ଗଜପତି

ପାରଳାଖେମୁଣ୍ଡିରେ ବର୍ଷା, ପବନ, ବଜ୍ରପାତର ତାଣ୍ଡବ

ପାରଳାଖେମୁଣ୍ଡି,୧୫।୬(ଗିରିଧାରୀ ପରିଛା): ମାଡ଼ି ଆସିଲା ପବନ, ଘଡଘଡି ସହ ବର୍ଷା। କିଛିକ୍ଷଣ ପାଇଁ ରଚିଲା ତାଣ୍ଡବ। କାଳ ବୈଶାଖୀ ପ୍ରଭାବରେ ପବନ, ଘଡଘଡି ସାଙ୍ଗକୁ ବର୍ଷାରେ ବେହାଲ ହୋଇପଡିଛି ପାରଳାଖେମୁଣ୍ଡି ସହର। ସହରର ମୁଖ୍ୟ ରାଜୁଗୁରୁ ସାହି ଛକ ନିକଟରେ...

ଘାଟିରୁ ୨ଶହ ଫୁଟ ତଳକୁ ଖସିପଡ଼ିଲା ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଗାଡି

ଗଜପତି,୧୪।୬: ଗଜପତି ଜିଲା ଅଡ଼ବା ଥାନା ତୁଆବାଡ଼ି ଘାଟିରେ ଶୁକ୍ରବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ୨ଶହ ଫୁଟ ତଳକୁ ଖସିପଡିଥିଲା। ଫଳରେ ଗାଡିରେ ଥିବା ୫ଜଣ ଆହତ ହୋଇଥିବା...

ଟ୍ରକ୍‌ରୁ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ମୋହନା,୯ା୬: ମୋହନା ପୋଲିସକୁ ବଡ଼ ସଫଳତା ମିଳିଛି। ପାଖାପାଖି ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଅଡ଼ବା ଥାନା ଅଞ୍ଚଳରୁ ମାଲବାହୀ ଟ୍ରକ୍‌ ଯୋଗେ ଉତ୍ତରପ୍ରଦେଶକୁ ଚୋରା ଚାଲାଣ ବେଳେ ମାଡ଼ି ବସିଛି ମୋହନା ପୋଲିସ। ଦୁଇ ଆନ୍ତଃରାଜ୍ୟ...

ପାରଳାଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ରୂପେଶ, ମୋହନାରେ ଦାସୁରଥୀ ବିଜୟୀ

ପାରଳାଖେମୁଣ୍ଡି,୪।୬ (ଗିରିଧାରୀ ପରିଛା): ଗଜପତି ଜିଲାର ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ଦଳର ପ୍ରାର୍ଥୀ ଇଂ.ରୂପେଶ କୁମାର ପାଣିଗ୍ରାହୀ ବିଜୟଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାଜପା ଦଳ ପ୍ରାର୍ଥୀ କେ. ନାରାୟଣ ରାଓଙ୍କୁ ୪୧୧୫ ଭୋଟ...

ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପରିସରରେ ଭୋଟ୍‌ ଗଣତି ସମୟରେ ଗଣତି କେନ୍ଦ୍ରର ପ୍ରସାରଣ ଦେଖିବା ପାଇଁ କେନ୍ଦ୍ର ପରିସରରେ ଲାଗିଥିବା ପରଦା ନିକଟରେ ଗଣତି ଦେଖୁଥିବା ବେଳେ ବଜ୍ରପାତରେ ଜଣଙ୍କର...

ଶପିଂ ମଲ୍‌ରେ ନିଆଁ: କୋଟି କୋଟି ଟଙ୍କା ନଷ୍ଟ

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ଥବା ବାରାଟମ ଶପିଂ ମଲ୍‌ରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ଫଳରେ ସେଠାରେ ଥିବା ସବୁ ଜିନିଷପତ୍ର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଦୋକାନ ମାଲିକ...

କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ରାଜ୍ୟରେ ଅଦିନିଆ ବର୍ଷା ପବନ ହେତୁ ଅନେକ କ୍ଷତି ହୋଛି। କିଛି କ୍ଷଣ ମଧ୍ୟରେ ସବୁ କିଛି ଛାରଖାର ହୋଛି। ତାତିରୁ ଆଶ୍ୱସ୍ତି ମିଳିଛି ସତ କିନ୍ତୁ ଅନେକେଙ୍କୁ କ୍ଷତି ପହଞ୍ଚାଇଛି। ପାରଳାଖେମୁଣ୍ଡିରେ ଏହି କାଳବୈଶାଖୀ ପ୍ରଭାବରେ...

ବାଇକ୍‌କୁ ଧକ୍କା ଦେଲା କମାଣ୍ଡର, ଚାଲିଗଲା ଶିକ୍ଷକଙ୍କ ଜୀବନ

ପାରଳାଖେମୁଣ୍ଡି,୧ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କେସିପୁରୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏଲ୍‌. ନିରଞ୍ଜନଙ୍କ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ସହରର କାଚରା ସାହିର ବାସିନ୍ଦା ନିରଞ୍ଜନ ପ୍ରତ୍ୟେକ ଦିନ ଭଳି ଶନିବାର...

ଶିଶୁପୁତ୍ରର ବେକରେ ଭୁଜାଲି ରଖି ଲୁଟିନେଲେ ଟଙ୍କା, ଅଳଙ୍କାର

ପାରଳାଖେମୁଣ୍ଡି,୩୦ା୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ବନାଥନଗରରେ ଗୁରୁବାର ଏକ ବଡ଼ ଧରଣର ଲୁଟପାଟ୍‌ ଘଟିଛି। ୪ଜଣ ଲୁଟେରା ଜଣେ ଶିଶୁପୁତ୍ରର ବେକରେ ଭୁଜାଲି ରଖି ପରିବାର ଲୋକଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର...

ଲୋକପ୍ରିୟ ମୃଦୁ ପାନୀୟରେ କଣ୍ଡୋମ୍, କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ପାରଳାଖେମୁଣ୍ଡି, ୨୯।୫(ଗିରିଧାରୀ ପରିଛା): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିଥିବା ବେଳେ ଗଜପତି ଜିଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି। ସାଧାରଣ ଜନତା ହୁଅନ୍ତୁ କିମ୍ବା ଗନ୍ତବ୍ୟ ପଥେ ଯାଉଥିବା ଯାତ୍ରୀ ସମସ୍ତେ ତୃଷା ମେଣ୍ଟାଇବା ପାଇଁ ଥଣ୍ଡା...

ପଣସର ଅଭାବୀ ବିକ୍ରି, ବାହାର ରାଜ୍ୟ ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି,୨୭ା୫ (ଗିରିଧାରୀ ପରିଛା): ଗଜପତି ଜିଲାର ୭ଟି ବ୍ଲକ ଯଥା ମୋହନା, ଆର.ଉଦୟଗିରି, ନୂଆଗଡ, ଗୋଷାଣୀ, କାଶୀନଗର, ଗୁମ୍ମା ଏବଂ ରାୟଗଡ଼ ବ୍ଲକରେ ଉତ୍ପାଦିତ ପଣସର ଚାହିଦା ଦେଶର ବିଭିନ୍ନ ରାଜ୍ୟରେ ବେଶ ଅଧିକ ରହିଛି। ବିଶେଷକରି ପଡ଼ୋଶୀ ଆନ୍ଧ୍ର...

ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିଲା ହରିଣ ଛୁଆ: ଆଉ ତାପରେ…

ମୋହନା,୨୬ା୫(ମନ୍ମଥ ମିଶ୍ର୍ର): ମୋହନା ସଦର ମହକୁମାର ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିବା ଏକ ହରିଣ ଛୁଆକୁ କେତେକ ବୁଲା କୁକୁର ଆକ୍ରମଣ କରିଥିଲେ। ଆକ୍ରମଣରେ ହରିଣ ଛୁଆ ଆହତ ହୋଇଥିଲା। ଗ୍ରାମବାସୀ ଏହା ଦେଖି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri