ଗଞ୍ଜାମ

ରାସ୍ତା ମଝିରେ ଜଳିଗଲା ଗ୍ୟାସ ସିଲିଣ୍ଡର ଟ୍ରକ

ଗଞ୍ଜାମ,୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ପୁଇଁତଳା ଛକରେ ବୁଧବାର ଏକ ଅଘଟଣ ଘଟିଛି। ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଚଳନ୍ତା ଟ୍ରକରେ ନିଆଁ ଲାଗିଯାଇଥିଲା l ମିଳିଥିବା ସୂଚନା ମୁତାବକ, ଏକ ଏଲ୍‌ପିଜି...

ବିଜେଡିକର୍ମୀଙ୍କୁ ଘେରି ଖଣ୍ଡାରେ ହାଣି ପକାଇଲେ

ଦିଗପହଣ୍ଡି,୪।୧୨(ଅଶେଷ ନାଥ ମିଶ୍ର): ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ବିଜେଡି କର୍ମୀ ଜି.ବଂଶୀ ଦୋରାଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରାଯାଇଛି। ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ବଂଶୀ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରୁ କାମସାରି ବାଇକ ଯୋଗେ ଘରକୁ...

ଏନ୍‌ଏସିରେ ହୋଇପାରୁନି ବିକାଶ

ଧାମନଗର,୪।୧୨(ସନ୍ତୋଷ କୁମାର ମହାପାତ୍ର): ଗତ ସାଧାରଣ ନିର୍ବାଚନ ପରଠାରୁ ଧାମନଗର ଏନ୍‌ଏସିରେ ଦିନକୁ ଦିନ ବିପର୍ଯ୍ୟସ୍ତ ଅବସ୍ଥା ଦେଖିବାକୁ ମିଳୁଛି। ବହୁ କୋଟି ଟଙ୍କା ମହଜୁଦ ଥାଇ ମଧ୍ୟ କାର୍ଯ୍ୟ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅଧ୍ୟକ୍ଷା...

ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ବ୍ରହ୍ମପୁର, ୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ସୋମନାଥ ନଗରରେ ଥିବା ଏକ ଘର ଭିତରୁ ଦମ୍ପତ୍ତିଙ୍କ ମୃତଦେହ ଅଗ୍ନିଶମ ବିଭାଗ ଜବତ କରିଛି। ମୃତକ ହେଲେ ଏ.ମୋହନ ରାଓ ଓ ତାଙ୍କ ସ୍ତ୍ରୀ ଏ. ଜ୍ୟୋତି ଲଷ୍ମୀ।...

ଜିଅନ୍ତା ଘୁଷୁରି ଝୁଣି ଖାଇବା ପ୍ରସଙ୍ଗ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ହିଞ୍ଜିଳିକାଟୁ, ୨ା୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ରାମାୟଣ ବାଦି ନାଟକରେ ଜିଅନ୍ତା ଘୁଷୁରିକୁ ଝୁଣି ଖାଇବା ଘଟଣାରେ ଜଣଙ୍କୁ ଗିରଫ କରିଛି ହିଞ୍ଜିଳି ପୋଲିସ। ନାଟ ମଞ୍ଚରେ ୨ ବିଷଧର ସାପକୁ...

ତାରାତାରିଣୀଙ୍କ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ପୁରୁଷୋତ୍ତମପୁର,୨।୧୨(ସିମାଞ୍ଚଳ ମିଶ୍ର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ ତାଙ୍କ ସ୍ତ୍ରୀ ସୋମବାର ଗଞ୍ଜାମ ଗ୍ରସ୍ତରେ ଆସି ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆର୍ଶୀବାଦ ନେଇଛନ୍ତି। ଏହାସହ...

ଘନଉଛି ଆଳୁ ସଙ୍କଟ: ଜରୁରୀକାଳୀନ ସ୍ଥିତି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ବ୍ରହ୍ମପୁର,୨।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଆଳୁ ସଙ୍କଟ ଘନେଇବାରେ ଲାଗିଛି। ପଶ୍ଚିମବଙ୍ଗ ସରକାର କିଛି ଦିନ ବ୍ୟବଧାନ ପରେ ପୁଣି ଆଳୁ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏପଟେ ରାଜ୍ୟରେ ଗଚ୍ଛିତ ଆଳୁ ସରି ଆସୁଛି। ଏହାର ଫାଇଦା ନେଇ...

ମେଗା ରକ୍ତଦାନ ଶିବିର: ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ

ଗଞ୍ଜାମ,୨।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ କନଫରେନ୍ସ ହଲରେ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଯୁବ ଗୋଷ୍ଠୀ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ତହସିଲଦାର ସୁକାନ୍ତ ଚନ୍ଦ୍ର...

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସୁନାଗହଣା ସହ ଲୁଟିନେଲେ ନଗଦ ଟଙ୍କା

ଛତ୍ରପୁର,୧ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଯୁଗଳନଗର ସାହିରେ ରହୁଥିବା ଚିରଞ୍ଜୀବ ପଣ୍ଡା ଘରେ କେହି ନ ଥିବା ବେଳେ ଶନିବାର ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା...

ଖାତା ଲେଖିବାକୁ ବାଧ୍ୟ କରୁଛନ୍ତି ସିନିୟର, ନ ଲେଖିଲେ ଧମକ…

ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ ଅଭିଯୋଗ ଆସିଛି। କେତେଜଣ ସିନିୟର ଛାତ୍ରୀ ପ୍ରଥମ ବର୍ଷ ଏମ୍‌ବିବିଏସ୍‌ ହଷ୍ଟେଲକୁ ଆସି ଜୁନିୟର ଛାତ୍ରୀଙ୍କୁ ନିଜ ଖାତା ଲେଖିଦେବାକୁ ବାଧ୍ୟ କରୁଛନ୍ତି। ନ...

ମଞ୍ଚରେ ଜିଅନ୍ତା ଘୁଷୁରି ଅନ୍ତବୁଜୁଳା ଖାଇଲେ କଳାକାର: ଭାଇରାଲ ପରେ ତେଜିଲା ବିବାଦ

ହିଞ୍ଜିଳିକାଟୁ,୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁ କାଞ୍ଜିଅଁଳା ଯାତ୍ରା ମଞ୍ଚରେ କଳାକାର ଜିଅନ୍ତା ଘୁଷୁରି ମାରି ଖାଇବା ଓ ସାପ ଖେଳକୁ ନେଇ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ବିଭିନ୍ନ...

ଶିକୁଳା ଗାଁର ପିଛା ଛାଡୁନି ହିଂସାକାଣ୍ଡ, ଦୁଇ ଦୋକାନ ଜାଳିଦେଲେ ଦୁର୍ବୃତ୍ତ

ପୁରୁଷୋତ୍ତମପୁର,୧ା୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ହିଂସାକାଣ୍ଡ ପିଛା ଛାଡୁନି। ଗାଁରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟିବାରେ ଲାଗିଛି। ଏହି ହିଂସାକାଣ୍ଡ ଘଟଣାମାନ ପୋଲିସ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି। ଗତ ମାର୍ଚ୍ଚ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri