ଗଞ୍ଜାମ

ଶଶୁର ଘରେ ଜୀବନ ହାରିଲେ ଜ୍ୱାଇଁ

ଜଗନ୍ନାଥପ୍ରସାଦ,୧୪ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ କୁମ୍ଭାରସାହିରେ ଏକ କଇଁଆ ଗଛରେ ଦଉଡି ଦେଇ ତାମନାଡ ଗ୍ରାମର କାର୍ତ୍ତିକ ନାଇକ ଆତ୍ମହତ୍ୟା କରିଥିବା ଜଣାପଡିଛି। କାର୍ତ୍ତିକ କୁମ୍ଭାରସାହିର ସ୍ବର୍ଗତ ରାମ ନାଇକଙ୍କ ଝିଅ ଲକ୍ଷ୍ମୀଙ୍କୁ ବିବାହ କରିଥିଲେ। କିଛି...

ପ୍ରାଥମିକ ଶିକ୍ଷକ ସଂଘ ଦି’ ଫାଳ: ଗୋଟିଏ ଗୋଷ୍ଠୀ ଆନ୍ଦୋଳନରେ, ଅନ୍ୟ ଗୋଷ୍ଠୀ ପଢାଉଛନ୍ତି ପାଠ

ପୁରୁଷୋତ୍ତମପୁର,୧୪।୯(ସୀମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘ ଦୁଇ ଫାଳ ହୋଇପଡ଼ିଛି। ଯାହାକି ଶିକ୍ଷକଙ୍କ ଗୋଷ୍ଠୀକନ୍ଦଳ ପଦାରେ ପଡ଼ି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ଏକତ୍ରିତ ହୋଇ ଦାବି ପୂରଣ ନେଇ...

ସମୂହ ଛୁଟି ନେଇ ଧାରଣାରେ ଶିକ୍ଷୟିତ୍ରୀ, ୧୩୧ ବିଦ୍ୟାଳୟରେ ଝୁଲିଲା ତାଲା

ବୁଗୁଡ଼ା,୧୪ା୯(କାଳୀଚରଣ ଦାଶ): ୩ ଦଫା ଦାବି ପୂରଣ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର...

ଚାଲାଣ ବେଳେ ୭୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରୁ ଏକ ଗୋରୁ ବୋଝେଇ ଗାଡ଼ି ଗୁରୁବାର ଜବତ ହୋଇଛି। ଉକ୍ତ ଗାଡ଼ିରେ ୭୦ରୁ ଊଦ୍ଧର୍‌ବ ଗୋରୁ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳର...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ମହାସଂଘ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ): ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲା ସରପଞ୍ଚ ମହାସଂଘ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ କରୁଥିବାରୁ ୧୫ ଦଫା...

ପଥର ତଳେ ଚାପିହୋଇ ୨ ଭାଇଙ୍କ ମୃତ୍ୟୁ

ଦିଗପହଣ୍ଡି, ୧୪।୯ (ଅଶେଷ ନାଥ ମିଶ୍ର)ପଥର ଖାଦାନରେ କାମ କରୁଥିବା ବେଳେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପିଲିକାଢ଼ିହ ଗ୍ରାମର ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମହୁରୀକାଳୁଆ ଛକ ନିକଟରେ...

ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚଙ୍କୁ ଅଣଦେଖା

ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଡାକରାରେ ଛତ୍ରପୁର ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ ହୋଇଛି। ଏନେଇ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

ବ୍ରହ୍ମପୁର,୧୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଭାତ କୁମାର ରାଜଗୁରୁ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଘଟଣାର ୬ବର୍ଷ ପରେ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ...

କଳାବ୍ୟାଜ୍‌ ପରିଧାନ କଲେ ଉପକାରାଗାର କର୍ମଚାରୀ

ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଛତ୍ରପୁର ଉପକାରାଗାର କର୍ମଚାରୀ ବୁଧବାରଠାରୁ କଳାବ୍ୟାଜ୍‌ ପରିଧାନ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାସତ୍ତ୍ୱେ ମଧ୍ୟ ଦାବି ପୂରଣ କରା ନ ଗଲେ ୨୫ ତାରିଖରୁ ସମସ୍ତ କର୍ମଚାରୀ କଳାବ୍ୟାଜ୍‌...

ଶକ୍ତିନଗରରୁ ସେକ୍ସ ରାକେଟ ଠାବ

ବ୍ରହ୍ମପୁର,୧୩।୯(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ପୋଲିସ ଏକ ସେକ୍ସ ରାକେଟ ଠାବ କରିଛି। ଗୃହକର୍ତ୍ତା ଅମୂଲ୍ୟ ପାଢ଼ୀ ନିଜର ଶକ୍ତିନଗର ପ୍ରଥମ ଲାଇନରେ ଦୀର୍ଘଦିନ ଧରି ଏହି ସେକ୍ସ କାରବାର ଚଳାଉଥିଲେ। ବୁଧବାର ସକାଳେ ପୋଲିସ ଜେରା ବେଳେ...

ଅଧାବାଟରେ ତଦନ୍ତ, ଚିହ୍ନଟ ହୋଇନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର,୧୩।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ ମେଡିକାଲ(ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ। ନିମ୍ନମାନର ରୋଗୀସେବାକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସୁଥିବା ଏହି ଡାକ୍ତରଖାନା କେତେଜଣଙ୍କ ପାଇଁ ବେଆଇନ ରୋଜଗାରର ପନ୍ଥା ପାଲଟିଛି। ଗତବର୍ଷ...

ଏନ୍‌ଏସି ବୈଠକରେ ୧୦ କାଉନସିଲର ଅନୁପସ୍ଥିତ

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସି ସଭା ଗୃହରେ ମଙ୍ଗଳବାର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଓ ଇଓ ଅବିନାଶ ମିଶ୍ର ମଞ୍ଚାସିନ ଥିବା ବେଳେ ୧୨କାଉନସିଲରଙ୍କ ମଧ୍ୟରୁ ୬ ଓ ୯ ନଂ ଓ୍ବାର୍ଡ କାଉନସିଲର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri