ଗଜପତି

ପାରଳାଖେମୁଣ୍ଡିରୁ ୮୪କିଲୋ ଗଞ୍ଜେଇ ସହ, କାର୍‌ ଜବତ

ପାରଳାଖେମୁଣ୍ଡି,୨୪।୦୮: ପାରଳାଖେମୁଣ୍ଡି ଅବକାରୀ ପୋଲିସ ଦ୍ବାରା ୮୪ କିଲୋ ଗଞ୍ଜେଇ ଜବତ ହୋଇଛି। ପାଟ୍ରୋଲିଂ ସମୟରେ ମାର୍ଲବା ଘାଟିରେ ଏକ ସୁଜୁକି କାର୍‌ରୁ ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଗାଡ଼ି ଚାଳକଙ୍କୁ ଗିରଫ କରିଛି।...

ସ୍କୁଲ ରାସ୍ତାରେ ଆଣ୍ଠୁଏ ପାଣି

ନୂଆଗଡ଼,୨୦।୮: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସ୍କୁଲ ପଡ଼ିଆ ପାଲଟିଛି କୃତ୍ରିମ ପୋଖରୀ। ବିଦ୍ୟାଳୟ ସମ୍ମୁଖ ଆଣ୍ଠୁଏ ପାଣି ପଶି ସ୍କୁଲକୁ ଯାଉଛନ୍ତି ଛାତ୍ରୀଛାତ୍ର। ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଭ୍ରମରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର...

୧୮ କେଜିର ଅଷ୍ଟଧାତୁ ମୂର୍ତ୍ତି ଚୋରି

ପାରଳାଖେମୁଣ୍ଡି,୧୯ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଦିନକୁଦିନ ଚୋରଗ୍ୟାଙ୍ଗ ସକ୍ରିୟ ହେବାରେ ଲାଗିଛନ୍ତି। ଗତ ୧ ତାରିଖରେ ଶିରିଡ଼ି ସାଇ ମନ୍ଦିରରୁ ପ୍ରାୟ ୬ ଲକ୍ଷ ଟଙ୍କାର ମୁକୁଟ ଚୋରି ହୋଇଥିବା ବେଳେ ପୁଣି ହନୁମାନ ମନ୍ଦିରରୁ ୧୮ କେଜି...

ହନୁମାନଙ୍କ ମୂର୍ତ୍ତି ନେଇଗଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ ପୁଣି ଏକ ମନ୍ଦିରରୁ ଚୋରି। ରେଲଓ୍ବେ ଷ୍ଟେଶନ ନିକଟସ୍ଥ ସିଦ୍ଧ ମହାବୀର ମନ୍ଦିରରୁ ଅଷ୍ଟଧାତୁରେ ନିର୍ମିତ ହନୁମାନ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ମନ୍ଦିରର ପ୍ରାୟ ୧୮...

ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ପାରଳାଖେମୁଣ୍ଡି,୧୮ା୮(ଡି.ଏନ୍‌.ଏ.): ଗଜପତି ଜିଲା ସଦରମହକୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁଣପୁର କଟକ ମେମୁ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ନିଜାମାବାଦର ୨୮ ବର୍ଷୀୟ ଭି.ମହେଶ। ତିନି ଦିନ ପୂର୍ବେ ପାରଳାଖେମୁଣ୍ଡି ସେରି ସାହିର...

ବିଦ୍ୟାଳୟ ଯିବାକୁ କାଠପୋଲ ଭରସା

ଆର.ଉଦୟଗିରି,୧୭।୮(ଡି.ଏନ.ଏ.): ଛାତ୍ରୀଛାତ୍ରମାନଙ୍କୁ ଗୁଣାମ୍ଭକ ଶିକ୍ଷା ପ୍ରଦାନ କରି ସ୍ମାର୍ଟ କରାଇବା ଉଦ୍ଦେଶ୍ୟରେ ଅନେକ ଯୋଜନା ମଧ୍ୟମରେ ରାଜ୍ୟ ସରକାର ରାଜକୋଷରୁ ବ୍ୟୟ କରୁଛନ୍ତି କୋଟି କୋଟି ଟଙ୍କା। ତଥାପି ସ୍ଥାନୀୟ ବ୍ଲକର ବିଭିନ୍ନ ଅଞ୍ଚଳରେ ସୁଧୁରି ପାରୁନି ଶିକ୍ଷା ବ୍ୟବସ୍ଥା।...

ବିପଦ ସଙ୍କେତ ଉପରେ ବଂଶଧାରା, ବନ୍ୟା ଆଶଙ୍କା

ପାରଳାଖେମୁଣ୍ଡି/ଆର. ଉଦୟଗିରି/କାଶୀନଗର, ୧୫ା୮(ଡି.ଏନ୍‌.ଏ): ଗଜପତି ଜିଲା କାଶୀନାଗରଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ ଜଳ। ରବିବାର ରାତି ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫୪.୯୧ ମି.ରେ ପହଞ୍ଚତ୍ଛି। ଏଠାରେ ବିପଦ ସଂକେତ ୫୫.୭୫ମି. ଥିବାବେଳେ...

ବିପଦ ସଙ୍କେତ ଡେଇଁଲା ବଂଶଧାରା: ବନ୍ୟା ଆଶଙ୍କା

ପାରଳାଖେମୁଣ୍ଡି,୧୪।୮: ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇ ମଧ୍ୟାହ୍ନ ସୁଦ୍ଧା ବିପଦସଙ୍କେତ ଅତିକ୍ରମ କରିଛି। ବିପଦସଙ୍କେତ ୫୪.୬୦ମିଟର ରହିଥିବା ବେଳେ ପୂର୍ବାହ୍ନ ଜଳସ୍ତର ୫୪.୭୫ ମିଟରରେ ପ୍ରବାହିତ ହେଉଥିଲା। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ବୃଦ୍ଧି ପାଇଛି।...

ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି: ବସୁଧା ଯୋଜନା ଜଳ ଯୋଗାଣ ପ୍ରକଳ୍ପ ଅଚଳ

ଆର.ଉଦୟଗିରି,୧୪।୮(ଡି.ଏନ୍‌.ଏ.): ବସୁଧା ଯୋଜନାରେ ସୌରଭିତ୍ତିକ ଜଳଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ତାହା କାମରେ ଆସୁନି। ଫଳରେ ଦୁର୍ଗମ ଅଞ୍ଚଳରେ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି। ମହିଳାମାନେ ଲମ୍ବା ଧାଡ଼ି କରି କାଦୁଅ ପଙ୍କ ବିଲ ହିଡ ଦେଇ ଯିବା ସହ...

ସଙ୍ଗଠନ ଛାଡ଼ିଥିବା ମାଓବାଦୀଙ୍କୁ ଗିରଫ କଲା ପୋଲିସ

ପାରଳାଖେମୁଣ୍ଡି,୧୨।୮(ଡି.ଏନ୍‌.ଏ.): ସଙ୍ଗଠନ ଛାଡ଼ିଥିବା ଜଣେ ମାଓବାଦୀଙ୍କୁ ଅଡବା ପୋଲିସ ଗିରଫ କରିଛି। ଗିରଫ ଜଣକ ହେଲେ ଗଜପତି ଜିଲା ଡେକାପଙ୍କା ଗାଁର ପ୍ରଫୁଲ୍ଲ ପରିଚ୍ଛା ଓରଫ ଲୋରେ। ତାଙ୍କ ନାମରେ ଅଡବା ଥାନାରେ ୭ଟି ମାମଲା ରହିଛି। ୨୦୦୮-୨୦୧୦ ମଧ୍ୟରେ...

୪ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ପାରଳାଖେମୁଣ୍ଡି, ୧୦ା୮ (ଡି.ଏନ୍‌.ଏ): ଗଜପତି ଜିଲାରେ ଗତ ଦୁଇଦିନ ଧରି ଲାଗିରହିଛି ଲଘୁଚାପ ବର୍ଷା। ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ମଧ୍ୟ ବୃଦ୍ଧିପାଇ କୂଳ ଲଙ୍ଘୁଛି। ମୋହନା ନିକଟରେ ପ୍ରବାହିତ ହେଉଥିବା ହରଭଙ୍ଗି...

ଗରଡ଼ମା ପଞ୍ଚାୟତର ବହୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଆର.ଉଦୟଗିରି,୮ା୮(ଡି.ଏନ.ଏ.):ମୋହନା ବ୍ଲକ ଗରଡ଼ମା ପଞ୍ଚାୟତର କିଛି ଗାଁ ରହିଛି ବର୍ଷା ଦିନ ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି। ଗରଡ଼ମା ପଞ୍ଚାୟତରେ ରହିଥିବା ଲିମବାଡ, ନାକେଜୁ, ମାତାକୁପା, କାମ୍ବୁଜ ପ୍ରଭୃତି ଗାଁ। ସେହି ଅଞ୍ଚଳର ଜନସାଧାରଣ କିପରି ନିଜ ଜୀବନକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri