ଗଞ୍ଜାମ

ଫାଇଲିନ୍‌ରେ ଲିଭି ନ ଥିଲା ଅଖଣ୍ଡ ଦୀପ

ବ୍ରହ୍ମପୁର,୧୦ା୧୦(ସ୍ମୃତି ରଞ୍ଜନ ମହାଲିକ): କମାପଲୀର ଦୁର୍ଗା ପୂଜା ୬୦ ବର୍ଷରେ ପହଞ୍ଚିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ ଦୁର୍ଗତିନାଶିନୀଙ୍କ ଆଗମନ ପାଇଁ କମାପଲୀ ଦୂର୍ଗା ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଚଳିତ ମାସ ଆରମ୍ଭରୁ କମିଟି...

ନଦୀପାଣିକୁ ରୋଷେଇ, ପିଇବାକୁ ନେଉଛନ୍ତି ଗ୍ରାମବାସୀ

ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଭଞ୍ଜନଗର ବ୍ଲକ ଗୋହିରିବା ଗ୍ରାମବାସୀ ଦୈନନ୍ଦିନ ଲୋହରାଖଣ୍ଡି ନଦୀରୁ ପାଣି ଆଣି ରୋଷେଇ ଏବଂ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ନଦୀ ତଟବର୍ତ୍ତୀ ଅନେକ ଗ୍ରାମରେ ଏହିଭଳି ସମସ୍ୟା ଦେଖିବାକୁ...

ଯୁବକଙ୍କୁ ଅପହରଣ ପରେ ହତ୍ୟା ଘଟଣା, ୪ ଗିରଫ

କୋଦଳା,୧୦।୧୦(ଅମିତ କୁମାର ପଟ୍ଟନାୟକ): କୋଦଳା ଥାନା ଅଧୀନରେ ଗତ ଶୁକ୍ରବାର କବିସୂର୍ଯ୍ୟନଗର ଥାନା କେ. ଝରିଡ଼ା ଗ୍ରାମର ଦିପୁ ପାତ୍ର(୩୨)ଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସୋମବାର ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ...

ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ

ଛତ୍ରପୁର,୧୦।୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ପଶି ୨୫ ଭରି...

ତାଲାବନ୍ଦ ଘରୁ କଳାକନା ବୁଲାଇଲେ

ବ୍ରହ୍ମପୁର,୯ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୁଣି ଲୁଟେରାମାନେ ୨ ତାଲାବନ୍ଦ ଘରୁ ସୁନା ଗହଣା ଓ ଟଙ୍କା ଚୋରି କରିଛନ୍ତି। ବଡ଼ବଜାର ଥାନା ଅନ୍ତର୍ଗତ ନୂଆ ଗୌଡ଼ସାହିର ଜଣଙ୍କ ଘରୁ ଦୁଇଦିନ...

ଭେଣ୍ଡି ତୋଳିବାକୁ ଯାଇଥିଲେ: କାମୁଡ଼ିଲା ସାପ

ଛତ୍ରପୁର,୯ା୧୦(ଦିଲୀପ ସାମଲ/ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ଝାରେଡି ରାଧାଗୋବିନ୍ଦପୁର ଗାଁରରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମତ୍ୟୁ ଘଟିଛି । ସେ ହେଲେ ଚିତ୍ରସେନ ନାହାକଙ୍କ ସ୍ତ୍ରୀ ତ୍ରିଫୁଳା ନାହାକ(୫୩)। ସୋମବାର ତ୍ରିଫୁଳା ବିଲକୁ ଭେଣ୍ଡି...

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୯।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ଜରଡ଼ା ଥାନା...

ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଅମଲା

ବ୍ରହ୍ମପୁର,୯।୧୦(ସ୍ମୃତି ରଞ୍ଜନ ମହାଲିକ୍‌): ମିଳିତ ଅମଲା ସଂଘ ମଞ୍ଚ ଗଞ୍ଜାମ ଜିଲା କମିଟି ପକ୍ଷରୁ ଏକ ବୈଠକ ଗେଟ୍‌ ବଜାର ଏନ୍‌ଜିଓ ହଲରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଘର ଜିଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ। ରାଜ୍ୟ...

ସିଏସ୍‌ପି ପ୍ଲସ୍‌କୁ ମୋ’ ସେବାକେନ୍ଦ୍ରକୁ ପ୍ରଦାନ ଦାବି

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସିଏସ୍‌ପି ପ୍ଲସ୍‌କୁ ମୋ’ ସେବା କେନ୍ଦ୍ରକୁ ପ୍ରଦାନ କରିବା ଲାଗି ଦାବି ହୋଇଛି। ଏହିି ଦାବି ନେଇ ସୋମବାର ଗଞ୍ଜାମ ଜିଲା ମୋ’ ସେବା କେନ୍ଦ୍ର ପରିଚାଳକ ସଂଘ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ...

ଆର୍ଥିକ ସେବା ସହ-ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଧ୍ରୁବ କୁମାର

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ସଞ୍ଚୟ ଏବଂ ଆର୍ଥିକ ସେବା କାର୍ଯ୍ୟାଳୟର ସହ-ନିର୍ଦ୍ଦେଶକ ଭାବେ ସୋମବାର ଧ୍ରୁବ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ରାୟଗଡ଼ା ଜିଲାର ସହ-ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ସେ ଦାୟିତ୍ୱ...

ମଦ୍ୟପାନ କରି ଗାଡ଼ି ଚଳାଇ ବନ୍ଧାହେଲେ ୨୦

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ଧରପଗଡ଼ ଜାରି ରହିଛି। ରବିବାର ରାତିରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରି ସଫଳତା...

ବଦଳିଲେ ୩ ଅଧିକାରୀ

ଗଞ୍ଜାମ,୯ା୧୦(ବିଦ୍ୟାଧର ସାହୁ): ଗଞ୍ଜାମରୁ ଏନ୍‌ଏସି ଇଓ ଅବିନାଶ ମିଶ୍ର, ବିଡିଓ ଜସ୍ମିନ ପ୍ରଧାନ ଏବଂ ତହସିଲଦାର ଅରୁଣ କୁମାର ନାୟକ ତିନି ପ୍ରମୁଖ ଅଧିକାରୀଙ୍କ ବଦଳି ହୋଇଛି। ଇଓ ମିଶ୍ର ନଗର ଉନ୍ନୟନ ବିଭାଗକୁ ବଦଳି ହୋଇଥିବା ବେଳେ ତହସିଲଦାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri