ଗଞ୍ଜାମ

୩ ଦିନ ହେଲା ଓଟି ବନ୍ଦ

ବ୍ରହ୍ମପୁର ଅଫିସ,୨୧ା୨: ବ୍ରହ୍ମପୁର ବଡ ମେଡିକାଲରେ ପୁଣି ଅବ୍ୟବସ୍ତା ଦେଖାଦେଇଛି। ବିନା ନୋଟିସ୍‌ରେ ଅସ୍ଥିଶଲ୍ୟ ବିଭାଗ ଅସ୍ତ୍ରୋପଚାର (ଓଟି)ବନ୍ଦ କରାଯାଇଛି। ୩ ଦିନ ହେଲା ଏହି ବିଭାଗରେ ଓଟି ବନ୍ଦ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସୁଥିବା...

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଫେରାର

ଦିଗପହଣ୍ଡି,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବାରିକସାହିରେ ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି। ଲିଲିମା ନାୟକ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ସନ୍ତୋଷ ନାୟକ ଓ ପରିବାର ଲୋକେ ଯୌତୁକ ନିର୍ଯାତନା ଦେବା ସହ ନିସ୍ତୁକ ମାଡ଼ ମାରିଥିବା...

ମୁକୁଳା ପଡ଼ିଛି ମାଳ ମାଳ ଟ୍ରାନ୍ସଫର୍ମର: କରେଣ୍ଟ ଲାଗି ମହିଳା ଗୁରୁତର

ଖଲ୍ଲିକୋଟ,୨୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ୍‌ ଅଞ୍ଚଳରେ ମୁକୁଳା ପଡ଼ିଛି ମାଳମାଳ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅକାଳରେ ଲୋକଙ୍କ ଜୀବନ ଯାଉଥିବା ବେଳେ କେତେକେ ଗୁରୁତର ଆହତ ହେଉଛନ୍ତି। ମୁକୁଳା ଟ୍ରାନ୍ସଫର୍ମରରେ ବ୍ୟାରିକେଡ୍‌ କରିବା ପାଇଁ...

୫୯୮ ମହିଳା ଗୋଷ୍ଠୀଙ୍କୁ ୨୮ କୋଟି ଋଣ

ସୋରଡ଼ା,୨୦।୨(ଡି.ଏନ୍‌.ଏ): ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ସୋମବାର ବ୍ଲକ ମିଶନ ଶକ୍ତି ପକ୍ଷରୁ ସାଗରବନ୍ଧ ନିକଟ ପଡ଼ିଆରେ ଋଣ ମେଳା ଆୟୋଜିତ କରାଯାଇଥିଲା। ଏଥିରେ ବ୍ଲକର ୫୯୮ ମହିଳା ଗୋଷ୍ଠୀଙ୍କୁ ୨୮କୋଟି ୫୬ ଲକ୍ଷ ୩୮ ହଜାର ଟଙ୍କାର ଋଣ ପ୍ରଦାନ...

୩୧ ଅନ୍ତେବାସୀ ଦେବେ ଦଶମ, ଦ୍ୱାଦଶ ପରୀକ୍ଷା

ବ୍ରହ୍ମପୁର ଅଫିସ,୨୦ା୨: ବ୍ରହ୍ମପୁର ମଣ୍ଡଳ କାରାଗାରର ଅନେକ ଅନ୍ତେବାସୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ ୪୭ ଏବଂ ଚଳିତ ବର୍ଷ ୩୧ ବିଦ୍ୟାର୍ଥୀ ଜାତୀୟ ମୁକ୍ତ ବିଦ୍ୟାଳୟ ଜରିଆରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବା ପାଇଁ ନାମ...

୧୫ ମାସ ବିତିଲା, ମିଳୁନି ଭେଣ୍ଡିଂଜୋନ୍‌

କବିସୂର୍ଯ୍ୟନଗର,୨୦ା୨(ଡି.ଏନ.ଏ.): ମାତ୍ର ୧୫ଦିନରେ ଭେଣ୍ଡିଂ ଜୋନ୍‌ ଯୋଗାଇ ଦେବାକୁ କହି ବ୍ଲକ ପାର୍ଶ୍ୱ ଦୋକାନୀମାନଙ୍କୁ ଉଠାଇ ଦିଆଗଲା। କିନ୍ତୁ ୧୫ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଭେଣ୍ଡିଂ ଜୋନ୍‌ ଯୋଗାଇ ଦିଆଯାଇପାରି ନାହିଁ। ଫଳରେ ବ୍ୟବସାୟୀମାନେ ଏବେ ହତାସ...

ଚଳନ୍ତା ଟ୍ରେନ୍‌ରୁ ଡେଇଁପଡ଼ିଲେ ଯାତ୍ରୀ

ବ୍ରହ୍ମପୁର ଅଫିସ,୨୦।୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେଶନରେ ରବିବାର ଜଣେ ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ସେ ହେଲେ ଜୟଶଙ୍କର ମୁଣ୍ଡା (୩୪)। ଆସାମ୍‌ରୁ ଜୟଶଙ୍କର ନିଜ ସ୍ତ୍ରୀଙ୍କ ସହ ଚେନ୍ନାଇ ବୁଲିବାକୁ...

ଦୁଇ ପରିବାରକୁ ସାମାଜିକ ବାସନ୍ଦ: ଗାଁରେ ଉତ୍ତେଜନା

ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଗୁଣିଗାରେଡ଼ି ଅନ୍ଧବିଶ୍ବାସ ଓ ସାମାଜିକ ବାସନ୍ଦ ଭଳି ଘଟଣା ଘଟି ଗ୍ରାମଗୁଡ଼ିକରେ ଅଶାନ୍ତି ଲାଗି ରହିବା ସହ ହତ୍ୟାକାଣ୍ଡ ଭଳି ଘଟଣା ଘଟୁଛି। ଯାହାକୁ ନେଇ ପୋଲିସ ଓ ପ୍ରଶାସନର ମୁଣ୍ଡବ୍ୟଥା ହେଉଛି।...

ପାଚେରି ତଳେ ଚାପିହୋଇ ୩ ଭଉଣୀ-ଭାଇଙ୍କ ସମେତ ୪ ଆହତ

ଭଞ୍ଜନଗର,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ କୃଷ୍ଣନଗର ଗ୍ରାମରେ ରବିବାର ଏକ ପାଚେରି ଭୁଶୁଡ଼ି ୩ ଭଉଣୀ-ଭାଇଙ୍କ ସମେତ ୪ଶିଶୁ ଆହତ ହୋଇଛନ୍ତି। ସେମାନେ ହେଲେ ନନ୍ଦିନୀପଲ୍ଲୀ ଗ୍ରାମର ଜମ୍ଭୁ ମୁଳିଙ୍କ ପୁଅ ରୁସନ(୪), ନନ୍ଦିନୀ ନାୟକଙ୍କ ବଡ଼ପୁଅ...

ଦୋକାନରୁ ୩୦ଲକ୍ଷର ଗହଣା ଚୋରି: ମ୍ୟାନେଜରଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧୯।୨: ସାନବଜାର ଛକ ସାନ୍ତାରାଣୀ ଇଷ୍ଟେଟରେ ଥିବା ଏକ ସୁନା ଦୋକାନରୁ ୩୦ ଲକ୍ଷ ଟଙ୍କାର ସୁନାଗହଣା ଓ ରୁପା ସାମଗ୍ରୀ ଚୋରି ହୋଇଥିଲା। ଅଭିଯୋଗ ପରେ ବଡବଜାର ଥାନା ପୋଲିସ ଏକ ମାମଲା(ନଂ.୪୭/୨୩) ରୁଜୁ କରିଥିଲା। ପୋଲିସ...

ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ୩ ଜିଲାର ଜନପ୍ରତିନିଧି

ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟରେ କଭଳି ନୂତନ ବୈଷୟିକ କାରିଗରୀ ନକ୍ସାର ଢାଞ୍ଚାରେ କାର୍ଯ୍ୟଶୈଳୀଗୁଡ଼ିକୁ ଦେଖିବା ଲାଗି ରାଜ୍ୟର ବିଭିନ୍ନ ଜିଲାରୁ ଜନପ୍ରତିନିଧିମାନେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକକୁ ଆସିଥିଲେ। ବଡ଼ଖରିଡ଼ା କାଳେଶ୍ବର ମନ୍ଦିରକୁ...

ହାତୀ-ବନ କର୍ମଚାରୀ ମୁହାଁମୁହିଁ, ୩ ଆହତ

ଭଞ୍ଜନଗର,୧୯।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଗୋଟିଏ ଛୁଆ ହାତୀ ଆକ୍ରମଣରେ ଜଣେ ବନରକ୍ଷୀ ଆହତ ହୋଇଛନ୍ତି । ଏଥିସହ ୨ଜଣ କର୍ମଚାରୀ ହାତୀ ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ତଳେ ପଡ଼ି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri