ଗଞ୍ଜାମ

ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ, ନଗଦ ୯୨ ହଜାର ଟଙ୍କା ଜବତ

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ରାଜ୍ୟ ତଥା ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ଜିଲାରେ ଏଟିଏମ୍‌ଗୁଡିକରୁ ଲୁଟୁଥିଲେ। ବୁଧବାର ରମ୍ଭା ଥାନା ପୋଲିସ ଦୁଇ ଆନ୍ତଃ ରାଜ୍ୟ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ...

ପେସା ହଜାଇ ଦେଇନି ନିଶା

ଛତ୍ରପୁର, ୧୫।୬(ସନ୍ତୋଷ ପାଢ଼ୀ): ବୟସ ୫୦ ଛଇଁଲାଣି। ତଥାପି ନାଚିବା ଓ ନାଚ ଶିଖିବା ନିଶା ଛାଡ଼ିନି। ଏହି ବୟସରେ ଠୁମକା ଲଗାଇବା ସହ ଏବଂ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତରେ ତାଳ ଦେଇ ନାଚୁଛନ୍ତି ଗଞ୍ଜାମ ଜିଲା ଛତ୍ରପୁରର ରାମେଶ୍ୱର...

ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ, ବଢୁଛି ଜନଅସନ୍ତୋଷ

ଗଞ୍ଜାମ,୧୪ା୬(ବିଦ୍ୟାଧର ସାହୁ): ଦିନକୁ ଦିନ ଚିନ୍ତା ବଢ଼ାଉଛି ଜାତୀୟ ରାଜପଥ ହୁମ୍ମା ଓଭରବ୍ରିଜ୍‌।ଏନ.ଏଚ୍‌ -୧୬ ହୁମ୍ମା ଛକଠାରେ ନିର୍ମାଣାଧୀନ ଓଭର ବ୍ରିଜ କାମ ଆରମ୍ଭ ହେବାର ଅଦ୍ୟାବଧି ୪ବର୍ଷରୁ ଊର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ...

ସୋରଡାରେ ଚୋର ଆତଙ୍କ

ସୋରଡା,୧୪।୬(ଲମ୍ବୋଦର ପାଣିଗ୍ରାହୀ ):ଖଜୁରୀପାଲି, କାଲମା, କେନ୍ଦୁପାଲି ଅଞ୍ଚଳରେ ଚୋର ଦଳ ସକ୍ରିୟ ଥିବା ବେଳେ ଗ୍ରାମାଞ୍ଚଳରେ ଚୋର ଆତଙ୍କ ଦେଖାଯାଇଛି। ରବିବାର ସକାଳେ ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଦୋକାନରେ ୩ ଯୁବକ ପଶି ବ୍ୟାଗ୍‌ କିଣିବା ବାହାନରେ...

ହାତକୁ ମିଳିଲା ଭତ୍ତା ଟଙ୍କା

ଗଞ୍ଜାମ,୧୫।୬(ବିଦ୍ୟାଧର ସାହୁ): ଚଳିତ ମାସରେ ମଧୁବାବୁ ପେନସନ ତଥା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହିତାଧିକାରୀଙ୍କ ଘରକୁ ଯାଇ ପ୍ରଦାନ କରିଛନ୍ତି ପ୍ରଶାସନିକ ଅଧିକାରୀ । ଭତ୍ତା ଟଙ୍କା ମିଳିବା ପରେ ବୁଢ଼ା ବୁଢ଼ୀଙ୍କ ଖୁସି କହିଲେ ନସରେ । ଚାରି...

ତୁଟିଲା ଦୀର୍ଘଦିନର ଜାଗା ବିବାଦ

ଗଞ୍ଜାମ,୧୪ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସାନ ବଜାର କଲେଜ ରୋଡ୍‌ ମାଛ ମାର୍କେଟ ପାର୍ଶରେ ଥିବା ଜାଗାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା। ଉକ୍ତ ଜାଗାକୁ ନେଇ ରାଉଳ ସାହିର ପଣ୍ଡା ପରିବାର ଓ ରାଉଳ...

ବ୍ରିଜ୍‌ ନିର୍ମାଣ ଆରମ୍ଭ କଲେ ୧୫ ଆଦିବାସୀ ଗାଁ

ପାତ୍ରପୁର,୧୪।୬(ଉମାଚରଣ କର): ଗାଁକୁ ଯିବା ପାଇଁ ପକା ରାସ୍ତା ନ ଥିବାରୁ ଜାମୁଗଣ୍ଡ ମୁକୁଳା ନାଳ ପାର ହେବାକୁ ପଡୁଛି। ନଦୀର ଉପର ମୁଣ୍ଡରେ ବର୍ଷା ହେଲେ ନାଳରେ ବଢି ଆସିଯାଏ ଆଉ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ଏକ...

ବିଜେଡି ନୂଆ ଚେହେରା ଲଢ଼ିବେ ନିର୍ବାଚନ

ବ୍ରହ୍ମପୁର ଅଫିସ,୧୪।୬(ନରସିଂହ ସାହୁ): ଗଞ୍ଜାମ ଜିଲା ରାଜନୀତିରେ ଗୋପାଳପୁର ଚର୍ଚ୍ଚାରେ ରହିଛି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ବିଧାନସଭା କ୍ଷେତ୍ରରୁ କିଏ ବିଜେଡି ପ୍ରାର୍ଥୀ ହେବ ସେ ନେଇ ଆଲୋଚନା ଜୋର ଧରିଛି। ୨୦୧୯ ନିର୍ବାଚନରେ ଜିତିଥିବା ପ୍ରଦୀପ...

ଘୁମୁସର ବନଖଣ୍ଡରେ ୧୯ ଲକ୍ଷ ଚାରାରୋପଣ ଯୋଜନା

ଭଞ୍ଜନଗର, ୧୪।୬(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ଆସନ୍ତା ଜୁଲାଇ ୧ ରୁ ୭ ତାରିଖ ବନ ମହୋତ୍ସବ ସପ୍ତାହ ପାଳନ ହେବ। ଏହି ଅବସରରେ ବ୍ୟାପକ ଚାରାରୋପଣ କରିବା ଯୋଜନା...

ହସ୍ତାନ୍ତର କରାଯାଉନି ଅଙ୍ଗନୱାଡି କେନ୍ଦ୍ର, ସମସ୍ୟାରେ ଶିଶୁ

ବୁଗୁଡ଼ା,୧୩ା୬(କାଳୀଚରଣ ଦାଶ): ବୁଗୁଡା ବ୍ଲକ ଅଧୀନ କରଚୁଲି ଗ୍ରାମସ୍ଥ ଅଙ୍ଗନୱାଡି କେନ୍ଦ୍ର -୨ରେ ଛାତରୁ ସିମେଣ୍ଟ କଂକ୍ରିଟ ଖଣ୍ଡ ଖସିଯାଇଥିଲା। ପ୍ରଶାସନ ଦ୍ୱାରା ପୁରୁଣା ଗୃହ ୨୦୧୬ ଜୁନ୍‌ ମାସଠାରୁ ବନ୍ଦ କରାଯାଇ ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟଠାରେ ଜରୁରିକାଳୀନ ପରିସ୍ଥିତିରେ...

ଧରିତ୍ରୀ ଖବରଦାତାଙ୍କ ପିତୃ ବିୟୋଗ

ପୁରୁଷୋତ୍ତମପୁର,୧୪।୬ (ସୀମାଞ୍ଚଳ ମିଶ୍ର) ପୁରୁଷୋତ୍ତମପୁରର ‘ଧରିତ୍ରୀ’ ଖବରଦାତା ସୀମାଞ୍ଚଳ ମିଶ୍ରଙ୍କ ପିତା ତଥା ଅବସରପ୍ରାପ୍ତ ଶିକ୍ଷକ ଦୂତିକୃଷ୍ଣ ମିଶ୍ରଙ୍କ ମଙ୍ଗଳବାର ସକାଳେ ରଥସାହି ସୁନାରିତୋଟାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ସନ୍ତୋଷ, ସାନପୁଅ ସୀମାଞ୍ଚଳ ଉପସ୍ଥିତ ଥିଲେ।...

ପୋଖରୀରେ ବୁଡ଼ି ବିଜୟଙ୍କ ମୃତ୍ୟୁ

ପୋଲସରା,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଢୁଙ୍କାପଡା ଗ୍ରାମର ଜଣେ ବ୍ୟକ୍ତି ସୋମବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେହିପରି ଗ୍ରାମର ବିଜୟ ପ୍ରଧାନ। ସୂଚନାଯୋଗ୍ୟ ଯେ, ବିଜୟ ରାତି ସମୟରେ ପୋଖରୀକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri