ଗଜପତି

ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ

ପାରଳାଖେମୁଣ୍ଡି,୧୫ା୧୧(ଡି.ଏନ୍‌.ଏ.): ଶିଶୁ ଦିବସରେ ଅନାଥ ଆଶ୍ରମର ଅନ୍ତେବାସୀଙ୍କୁ ହଲ୍‌ରେ ଫିଲ୍ମ ଦେଖାଇ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଜଣେ ସାମାଜିକ କର୍ମୀ ନିଆରା ପ୍ରୟାସ କରିଛନ୍ତି। ପିଲାମାନଙ୍କୁ ହଲ୍‌କୁ ନେଇ ଦେଶ ତଥା ସମାଜ ପ୍ରତି ଦାୟିତ୍ୱବୋଧ ଉପରେ ଆଧାରିତ...

ଲୋପପାଉଛି ପାରଳାର ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ କହିଲେ ମନକୁ ଆସିଯାଉଥିଲା ଗଜପତି ଜିଲା ପାରଳାଖେମୁଣ୍ଡି ସହର। ସହରର ରାଜଦାଣ୍ଡ ସାହିରେ ମାଳ ମାଳ ଶିଙ୍ଗ ଦୋକାନ ସବୁ ଥିଲାବେଳେ ଏବେ ଏହି କାମରୁ ମୁହଁ ଫେରାଇ ନେଲେଣି କାରିଗର। ନା ଅଛି...

ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ସରପଞ୍ଚଙ୍କ ସ୍ବାମୀ ଗିରଫ

ଆର.ଉଦୟଗିରି,୧୩।୧୧(ଡି.ଏନ.ଏ.): ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଅଡ଼ବା ସରପଞ୍ଚଙ୍କ ସ୍ବାମୀ ମାନସ ମଣ୍ଡଳଙ୍କୁ ରବିବାର ପୋଲିସ ଗିରଫ କରିଛି । ନାବାଳିକା ବାପାଙ୍କ ଅଭିଯୋଗ ପ୍ରକାରେ, ଗ୍ରାମର ସରପଞ୍ଚଙ୍କ ସ୍ବାମୀ...

ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀ ଫେରାର

ଆର.ଉଦୟଗିରି,୧୩।୧୧(ଡି.ଏନ.ଏ.): ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏବଂ ପରେ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ଅଡବା ଥାନାରେ ଅଭିଯୋଗ ହୋଇଛି। ନାବାଳିକା ବାପାଙ୍କ ଅଭିଯୋଗ ପ୍ରକାରେ,...

ଚାକିରି ନିୟମିତ ଦାବି କଲେ ଠିକା ସ୍ବାସ୍ଥ୍ୟ କର୍ମଚାରୀ

ପାରଳାଖେମୁଣ୍ଡି,୧୨ା୧୧(ଡି.ଏନ୍‌.ଏ): ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଗଜପତି ଜିଲା ଶାଖା ପକ୍ଷରୁ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ବାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ଅଧୀନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀଙ୍କ...

ସହର ମୁଖ୍ୟ ରାସ୍ତାରେ ଅବାଧ ପାର୍କିଂ ଲାଗି ସମସ୍ୟା

ପାରଳାଖେମୁଣ୍ଡି,୯।୧୧(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର ରାସ୍ତାରେ ଅବାଧ ପାର୍କିଂ ଯୋଗୁ ସମସ୍ୟା ସୃଷ୍ଟି ହୋଇଛି। ଦିନରେ ସହର ମଧ୍ୟକୁ ଭାରିଜାନବାହାନ ପ୍ରବେଶ ପାଇଁ ସମୟ ନିର୍ଦ୍ଧଷ୍ଟ ରହିଛି । ସକାଳ ୮ରୁ ମଧ୍ୟାହ୍ନ ୧ଟା ଏବଂ ଅପରାହ୍ନ...

କିଡିଗାଁରେ ବଣୁଆ ହାତୀ ଆତଙ୍କ, ଧାନ ଫସଲ ନଷ୍ଟ

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ବଣୁଆ ହାତୀର ଉପଦ୍ରବ। ଗାଁ ନିକଟରେ ଥିବା ପାହାଡ଼ରେ ଦୁଇଟି ହାତୀ ରହିଛନ୍ତି। ଦୁଇଟି ବଣୁଆ ହାତୀ କିଡିଗାଁ ଗ୍ରାମର ନିକଟସ୍ଥ ପାହାଡକୁ ଆସି ରାତିରେ ଖାଦ୍ୟ ସଂଗ୍ରହ...

ସମ୍ପତ୍ତି ପାଇଁ ଜିଅନ୍ତା ସମାଧି ଉଦ୍ୟମ

ପାରଳାଖେମୁଣ୍ଡି, ୯ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାର ହରିପୁର ଗ୍ରାମରେ ମଙ୍ଗଳବାର ସମ୍ପତ୍ତି ପାଇଁ ମା’, ଝିଅଙ୍କୁ ଜିଅନ୍ତା ସମାଧି ଉଦ୍ୟମ କରାଯାଉଛି। ହରିପୁର ଗ୍ରାମରେ ଘରବାରି ଜାଗାକୁ ନେଇ ଗ୍ରାମର ଦାଲାମା ଓ ତାଙ୍କ...

ଧାନ ଅମଳ ପୂର୍ବରୁ ରୋଗପୋକ ଆତଙ୍କ

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡ଼ା ଅଞ୍ଚଳର ଏକର ଏକର ଜମିରେ ଦେଖାଦେଇଛି ଭିନ୍ନ ଏକ ପ୍ରଜାତିର ପୋକ ବ୍ଲାଷ୍ଟ। ଧାନ ଗଛକୁ ପାଳକୁଟାରେ ପରିଣତ କରୁଛି ଏହି ପୋକ। ଚଳିତ ଖରିଫ ଋତୁର ଧାନଚାଷରେ ଦେଖାଦେଇଛି...

ଗଜପତିରେ ବାଲି ଅଭାବ, ନିର୍ମାଣ କାର୍ଯ୍ୟରେ ବାଧା

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲାରେ ଦେଖାଦେଇଛି ବାଲିର କୁତ୍ରିମ ଅଭାବ। ବଂଶଧାରା ନଦୀ ବାଲି ଉଠାଣର ଲିଜଧାରୀ ଅଧିକ ଲାଭ ପାଇଁ ମନମାନୀ କରି ଟିପର ଦ୍ବାରା ଦିନରାତି ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଚାଲାଣ କରୁଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଟ୍ରାକ୍ଟର...

ଅଜଣା ଜନ୍ତୁ ଶିକାର: ୬୩ ଛେଳି ମୃତ, ୨୮ ଗୁରୁତର

ପାରଳାଖେମୁଣ୍ଡି,୪ା୧୧(ଡି.ଏନ୍‌.ଏନ୍‌.): ଗଜପତି ଜିଲା କାଶୀନଗର ବ୍ଲକର କିଡିଙ୍ଗା ଗ୍ରାମରେ କୌଣସି ଅଜଣା ଜନ୍ତୁର ଶିକାର ହୋଇ ୬୩ଟି ଛେଳି ମୃତ୍ୟୁବରଣ କରିଥିବା ବେଳେ ୨୮ଟି ଛେଳି ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା କିପରି ଘଟିଲା ଏତେ ସଂଖ୍ୟକ ଛେଳି...

୨୫ବର୍ଷ ହେଲା ପାଲ ତଳେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୧ା୧୧(ଡି.ଏନ୍‌.ଏ.): ଗରିବଙ୍କୁ ବାସଗୃହ ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଥିବା ବେଳେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା କରିଛନ୍ତି। ହେଲେ ଏହି ଯୋଜନା ଅନେକ ସ୍ଥାନରେ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଯାହାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri