ଗଞ୍ଜାମ

ସରକାରୀ ହାଇସ୍କୁଲରେ ଖାଲି ପଡ଼ିଛି ୬୨୫ ଶିକ୍ଷକ ପଦବୀ

ବ୍ରହ୍ମପୁର,୧୦ା୯(ସ୍ମୃତିରଞ୍ଜନ ମହାଲିକ)ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ବାତାବରଣ ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ମାଧ୍ୟମରେ ହାଇସ୍କୁଲ ରୂପାନ୍ତୀକରଣ କରାଯାଉଛି। ଯାହାଦ୍ୱାରା ହାଇସ୍କୁଲଗୁଡିକରେ ଇ-ଲାଇବ୍ରେରୀ,...

ଡେଙ୍ଗୁରେ ଯବାନଙ୍କ ମୃତ୍ୟୁ

ଗୋପାଳପୁର,୯ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କଇଠାପଲ୍ଳୀ ଗ୍ରାମର ଯବାନ ନବକୃଷ୍ଣ ନାୟକ (୨୬) ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୁଧବାର ନବକୃଷ୍ଣଙ୍କୁ ଜ୍ୱର ହୋଇଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ...

ମାଟି, ମୋରମ ଚୋରି ଅଭିଯୋଗ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଗଞ୍ଜାମ ସହରର ବିଭିନ୍ନ ଓ୍ବାର୍ଡର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ସାହିଗୁଡିକୁ ସଂଯୋଗ ଥିବl ବିଭିନ୍ନ ରାସ୍ତା ମରାମତି କାର୍ଯ୍ୟ ଜାରୀ ରହିଛି l ରାସ୍ତା ପାର୍ଶରୁ ମାଟି ଖୋଳା ଯାଇ ସେଠାରେ...

ପାନୀୟ ଜଳରୁ ବଞ୍ଚିତ ଗୋଛାବାଡ଼ି ଗ୍ରାମବାସୀ

ଜଗନ୍ନାଥପ୍ରସାଦ,୯ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଝାଡ଼ଭୂମି ଗ୍ରାମ ପଞ୍ଚାୟତର ଗୋଛାବାଡି ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏ ନେଇ ଗ୍ରାମବାସୀ ଶୁକ୍ରବାର ସକାଳେ ୨୧ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିବା ସହ ପ୍ରଶାସନ ବିରୋଧରେ...

ଗଛ ବଞ୍ଚିଲେ ଆମେ ବଞ୍ଚିବା

ଗଞ୍ଜାମ,୮।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରୀଛାତ୍ରଙ୍କ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି l ଗଛ ବଞ୍ଚିଲେ ଆମେ ବଞ୍ଚିବା ନାରା ଦେଇ ଗୁରୁଦିବସରୁ ଆରମ୍ଭ ହୋଇଛି...

ନାହିଁ ନାହିଁରେ ଚାଲିଛି ସଂସ୍କୃତ ଶିକ୍ଷା

କୋଦଳା,୮ା୯(ଅମିତ କୁମାର ପଟ୍ଟନାୟକ ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ରୁପାନ୍ତରଣ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପିଲାଙ୍କୁ ସଂସ୍କୃତ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଆଗ୍ରହ ନ ଥିବା ଭଳି...

ମାମୁଁ ଘର ଯାଇଥିଲେ: ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଜୀବନ

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଜିନିଗୁଡ଼ା ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଉଁଶୀଆ ପଲ୍ଲୀ ଗ୍ରାମର ଉପେନ୍ଦ୍ର ମଲ୍ଲିକ...

ଗୋପାଳ ସମାଜର ନନ୍ଦ ମହୋତ୍ସବ

ପୁରୁଷୋତ୍ତମପୁର,୭।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିର ପରିସରରେ ଷୋଳଖଣ୍ଡ ଗୋପାଳ ସମାଜର ପୂର୍ବଖଣ୍ଡ ତାଲୁକା ପକ୍ଷରୁ ଗୁରୁବାର ନନ୍ଦ ମହୋତ୍ସବ ମହାସମାରୋହରେ ପାଳିତ ହୋଇଛି। ଗୋପାଳ ସମାଜର ପରମ୍ପରା ସହ ଭାଇଚାରା ସୃଷ୍ଟି ମହୋତ୍ସବର ମୁଖ୍ୟ...

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ସୋରଡା,୬।୯(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡା ଅଧୀନ ଗାଜଲବାଡି ପଞ୍ଚାୟତରେ ବାର୍‌ହା ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ମୀନଯା ଗ୍ରାମର ଶଙ୍କର ମଲିକ ୪୨ । ଶଙ୍କର ସକାଳେ ବିଲରୁ ଗ୍ରାମକୁ ଯାଉଥିବା ବେଳେ...

ଋଷିକୁଲ୍ୟା କଂସାରି ଗଣ୍ଡରେ ନିର୍ମାଣ ହେବ ବ୍ୟାରେଜ

ଛତ୍ରପୁର, ୫ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଦେଇ ପ୍ରବାହିତ ଋଷିକୁଲ୍ୟା ନଦୀରେ କଂସାରି ଗଣ୍ଡ ଜଳ ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ୧୫୨ କୋଟି ୧୦ଲକ୍ଷ ବ୍ୟୟରେ ବରଦା ଗ୍ରାମ ନିକଟରେ ଏକ ଆନିକଟ ନିର୍ମାଣ କରାଯିବ। ୨୦୪ ମିଟର ଲମ୍ବ...

ଗୁରୁ ଦିବସରେ କଳାବ୍ୟାଜ୍‌ ପିନ୍ଧିଲେ ଅଧ୍ୟାପକ

ବ୍ରହ୍ମପୁର,୫ା୯(ସୁବାସ ଚନ୍ଦ୍ର ପାଢ଼ୀ): ଓଡିଶା ରାଜ୍ୟ ଚୟନ ବୋର୍ଡ ଅଧ୍ୟାପକ ସଂଘର ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ କାର୍ଯ୍ୟରତ ୨୭ଟି ଅନୁଦାନପ୍ରାପ୍ତ ବେସରକାରୀ କଲେଜର ୨୫୩ ଜଣ ଅଧ୍ୟାପିକା ଓ ଅଧ୍ୟାପକ ଗୁରୁ ଦିବସରେ କଳାବ୍ୟାଜ ପରିଧାନ କରିଛନ୍ତି। ରାଜ୍ୟ ସରକାର...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡା,୫।୯: ନୂଆପଡା ଜିଲା ଖରିଆର ରୋଡ ରେଞ୍ଜ ମାଗୁରପାଣି ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ହେଲେ ଚୁନୁ ରାଉତ। ତାଙ୍କୁ ପ୍ରଥମେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ରାୟପୁର ସ୍ଥାନାନ୍ତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri