ଗଜପତି

୧ କୁଇଣ୍ଟାଲ ୯୮ କେଜି ଗଞ୍ଜେଇ ଜବତ: ଧରାପଡ଼ିଲେ ଅଟୋ ଚାଳକ

ପାରଳାଖେମୁଣ୍ଡି,୧୧ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ରବିବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗର ମୋବାଇଲ ଟିମ୍‌ ପାଟ୍ରୋଲିଂ କରୁଥିବା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳଥିଲା। ଏନେଇ ଅବକାରୀ...

ଲଘୁଚାପ ପ୍ରଭାବରେ ପାଚିଲା ଧାନ ନଷ୍ଟ

ପାରଳାଖେମୁଣ୍ଡି, ୧୧ା୧୨ (ଡି.ଏନ୍‌.ଏ): ଗଜପତି ଜିଲାରେ ଶୁକ୍ରବାର ସାରୁ ସୃଷ୍ଟି ହୋଇଥିବା ବାତ୍ୟା ‘ମାଣ୍ଡୋସ’ର ପ୍ରଭାବରେ ଝିପି ଝିପି ବର୍ଷା ଲାଗିରହିଛି। ଧାନ ଅମଳ ସମୟ ହୋଇଥିବାରୁ ବର୍ଷା ହେବା ଦ୍ୱାରା ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।...

ନିମ୍ବଗଛରୁ ଝରୁଛି କ୍ଷୀର, ପୂଜାର୍ଚ୍ଚନା ଲାଗି ଜମୁଛି ଭିଡ଼

ପାରଳାଖେମୁଣ୍ଡି,୧୦ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ମାଛମରା ନିକଟସ୍ଥ ମୁଡୁବନ୍ଧ ଗ୍ରାମ ନିକଟ ଏକ ଚାଷଜମିରେ ଥିବା ନିମ୍ବଗଛରୁ କ୍ଷୀର ବାହାରୁଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିବା ତଥା ପୂଜାର୍ଚ୍ଚନା କରିବା ନିମନ୍ତେ ପ୍ରବଳ ଭିଡ଼ ଜମୁଥିବାର ମଧ୍ୟ ଦେଖିବାକୁ...

କଳାବ୍ୟାଜ ପିନ୍ଧିଲେ ସ୍ବାସ୍ଥ୍ୟକର୍ମୀ

ପାରଳାଖେମୁଣ୍ଡି,୯।୧୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା, ପୁରୁଷ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ୫ ଦଫା ଦାବି ନେଇ କଳାବ୍ୟାଜ ପରିଧାନ କରିଛନ୍ତି। ଏଥିରେ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସାମିଲ ଅଛନ୍ତି। ବହୁମୁଖୀ ସ୍ବାସ୍ଥ୍ୟକର୍ମୀ କ୍ୟାଡ଼ର...

କାଶୀନଗରରେ ହାତୀ ଉପଦ୍ରବ, ବଢୁଛି ଅସନ୍ତୋଷ

ପାରଳାଖେମୁଣ୍ଡି,୫ା୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକର ଅଲଡା, କୋଲା, ହରିପୁର, କରଣିଭଦ୍ରା ଆଦି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଧାନ ଅମଳ ସମୟ। ଏଭଳି ସ୍ଥତିରେ ଦୁଇଟି ହାତୀ ଚାଳିଆସି ପାଚିଲା ଧାନ ଖାଇବା ସହିତ ଦଳି...

ମୌଳିକ ସୁବିଧାରୁ ବଞ୍ଚିତ ଡବରଗାଁ ଶବର ସାହି

ଆର.ଉଦୟଗିରି,୩୦।୧୧(ଡି.ଏନ.ଏ.): ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଅଞ୍ଚଳର ବିକାଶ ପାଇଁ ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେବି ଏମିତି ଗାଁ ରହିଛି, ଯେଉଁଠି ରାସ୍ତା ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚାଇବାରେ ଯେମିତି ଅସମର୍ଥ...

ଯାଞ୍ଚ ନ କରି ଜରିମାନା ଆଦାୟକୁ ବିରୋଧ: ଆର୍‌ଟିଓ ଘେରିଲେ ଯୁବଗୋଷ୍ଠୀ

ପାରଳାଖେମୁଣ୍ଡି,୨୯ା୧୧(ଡି.ଏନ.ଏ.): ଗଜପତି ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କେତେକ କାର୍ଯ୍ୟକଳାପକୁ ନାପସନ୍ଦ କରି ପାରଳାଖେମୁଣ୍ଡିର ଯୁବଗୋଷ୍ଠୀ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି। ସହରରେ କିଛି ଦିନ ହେଲା ବିଭାଗ ପକ୍ଷରୁ ମନଇଚ୍ଛା ଅଧିକରୁ ଅଧିକ ଜରିମାନା...

ସମସ୍ୟା ଘେରରେ କାଶୀନଗର ଏନ୍‌ଏସି

କାଶୀନଗର,୨୧ା୧୧: ଗଜପତି ଜିଲାର ଏକମାତ୍ର ଏନଏସି କାଶୀନଗର ସମସ୍ୟା ଘେରରେ ରହିଛି। ବେଶେଷକରି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନଥିବା ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ସହରରେ ଖୁବ ନିକଟବର୍ତ୍ତୀ ଅଞ୍ଚଳରେ ଉକ୍ତ ସ୍ଥାନ ରହିଛି। ସେଠାକାର ଦୁର୍ଗନ୍ଧ ଦ୍ୱାରା...

ସମସ୍ୟା ଘେରରେ କାଶୀନଗର ଏନ୍‌ଏସି

କାଶୀନଗର,୨୨ା୧୧: ଗଜପତି ଜିଲାର ଏକମାତ୍ର ଏନଏସି କାଶୀନଗର ସମସ୍ୟା ଘେରରେ ରହିଛି। ବେଶେଷକରି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନଥିବା ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ସହରରେ ଖୁବ ନିକଟବର୍ତ୍ତୀ ଅଞ୍ଚଳରେ ଉକ୍ତ ସ୍ଥାନ ରହିଛି। ସେଠାକାର ଦୁର୍ଗନ୍ଧ ଦ୍ୱାରା...

ଅବହେଳା ନେଲା ଗର୍ଭବତୀଙ୍କ ଜୀବନ: ପ୍ରତିବାଦରେ ଧାରଣା

ପାରଳାଖେମୁଣ୍ଡ/କାଶୀନଗର,୨୧।୧୧(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଧୀନ କରଟାମ ଗ୍ରାମର ଜଣେ ଗର୍ଭବତୀ ମାଳତୀ କୁମାର ପଟ୍ଟନାୟକ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଥିଲା। ଚିକିତ୍ସାର ଅବହେଳା ଯୋଗୁ ମାଳତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଗ୍ରାମବାସୀ ଗୋଷ୍ଠୀ...

କମୁଛି ଚାଷଜମି, ବଢ଼ୁଛି ଘରବାରି

ପାରଳାଖେମୁଣ୍ଡି,୨୧ା୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳଗୁଡିକରେ ଚାଷଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି କିସମ ବଢୁଥିବା ପରିଲକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳ ନିକଟ ଅଞ୍ଚଳଗୁଡିକରେ ଥିବା ଚାଷଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଲିଥିବା ବେଳେ ଏବେ ଏମାନଙ୍କ...

ଶୁଣିଲାନି ପ୍ରଶାସନ: ରାସ୍ତା ମରାମତି କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୧୭।୧୧(ଡି.ଏନ.ଏ): ମୋହନା ବ୍ଲକଠାରୁ ମାତ୍ର ୬କି.ମି. ଦୂର କର୍ଚ୍ଚବାଡି ପଞ୍ଚାୟତର ପାହାଡ଼ ପାଦଦେଶରେ ଅବସ୍ଥିତ ଡଙ୍ଗରୀଗାଁ ଗ୍ରାମକୁ ରାସ୍ତା ନାହଁ। ପ୍ରଶାସନ ନିକଟରେ ବହୁବାର ଏହି ସମସ୍ୟା ଜଣାଇଥିଲେ ବି ସୁଫଳ ମିଳିଲାନି। ତେଣୁ ଗ୍ରାମବାସୀ ଗାଁ ରାସ୍ତା ନିଜେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri