ଢେଙ୍କାନାଳ

ଢେଙ୍କାନାଳରେ ସିରିଜ୍‌ ଚୋରି

ଢେଙ୍କାନାଳ ଅଫିସ୍‌, ୩୧ା୫ ସାବିତ୍ରୀ ଓଷା ଅବ୍ୟବହିତ ପୂର୍ବରୁ ରବିବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲା କଲେଜ ବାଇପାସ୍‌ ଅଞ୍ଚଳରୁ ସିରିଜ୍‌ ଚୋରି ହୋଇଛି। ଦୁର୍ବୃତ୍ତମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକକାଳୀନ ୭ ଦୋକାନର ତାଲା କାଟି ଲକ୍ଷାଧିକ...

କାଠକଣ୍ଢେଇ କାରିଗର କୋଣଠେସା

ସାତମାଇଲ, ୩୧ା୫ ଏକଦା ଓଡ଼ିଶାର ଦ୍ୱିତୀୟ ରଘୁରାଜପୁର ତଥା କାଠ କଣ୍ଢେଇର ଗଁା ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ କନ୍ତିମିଲି ପଞ୍ଚାୟତର ଝାରବେଡ଼ା। ଏଠାକାର ଶିଳ୍ପୀ ନିର୍ଜୀବ କାଠ ଦେହରେ ସଞ୍ଚାର କରୁଥିଲେ ଜୀବନ।...

ଗୋଟିଏ ରାତିରେ ୭ ଦୋକାନରୁ ଚୋରି

ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳ ସହର କଲେଜ ବାଇପାସ ଛକରୁ ରବିବାର ବିଳମ୍ବିତ ରାତିରେ ୭ଟି ଦୋକାନରୁ ଦୁର୍ବୃତ୍ତମାନେ ସଟର ଭାଙ୍ଗି ଚୋରି କରିନେଇଛନ୍ତି। ମିଠା ଦୋକାନରୁ ମିଠା, ନଗଦ ୫୦୦୦ ଟଙ୍କା, ଫଳ ଦୋକାନରୁ କଦଳୀ କାନ୍ଧି ସହ ବିଭିନ୍ନ...

ଦୃଷ୍ଟି ଆକର୍ଷଣ କରୁଛି ମଧୁବନୀ ଚିତ୍ରକଳା

ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା କରାଯାଇଥିବା ପ୍ରାଚୀର ଚିତ୍ର ଆକର୍ଷଣୀୟ ହୋଇଥିବା ବେଳେ ମଧୁବନୀ ଚିତ୍ରକଳା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଛାତ୍ରୀଛାତ୍ର, ଅଧ୍ୟାପକମାନେ ଚିତ୍ରକଳାକୁ ଉପଭୋଗ କରୁଛନ୍ତି। ହରିଣ, ହାତୀ, ଚଢେଇ, ଗଛଲତା...

‘ସଙ୍କୋଚ କରନାହିଁ, ନାପ୍‌କିନ୍‌ ମାଗ’

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା। ଏହା ଲଜ୍ଜାକର ବିଷୟ ନୁହେଁ, ବରଂ ଜଣେ ନାରୀ ପାଇଁ ଜରୁରୀ। ଏହା ବିନା ଜଣେ ମହିଳା ମା’ ହେବା ଅସମ୍ଭବ। ହେଲେ ଆଜି ବି ମାସିକ ଋତୁଚକ୍ର ସମ୍ପର୍କରେ ଖୋଲା...

କାରାଗାରରେ ଖୁନ୍ଦାଖୁନ୍ଦି କଏଦୀ

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ବ୍ରିଟିଶ ଶାସନ ଅମଳର କାମାକ୍ଷାନଗର ଉପକାରାଗାରରେ ସ୍ଥାନ ଅଭାବରୁ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏଠାରେ କ୍ଷମତା ତୁଳନାରେ ପ୍ରାୟ ଦେଢ଼ଗୁଣା ଅଧିକ କଏଦୀ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି। ଆବଶ୍ୟକ ଅର୍ଥ ଥିଲେ ମଧ୍ୟ ଉପଯୁକ୍ତ ଜମି ମିଳୁ...

ଟାର୍ଗେଟରେ ମଦ ଦୋକାନ

ଭୁବନ, ୨୮।୫(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜପଥରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଥିବାବେଳେ ବାଇକ୍‌ ଆରୋହୀ ଛିନ୍‌ତାଇ ଗୋଷ୍ଠୀ ସହରବାସୀଙ୍କ ନିଦ ହଜାଇଛନ୍ତି। ପୂର୍ବରୁ ଛୋଟବଡ଼ ଆପରାଧିକ କାର୍ଯ୍ୟ ଘଟାଉଥିବା ଦୁର୍ବୃତ୍ତମାନେ ଏବେ...

ଜଳାଶୟ ଏବେ ଜଙ୍ଗଲ

ଭୁବନ, ୨୮।୫ କେବେ ଏଠାରେ ଲହଡ଼ି ଖେଳୁଥିଲା କାଚକେନ୍ଦୁ ଭଳି ପାଣି। କେବଳ ଗାଧୁଆପାଧୁଆ ଭଳି ଦୈନନ୍ଦିନ କାର୍ଯ୍ୟ ନୁହେଁ, ସ୍ଥାନୀୟ ବାସିନ୍ଦାଙ୍କ ଜଳକଷ୍ଟ ମଧ୍ୟ ମେଣ୍ଟୁଥିଲା। ଜାନିଯାତ୍ରା, ମେଳା, ମହୋତ୍ସବ, ବିବାହ ବ୍ରତ ଭଳି କାର୍ଯ୍ୟରେ ଜଳାଶୟ ଉପରେ...

ୱାଚ୍‌ ଟାୱାର ଉପରୁ ରଖାଯିବ ନଜର

ଢେଙ୍କାନାଳ ଅଫିସ,୨୭।୫: ରାଜ୍ୟରେ ହାତୀମୃତ୍ୟୁରେ ଅଙ୍କୁଶ ଲାଗିପାରୁନି। କେତେବେଳେ ଦୁର୍ଘଟଣା ତ ଆଉ କେବେ ରୋଗ ସଂକ୍ରମଣର ଶିକାର ହୋଇ ଚାଲିଯାଉଛି ଏହି ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବନ। ବିଶେଷ କରି ହାତୀ ଚଲାପଥ ଦେଇ ବିଛାଯାଇଥିବା ରେଳ ଧାରଣା...

ବଦଳିବ ୪୦୦୦ ପୋଖରୀ କଳେବର

ଢେଙ୍କାନାଳ ଅଫିସ, ୨୬।୫: ଢେଙ୍କାନାଳ ଜିଲାର ପୁରାତନ ପୋଖରୀଗୁଡ଼ିକ ମଧ୍ୟରୁ ଅଧିକାଂଶ ପରିତ୍ୟକ୍ତ ହୋଇପଡ଼ିଛି। କେଉଁଠି ପାଣି ନାହିଁ ତ ଆଉ କେଉଁଠି ପଡ଼ିଆର ଭ୍ରମ ସୃଷ୍ଟି କରୁଛି। ଜିଲାରେ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଥିବାବେଳେ ଖରାଦିନେ ଉତ୍କଟ ଜଳ ସମସ୍ୟା...

ଅମଲାପଡ଼ା ଟୁଙ୍ଗିରେ ମହିମା ମେଳା: ଖଞ୍ଜଣି ଭଜନରେ କମ୍ପିଲା ପରିବେଶ

ଢେଙ୍କାନାଳ ଅଫିସ, ୨୬।୫: ଢେଙ୍କାନାଳ ସହର ବସଷ୍ଟାଣ୍ଡ୍‌ ଅମଲାପଡ଼ାସ୍ଥିତ ୧୧୦ ବର୍ଷ ପ୍ରାଚୀନ ମହିମା ଟୁଙ୍ଗିରେ ସୋମବାର ମହାସମାରୋହରେ ମହିମା ମେଳା ପାଳିତ ହୋଇଯାଇଛି। ଅନୁଗାମୀ ପ୍ରସନ୍ନା ମହାପାତ୍ରଙ୍କ ବିୟୋଗର ମାସପୂର୍ତ୍ତି ଅବସରରେ ଏହାର ଆୟୋଜନ କରାଯାଇଥିଲା। ଖଞ୍ଜଣି ଭଜନରେ ଟୁଙ୍ଗି...

ବସ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

କାମାକ୍ଷାନଗର, ୨୬।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ନିକଟରେ ବୁଧବାର ଏକ ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ ଘଟିଛି। ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜାଳିଦେଇଛନ୍ତି। ଏହି ଘଟଣାକୁ ନେଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri