ଛାତ୍ରୀଙ୍କୁ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହଙ୍ଗା: ଅଧ୍ୟାପକଙ୍କୁ ଆକ୍ରମଣ, ଭାଙ୍ଗିଲା କାର…
ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ କଲେଜର ଜଣେ ଯୁକ୍ତ ୨ ଦିତୀୟବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ସେହି କଲେଜର ଜଣେ ଗଣିତ ଅଧ୍ୟାପକ ରାମ ସ୍ବରୂପ ପାଣିଗ୍ରାହୀ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।...
ସୁଷମାଙ୍କୁ ମିଳିଲା ଗୁରୁଦାୟିତ୍ୱ: ହେଲେ ଭାଜପା ନଗର ସଭାପତି
ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଭାଜପା ଦିଗପହଣ୍ଡି ନଗର ସଭାନେତ୍ରୀ ଭାବେ ସୁଷମା ଗୌଡ଼ଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ଭାଜପା ଜିଲା ସଭାପତି ସରୋଜ ସାବତ ଏନେଇ ଘୋଷଣା କରିଛନ୍ତି। ପୂର୍ବରୁ ସୁଷମା ଦିଗପହଣ୍ଡି ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ...
ତରବରିଆ ଭାବେ କାଉନସିଲ ବୈଠକ, ସାଧାରଣରେ ପ୍ରଶ୍ନବାଚୀ
ଗଞ୍ଜାମ,୩୦ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ କାଉନସିଲ ବୈଠକରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା କରିଛନ୍ତି। ଏହି ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇ ନ...
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: କନଷ୍ଟେବଲଙ୍କ ସମେତ ୨ ଗୁରୁତର
ଭଞ୍ଜନଗର,୩୦।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ବୁଧବାର ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୁଗୁଡା ଥାନା କନଷ୍ଟେବଲଙ୍କ ସମେତ...
କର୍କଟ ପୀଡିତାଙ୍କୁ ସହାୟତାର ହାତ ବଢାଇଲେ ହୁମା ସମିତି ସଭ୍ୟ
ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ): ହୁମ୍ମା ନୂଆସାହିର ଗଣେଶ ପରିଡ଼ା(୨୫) ନାମକ ଯୁବକ କର୍କଟ ରୋଗରେ ଆକ୍ରାନ୍ତ। ସେ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଡାକ୍ତର କହୁଛନ୍ତି, ୪୦ ଲକ୍ଷରୁ ଉଦ୍ଧର୍ବ ଟଙ୍କା ଖର୍ଚ୍ଚ...
କାଲିଠୁ ନିଖୋଜ ଥିଲେ, ତାମ୍ପରା ନିକଟରୁ ଶୋଇଥିବା ଅବସ୍ଥାରେ ମିଳିଲା ମୃତଦେହ; ପୋଲିସ…
ଛତ୍ରପୁର,୨୯।୭(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ତାମ୍ପରା ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ବାଲିପଡା ଅଞ୍ଚଳର କୈଳାଶ ପାତ୍ର । ମୃତକ ଜଣକ ସୋମବାରଠାରୁ ନିଖୋଜ ଥିଲେ।...
ବିବାହର ପ୍ରତିଶ୍ରୁତି ଦେଇ ପୁଣି ନାବାଳିକାଙ୍କୁ ବଳାତ୍କାର
ହିଞ୍ଜିଳିକାଟୁ,୨୯।୭(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଲିସ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରିଶାଙ୍କ ପାଳ ଓରଫ ସିଲୁ। ନାବାଳିକା ଜଣକ...
ଦିଗପହଣ୍ଡିରେ ଉଦ୍ଘାଟିତ ହେଲା ନୂଆ ଦେୱାନି କୋର୍ଟ
ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ନୂଆ ଦେୱାନି କୋର୍ଟ(ସିଭିଲ ଜଜ ସିନିୟର୍ ଡିଭିଜନ) ମଙ୍ଗଳବାର ଉଦ୍ଘାଟିତ ହୋଇଛି। ସ୍ଥାନୀୟ ପୁରୁଣା କୋର୍ଟ ପରିସରରେ ଥିବା ଅସ୍ଥାୟୀ କୋଠାରେ ଏହି କୋର୍ଟ କାର୍ଯ୍ୟ କରିବ। ଓଡିଶା ହାଇକୋର୍ଟ...
କର୍ମଜୀବୀ ମହିଳାଙ୍କ ପାଇଁ କରାଯିବ ହଷ୍ଟେଲ ଯୋଜନା: ମହିଳା ଓ ଶିଶୁ ବିକାଶ ସଚିବଙ୍କ ଭଞ୍ଜନଗର ଗସ୍ତ
ଭଞ୍ଜନଗର,୨୯।୭(ବାବୁଲା ପ୍ରଧାନ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦାୟିତ୍ୱରେ ଥିବା ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମା ମଙ୍ଗଳବାର ଭଞ୍ଜନଗର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସଚିବ ପ୍ରଥମେ ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ପଂଚାୟତ...
ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ଦେହାନ୍ତ, ମୃତ୍ୟୁ ପରେ ଅଙ୍ଗଦାନ
ବୁଗୁଡା,୨୮।୭(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର(୭୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଚାରି ବର୍ଷ ହେବ ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିବା ବେଳେ ଗତ...
ଗୋଳାବାରୁଦ କାରଖାନାକୁ ବିରୋଧ, ୧୫୦ ଜଣଙ୍କ ପାଇଁ ବିପଦରେ ପଡ଼ିବେ ଦେଢ଼ ଲକ୍ଷ
ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ମହାରାଷ୍ଟ୍ରର ଏକ ଘରୋଇ ବିସ୍ଫୋରକ ଉତ୍ପାଦନ କମ୍ପାନୀ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଘାଟିପଲ୍ଲୀ ଓ ଲଣ୍ଡେଇହିଲଠାରେ ଗୋଳାବାରୁଦ କାରଖାନା ନିର୍ମାଣ ଯୋଜନା କରୁଛି। ତେଣୁ ଏହାକୁ ସଂପୃକ୍ତ ଅଞ୍ଚଳବାସୀ ଦୃଢ଼ ବିରୋଧ କରୁଛନ୍ତି। ଏହିଭଳି ପରିସ୍ଥିତିରେ...
ୟୁନିଫାଏଡ ଅଟୋମେଶନ ସିଷ୍ଟମକୁ ଶିକ୍ଷକଙ୍କ ତୀବ୍ର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର
ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହର ଗୁରୁବାର ଠାରୁ ୟୁନିଫାଏଡ ଅଟୋମେଶନ ସିଷ୍ଟମ ଲାଗୁ ହୋଇଛି। ଏହି ସିଷ୍ଟମ ଲାଗୁ ଦ୍ୱାରା ଶିକ୍ଷକ ମାନେ ବିଦ୍ୟାଳୟକୁ ଯିବାପରେ ନିଜ ମୋବାଇଲ ଫୋନରେ କ୍ଲକ...
Archives


