ଗଜପତି

ପଥରକ୍ୱାରି ଯୋଗୁ ଅଣନିଃଶ୍ୱାସୀ ଅଞ୍ଚଳବାସୀ

ପାରଳାଖେମୁଣ୍ଡି,୨୨ା୬ (ଗିରିଧାରୀ ପରିଛା):ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ରାଜ୍ୟ ରାଜପଥ ଉପରେ ପୋଖରୀ ମାଟି ଓ ପଥର କ୍ୱାରିର ଧୂଳି ଯୋଗୁଁ ନାନାଦି ସମସ୍ୟା ଉପୁଜୁଛି। ବିଶେଷ କରି ଦେବିତୀ ଗ୍ରାମ ଆନ୍ଧ୍ର ଦେଇ ଗୋଷାଣି, ଗାରବନ୍ଧ ଏବଂ...

ଆନ୍ଧ୍ର-ଓଡ଼ିଶା ସୀମାକୁ ନେଇ ଉତ୍ତେଜନା

ପାରଳାଖେମୁଣ୍ଡି/ରାୟଗଡ଼, ୨୧।୬ (ଗିରିଧାରୀ ପରିଚ୍ଛା / ଜ୍ୟୋତି ପ୍ରକାଶ ପାଣି): ଆନ୍ଧ୍ର ଓଡ଼ିଶା ସୀମାନ୍ତକୁ ନେଇ ପୁଣି ଥରେ ମଙ୍ଗଳବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶା ଜମିକୁ ଆନ୍ଧ୍ର ସରକାର ନଜର ପକାଇଥିବା କଥାକୁ ନେଇ ସ୍ଥାନୀୟ ସମିତିସଭ୍ୟା...

ଆନ୍ଧ୍ର ବିହନ ଉପରେ ନିର୍ଭର ଗଜପତି ଚାଷୀ

ପାରଳାଖେମୁଣ୍ଡି (ଗିରିଧାରୀ ପରିଚ୍ଛା), ୧୮ା୬: ଗଜପତି ଜିଲାର ଅଧାରୁ ଅଧିକ ଚାଷୀ ଆନ୍ଧ୍ରପ୍ରଦେଶର ଧାନ ବିହନ ଉପରେ ନିର୍ଭର କରୁଛନ୍ତି। ପ୍ରତ୍ୟେକ ବର୍ଷ ଓଡ଼ିଶା ପକ୍ଷରୁ ଯେତିକି ବିହନ ଯୋଗାଯାଉଛି ତାହା ଆବଶ୍ୟକତାର ଅଧା ହୋଇଥିବା ବେଳେ ଓଡ଼ିଶାର ଧାନ...

ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ହନ୍ତସନ୍ତ

କାଶୀନଗର,୧୭।୬(ଟି କ୍ରିଷ୍ଣା ରାଓ): ଗଜପତି ଜିଲାରେ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ହୋଇଥିବା ବେଳେ ଏଥିରେ ୧୩ଟି ୱାର୍ଡ ରହିଛି। ୧୩ଟି ୱାର୍ଡରେ ବସବାସ କରୁଥିବା ପେନଶନ ହିତାଧିକାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହେଇଛି।...

ବୃନ୍ଦାବନ ପ୍ୟାଲେସ ରାସ୍ତା ଦୁରବସ୍ଥା

ପାରଳାଖେମୁଣ୍ଡି,୧୬।୬ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଐତିହାସିକ ପର୍ଯ୍ୟଟନସ୍ଥଳୀ ବୃନ୍ଦାବନ ପ୍ୟାଲେସକୁ ଯିବା ପାଇଁ ମହେନ୍ଦ୍ରତନୟା ନଦୀ ପୋଲ ପଟେ ଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୂରାବସ୍ଥା ଥିବା ଦେଖିବାକୁ ମିଳିଛି। ଏହା କେବେ...

କଳିଙ୍ଗାରେ ଉତ୍କଟ ପାନୀୟ ଜଳ ସମସ୍ୟା

ଜି.ଉଦୟଗିରି,୧୬।୬(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବ୍ଲକର କଳିଙ୍ଗାଠାରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ୪ଟି ମୋଟର ପମ୍ପ୍‌ ମଧ୍ୟରୁ ୩ଟି ଖରାପ ଅଛି। ତେଣୁ ପାନୀୟ ଜଳଯୋଗାଣ ଏକ ସପ୍ତାହ ହେବ ପ୍ରଭାବିତ ହୋଇଛି। ଜଳସ୍ତର କମିଯିବା ଯୋଗୁ ନଳକୂଅଗୁଡିକରୁ...

ଟନେଲ୍‌ କାମ ବନ୍ଦ କଲେ ବିସ୍ଥାପିତ ପରିବାର

ଆର.ଉଦୟଗିରି,୧୪ା୬(ମନୋଜ ପାଢ଼ୀ): ଆର୍‌.ଉଦୟଗିରି ବ୍ଲକ ଛେଳିଗଡ଼ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ପରିବାର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଭେଟି ୨୦ଟି ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଇତିମଧ୍ୟରେ ୨୪ଘଣ୍ଟା ନବିତିଣୁ ମଙ୍ଗଳବାର ବିସ୍ଥାପିତ ପରିବାର ଟନେଲ କାମ ବନ୍ଦ...

କମୁଛି ଚାଷ ଜମି, ବଢୁଛି ଘରବାରି

ପାରଳାଖେମୁଣ୍ଡି,୧୨ା୬ (ଡି.ଏନ୍‌.ଏ): ଗ୍ରାମାଞ୍ଚଳ ଗୁଡିକରେ ଚାଷ ଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି ବଢୁଥିବାର ପରିଲିକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳର ଆଖପାଖରେ ଥିବା ଚାଷ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଲିଥିବା ବେଳେ...

ପୋଖରୀ ଖନନ କଲେ ଗ୍ରାମବାସୀ

ମୋହନା,୯ା୬: ବସୁଧା ଯୋଜନା ଓ ଅମୃତ ସରୋବର ଯୋଜନା ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏମିତି କିଛି ଗାଁ ରହିଛି ଯେଉଁଠି ଏହି ଯୋଜନାର ସୁଫଳ ପାଉନାହାନ୍ତି ଲୋକେ। ଗାଁରେ ଜଳସମସ୍ୟା ପାଇଁ...

କାଶୀନଗର ବିକାଶ ପାଇଁ ଅନୁମୋଦନ ରାଶିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…

କାଶୀନଗର, ୮।୭(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ଏନଏସି ଓ ବ୍ଲକର ବିଭିନ୍ନ ବିକାଶକୁ ନେଇ ସରକାର ଅନୁମୋଦନ ରାଶି ଦେଇଥିବା ନେଇ ଏନଏସି ଅଧ୍ୟକ୍ଷା ଖବରଦାତା ସମ୍ମିଳନୀ କରିଥିଲେ। ଉକ୍ତ ସମ୍ମିଳନୀରେ ଜିଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,...

ଚିକିତ୍ସାଧୀନ ଶିଶୁର ମୃତ୍ୟୁ, ଉତ୍ତେଜନା

ପାରଳାଖେମୁଣ୍ଡି, ୭।୬ (ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଯାଜପୁର ଗ୍ରାମର ୧୧ ମାସର ଶିଶୁ ସଚିତ ସଇଁସାଙ୍କୁ ଗତ ଏପ୍ରିଲ ୭ରେ ଡାକ୍ତରଖାନାରେ ଏକ୍ସପାଏରି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ଗତ ମେ’...

ସମୁହ ଛୁଟିରେ ଥିବା ଅମଲାଙ୍କ ଧାରଣା ଜାରି

ଆର.ଉଦୟଗିରି,୬ା୬(ଡି.ଏନ.ଏ.): ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆର.ଉଦୟଗିରି ଶାଖା କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛନ୍ତି। ଆର.ଉଦୟଗିରି ଶାଖାର ବିଭିନ୍ନ ବିଭାଗ ଯଥା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ସମନ୍ବିତ ଶିଶୁ ବିକାଶ ବିଭାଗ, ବ୍ଲକ ଏବଂ ତହସିଲ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri