Advertisement

ଗଞ୍ଜାମ

କେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନକେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନ

କେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନ

ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର ଅପରାହ୍ନରେ ହଠାତ୍‌ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସୟୁବି)କଲେଜ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ବିଧାୟକ…

2 months ago
ଅଟକ ୩ ମହିଳା ଶ୍ରମିକ ଗାଁକୁ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷଅଟକ ୩ ମହିଳା ଶ୍ରମିକ ଗାଁକୁ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ

ଅଟକ ୩ ମହିଳା ଶ୍ରମିକ ଗାଁକୁ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ

ଦିଗପହଣ୍ଡି,୨୩।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଘରୋଇ ଚିଙ୍ଗୁଡ଼ି ପ୍ରୋସେସିଂ କମ୍ପାନୀରେ ଅଟକ ଥିବା…

2 months ago
ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଅନ୍ୟ ଦୋକାନକୁ ବ୍ୟାପିଥିଲା ନିଆଁଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଅନ୍ୟ ଦୋକାନକୁ ବ୍ୟାପିଥିଲା ନିଆଁ

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଅନ୍ୟ ଦୋକାନକୁ ବ୍ୟାପିଥିଲା ନିଆଁ

ବ୍ରହ୍ମପୁର,୨୨।୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ଲାଠି ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ୫ଟି ଦୋକାନ ଜଳିଯାଇଛି। ଜଳଖିଆ ଦୋକାନ ଭିତରେ ଥିବା…

2 months ago
ମହିଳାଙ୍କ ରହସ୍ୟମୟ ନିଖୋଜ, ମାମଲା ରୁଜୁ କଲା ପୋଲିସମହିଳାଙ୍କ ରହସ୍ୟମୟ ନିଖୋଜ, ମାମଲା ରୁଜୁ କଲା ପୋଲିସ

ମହିଳାଙ୍କ ରହସ୍ୟମୟ ନିଖୋଜ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଚାନ୍ଦପୁର ପଞ୍ଚାୟତ ବେଲପନ୍ଥି ଗ୍ରାମର ରଞ୍ଜନ କୁମାର ଗୌଡ଼ଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଗୌଡ଼ ଗତ ୧୭ ଦିନ ହେଲା…

2 months ago
ଗଞ୍ଜାମରେ ପ୍ରତିଷ୍ଠା ହେବ ୩ ଶୀତଳଭଣ୍ଡାରଗଞ୍ଜାମରେ ପ୍ରତିଷ୍ଠା ହେବ ୩ ଶୀତଳଭଣ୍ଡାର

ଗଞ୍ଜାମରେ ପ୍ରତିଷ୍ଠା ହେବ ୩ ଶୀତଳଭଣ୍ଡାର

ଛତ୍ରପୁର,୨୨ା୨(ସନ୍ତୋଷ ପାଢୀ/ ଦିଲ୍ଲୀପ ସାମଲ): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର ଗଞ୍ଜାମ ଜିଲା ଗସ୍ତରେ ଆସି ଛତ୍ରପୁର ସର୍କିଟ…

2 months ago
ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଫେରାର ଅଭିଯୁକ୍ତହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଫେରାର ଅଭିଯୁକ୍ତ

ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି/ଚିକିଟି,୨୨ା୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌ଆଇ ଜଗବନ୍ଧୁ ବାର୍ଲା ବ୍ରାହ୍ମଣ ନୂଆପଡ଼ା ଗ୍ରାମର ଚିକୁ ଓରଫ…

2 months ago
ରାଶନ କାର୍ଡକୁ ନେଇ ପୁଣି ବଡ଼ ଖବର, ଯୋଗାଣ ମନ୍ତ୍ରୀ କହିଲେ…ରାଶନ କାର୍ଡକୁ ନେଇ ପୁଣି ବଡ଼ ଖବର, ଯୋଗାଣ ମନ୍ତ୍ରୀ କହିଲେ…

ରାଶନ କାର୍ଡକୁ ନେଇ ପୁଣି ବଡ଼ ଖବର, ଯୋଗାଣ ମନ୍ତ୍ରୀ କହିଲେ…

ଛତ୍ରପୁର ୨୨।୨(ସନ୍ତୋଷ ପାଢ଼ୀ ): ଗଂଜାମ ଜିଲା ଛତ୍ରପୂର ସ୍ଥିତ ସର୍କିଟ ହାଉସ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

2 months ago
ବନ୍ଧ ବାନ୍ଧି ଅଟକାଯାଉଛି  ରୁଷିକଲ୍ୟା ଜଳ:  ତଳ ମୁଣ୍ଡରେ ପାଣି ପାଇଁ ଡହଳବିକଳ ଲୋକେ ବନ୍ଧ ବାନ୍ଧି ଅଟକାଯାଉଛି  ରୁଷିକଲ୍ୟା ଜଳ:  ତଳ ମୁଣ୍ଡରେ ପାଣି ପାଇଁ ଡହଳବିକଳ ଲୋକେ 

ବନ୍ଧ ବାନ୍ଧି ଅଟକାଯାଉଛି  ରୁଷିକଲ୍ୟା ଜଳ:  ତଳ ମୁଣ୍ଡରେ ପାଣି ପାଇଁ ଡହଳବିକଳ ଲୋକେ

ପୁରୁଷୋତ୍ତମପୁର,୨୨।୨ (ସିମାଞ୍ଚଳ ମିଶ୍ର): ଫେବୃଆରୀ ନ ସରୁଣୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଲୋକେ ପାଣି ପାଇଁ  ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ  ହେଉଛନ୍ତି। ରୁଷିକଲ୍ୟା ନଦୀର…

2 months ago
ଆନ୍ଧ୍ରରେ ଫସି ରହିଛନ୍ତି ତିନି ଓଡ଼ିଆ ମହିଳା ! ଉଦ୍ଧାର କରିବାକୁ ପରିବାର ବର୍ଗଙ୍କ ନେହୁରାଆନ୍ଧ୍ରରେ ଫସି ରହିଛନ୍ତି ତିନି ଓଡ଼ିଆ ମହିଳା ! ଉଦ୍ଧାର କରିବାକୁ ପରିବାର ବର୍ଗଙ୍କ ନେହୁରା

ଆନ୍ଧ୍ରରେ ଫସି ରହିଛନ୍ତି ତିନି ଓଡ଼ିଆ ମହିଳା ! ଉଦ୍ଧାର କରିବାକୁ ପରିବାର ବର୍ଗଙ୍କ ନେହୁରା

ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଲେଡିଜ ହୋଷ୍ଟେଲରେ ୩ ଜଣ ଓଡ଼ିଆ ମହିଳା ଫସି…

2 months ago
ଆନ୍ତର୍ଜାତିକ ମାତୃଭାଷା ଦିବସ : କୃତି ପ୍ରତିଯୋଗୀଙ୍କୁ ପୁରସ୍କାରଆନ୍ତର୍ଜାତିକ ମାତୃଭାଷା ଦିବସ : କୃତି ପ୍ରତିଯୋଗୀଙ୍କୁ ପୁରସ୍କାର

ଆନ୍ତର୍ଜାତିକ ମାତୃଭାଷା ଦିବସ : କୃତି ପ୍ରତିଯୋଗୀଙ୍କୁ ପୁରସ୍କାର

ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଆଚାର୍ଯ୍ୟ ସନ୍ତୋଷ କୁମାର ପାତ୍ରଙ୍କ ସଂଯୋଜନାରେ…

2 months ago