙ୍କାନାଳ ଅଫିସ, ୭।୬- ଢେଙ୍କାନାଳ ଇ-ଟେକ୍ ଆବାସିକ ମହାବିଦ୍ୟାଳୟର ୧୯ଜଣ ଛାତ୍ରୀଛାତ୍ର ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ସଫଳତା ହାସଲ କରିଛନ୍ତି ା ଶିବନନ୍ଦନ ବୋଷ ୫୮୧, ରୁପାଲି ଭରଦ୍ୱାଜ ୫୮୦, ଅମିତ କୁମାର ସାହୁ ୫୭୯, ଅଭିଲିପ୍ସା...
ଢେଙ୍କାନାଳ ଅଫିସ, ୭।୬- ବିଶ୍ୱ ପରିବେଶ ଦିବସରେ ଅଭିନବ ପ୍ରୟାସ ଆରମ୍ଭ କରିଛି ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ ବିଏସ୍ଏଲ୍ କମ୍ପାନୀ। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ୍ ରହିଛି ‘ପ୍ରଦୂଷଣ କମ୍ କରିବା’। ଏହା ଆଧାରରେ...
କାମାକ୍ଷାନଗର, ୬।୬(ଡି.ଏନ୍.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର ଡ୍ୟାମ୍ ତଳି ଅଞ୍ଚଳରେ ରବିଧାନ ଚାଷ କରିଥିବା ଚାଷୀଙ୍କ ପାଇଁ ମଣ୍ଡି ଖୋଲୁନାହିଁ। ଏ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ତୁରନ୍ତ ମଣ୍ଡି ନ ଖୋଲିଲେ ସେମାନେ ଆନ୍ଦୋଳନକୁ...
ଢେଙ୍କାନାଳ ଅଫିସ, ୬।୬: ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟମ୍’ର ୨୨ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଗୋପବନ୍ଧୁ ଟାଉନ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ,...
ଢେଙ୍କାନାଳ ଅଫିସ, ୬ା୬: ବିଜ୍ଞାନ ଏକ କଷ୍ଟକର ବିଷୟ ବୋଲି ଅଧିକାଂଶ ଛାତ୍ରୀଛାତ୍ରଙ୍କ ଧାରଣା ରହିଛି, ଯାହା ଅମୂଳକ। ବିଜ୍ଞାନ ପ୍ରତି ଅନିସନ୍ଧୁତ୍ସୁ ମନୋଭାବ ରହିଲେ ଏହା ସହଜ ହୋଇଯାଏ। ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳେ...
ଭୁବନ, ୬।୬(ଡି.ଏନ.ଏ.)- ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରଦୂଷଣ ବଳୟରେ। କଳକାରଖାନାର ବର୍ଜ୍ୟବସ୍ତୁ ସିଧାସଳଖ ନଦୀରେ ମିଶୁଥିବାବେଳେ ଏହାର ପାଣି ପ୍ରଦୂଷିତ ହେବାରେ ଲାଗିଛି। ଧୀରେ ଧୀରେ ନଦୀଜଳ ବିଷାକ୍ତ ହୋଇପଡୁଥିବା ବେଳେ ଜଳଚରଜୀବଙ୍କ ସଂଖ୍ୟା କମିବାରେ ଲାଗିଛି।...
ଧର୍ମଶାଳା/ଚଢେଇଧରା/ଜେନାପୁର,୫।୬(ଡି.ଏନ୍.ଏ.)- ଢେଙ୍କାନାଳ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ଜିଲା ସୀମାନ୍ତ ଚଡ଼କମରା ଡଙ୍କାରୀ ପାହାଡରେ ଥିବା ବେଆଇନ କଳାପଥର ଖାଦାନରେ ଗତ ଏକ ତାରିଖରେ ବ୍ୟାପକ ଚଢାଉ କରାଯାଇଥିଲା। ଉକ୍ତ ଚଢାଉରେ ୨୯ରୁ ଊର୍ଦ୍ଧ୍ୱ ଗାଡି ଜବତ ହୋଇଥିଲା। ଢେଙ୍କାନଳ...
ଢେଙ୍କାନାଳ ଅଫିସ, ୫।୬- ଢେଙ୍କାନାଳ ଜିଲା ସଦ୍ଭାବନା ଗୃହ ପରିସରରେ ମଙ୍ଗଳବାର କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଖରିଫ୍ ଚାଷ-୨୦୧୯ ଲାଗି ବିଭିନ୍ନ ବିଷୟରେ...
ଭୁବନ, ୫।୬(ଡି.ଏନ୍.ଏ.)- ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମିଳିବା ପରେ ମଙ୍ଗଳବାର ପ୍ରଥମ ଥର ଭୁବନ ବ୍ଲକ ଗସ୍ତ କରିଛନ୍ତି ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ସେ ମଠକରଗୋଳା, ଅରଖପାଳ, ମାର୍ଥାପୁର, ଜମୁନାକୋଟ,...
ଭୁବନ, ୪।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଡ୍ରେନ୍ଗୁଡ଼ିକ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିବାରୁ ନର୍ଦ୍ଦମା ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି। କେତେକ ସ୍ଥାନରେ ବ୍ୟକ୍ତିଗତ ସ୍ବାର୍ଥସାଧନ ଲାଗି ନାଳ ପୋତି ଦିଆଯାଇଛି।...