ଗଞ୍ଜାମ

ପାଣି ସ୍ରୋତରେ ନଷ୍ଟ ହେଉଛି ରାସ୍ତା

ଗୋପାଳପୁର,୧୪ା୮-ରାସ୍ତା ଓ କୋଠାବାଡ଼ି (ଆର ଆଣ୍ଡ ବି) ବ୍ରହ୍ମପୁର-୧ ବିଭାଗ ପକ୍ଷରୁ ବ୍ରହ୍ମପୁର ଓ ହରିପୁରକୁ ସଂଯୋଗ କରୁଥିବା ଏକ ଝୁଲା ବ୍ରିଜ୍‌ ନିର୍ମାଣ ଚାଲିଛି। ଏଥିପାଇଁ…

5 years ago

ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗହପଣ୍ଡି/ପାଟପୁର, ୧୪ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ପାଟପୁର ଥାନାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟା ମାମଲାର ତଦନ୍ତ ପାଇଁ ପୋଲିସ ଥାନାକୁ ଆଣିଥିବା ଜଣେ ଯୁବକ…

5 years ago

ଗଜପତି, ଗଞ୍ଜାମରେ ସବୁଠୁ କମ୍‌ ବର୍ଷା

ବ୍ରହ୍ମପୁର ଅଫିସ୍‌,୧୪ା୮-ଉତ୍ତର-ପଶ୍ଚିିମ ବଙ୍ଗୋପସାଗରରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। କିନ୍ତୁ ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଦକ୍ଷିଣ ଓଡ଼ିଶାର ଦୁଇଟି ପ୍ରମୁଖ…

5 years ago

ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ନେଲେ ବିଧାୟକ ଶ୍ରୀକାନ୍ତ ସାହୁ

ଛତ୍ରପୁର,୧୩।୮(ଡି.ଏନ୍‌.ଏ .): ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁରସ୍ଥିତ ଜିଲା ଗ୍ରାମ୍ୟ ଉନ୍ନୟନ…

5 years ago

ପ୍ରତି ସକାଳେ ପତାକା ଉତ୍ତୋଳନ

ବ୍ରହ୍ମପୁର ଅଫିସ୍‌,୧୩ା୮- ତ୍ରିରଙ୍ଗା କେବଳ ଯେ ଆମ ଦେଶର ଜାତୀୟ ପତାକା ତାହା ନୁହଁ, ଏହା ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଏବଂ ଗୌରବର ପ୍ରତୀକ। ଯିଏ, ଯେଉଁଠି,…

5 years ago

ବିଦ୍ୟୁତ୍‌ ଆଘାତରେ ନାବାଳକଙ୍କ ମୃତ୍ୟୁ, ରାସ୍ତାରୋକୋ

ଭଞ୍ଜନଗର,୧୩।୮(ଡି.ଏନ.ଏ.)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଗୁଣ୍ଡିରିବାଡ଼ିରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବିଦ୍ୟୁତ୍‌ ଖୁଣ୍ଟକୁ ଭିଡିକରି ରଖିବା ନିମନ୍ତେ ଲାଗିଥିବା ଷ୍ଟେ ତାରରେ ଲାଗି…

5 years ago

ବିନା ଲିଜ୍‌ରେ ପଥର ଖାଦାନ, ବେଧଡ଼କ ପଥରଫଟା

ଦିଗପହଣ୍ଡି,୧୩ା୮(ଡି.ଏନ.ଏ.)- ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ତହସିଲ ଇଲାକାରେ ଥିବା କେରାଣ୍ଡିମାଳ ପର୍ବତକୁ ଗତ ପ୍ରାୟ ୧୫ ବର୍ଷ ନିର୍ଦ୍ଦିଷ୍ଟ କେତେଜଣ ପଥର ମାଫିଆ ଲୁଟି ଚାଲିଛନ୍ତି। ଏଠାରୁ…

5 years ago

ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ୍‌

ବେଗୁନିଆପଡ଼ା, ୧୩ା୮ (ଡି.ଏନ.ଏ.) -ପୁଣି ବନ୍ଧୁକ ଦେଖାଇ ଲୁଟ। ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ସୋମବାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣା ଘଟିଛି…

5 years ago

କେରଳ ବନ୍ୟାରେ ଫସିଛନ୍ତି ସାନଖେମୁଣ୍ଡିର ବହୁ ଶ୍ରମିକ

ପାଟପୁର,୧୩ା୮(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ପାଟପୁର, ରାଧାଦେଇପୁର, ସାତପେଣ୍ଠ ଗୋପାଳପୁର, ପ୍ରତାପଗିରି ଦଳିତ ସାହି ଗ୍ରାମର ବହୁ ବ୍ୟକ୍ତି କେରଳର ଆନ୍ନାକୁଲମ ଓ ଅଞ୍ଚଳରେ ବନ୍ୟାରେ ଫସି ରହିଛନ୍ତି।…

5 years ago

୧୪ ସୁଦ୍ଧା ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ବୁଗୁଡ଼ା,୧୩ା୮(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ୨୧ ପଞ୍ଚାୟତରେ କାଳିଆ ଯୋଜନାରେ ୫ ହଜାର ଟଙ୍କା ଲେଖାଏ ୧୫ ହଜାର ୩୯୪ ହିତାଧିକାରୀ ପାଇ ଉପକୃତ ହୋଇଛନ୍ତି। ସେଥିରୁ କେତେକ…

5 years ago