ଗଞ୍ଜାମ

ବସ୍‌ରୁ ୧୮ ଲକ୍ଷ ଟଙ୍କା ଜବତ, ଜଣେ ଅଟକ

ବ୍ରହ୍ମପୁର ଅଫିସ,୯ା୨: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗୁରୁବାର ଅପରାହ୍ନରେ ଯାନବାହନ ଯାଞ୍ଚ କରାଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥର ଲାଞ୍ଜିପଲ୍ଲୀ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌କୁ ଅବକାରୀ ଟିମ୍‌ ଯାଞ୍ଚ କରୁଥିଲା। ଗଞ୍ଜେଇ...

୨୩ବର୍ଷ ଧରି ବିଜେଡି ଗଡ଼ ପାଲଟିଛି ଗଞ୍ଜାମର ୭ ନିର୍ବାଚନ ମଣ୍ଡଳୀ

ବ୍ରହ୍ମପୁର ଅଫିସ,୯ା୨: ଆଞ୍ଚଳିକ ରାଜନୈତିକ ଦଳ ବିଜେଡି ଗଠନର ୨୫ ବର୍ଷ ମଧ୍ୟରେ ରାଜ୍ୟରେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଛି ୫ ବିଧାନସଭା ନିର୍ବାଚନ। ଗଞ୍ଜାମର ୧୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ହିଞ୍ଜିଳି, ଭଞ୍ଜନଗର, ପୂର୍ବର ମୋହନା (ବର୍ତ୍ତମାନର ଦିଗପହଣ୍ଡି), ଖଲ୍ଲିିକୋଟ,...

ଦୋକାନ ତାଲା ଭାଙ୍ଗି ଲୁଟ୍‌

ହିଞ୍ଜିଳିକାଟୁ,୮ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଇଁଚବଣିଆ ଗାୟତ୍ରୀ ନଗର ପ୍ରଥମ ଲାଇନରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନର କବାଟ ତାଲା ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି।...

ଆଖିବୁଜିଲା ଅସୁସ୍ଥ ହାତୀ

ଭଞ୍ଜନଗର,୮ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରି ରେଞ୍ଜରେ ଅସୁସ୍ଥ ଥିବା ମାଈହାତୀ ବୁଧବାର ଆଖିବୁଜିଛି। ୫ଦିନ ତଳେ ହାତୀଟି ଅସୁସ୍ଥ ଥିବା ଦେଖିବାକୁ ମିଳିଥିଲା। ସେ ଦୁର୍ବଳ ହୋଇ ପଡ଼ିଥିବାରୁ ଚାଲି ପାରୁ ନ ଥିଲା।...

 ବ୍ଲକସ୍ତରୀୟ ମିଶନ ଶକ୍ତି ଋଣମେଳା

ପୁରୁଷୋତ୍ତମପୁର,୮/୨(ଡିଏନ୍ଏ ) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ  ପୁରୁଷୋତ୍ତମପୁର ତାରା ତାରିଣି କଲେଜ ପଡିଆରେ ମିଶନ ଶକ୍ତି ଯୋଜନାରେ ବ୍ଲକ ସ୍ତରୀୟ ଋଣ ପ୍ରଦାନ ମେଳା ବିଡିଓ ବିଜୟ କୁମାର ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଲ୍ଲିକୋଟ...

ପିଲାଙ୍କୁ ନିମ୍ନମାନର ଅଣ୍ଡା ଦିଆଯାଉଥିବା ଅଭିଯୋଗ

ଗଞ୍ଜାମ,୮।୨(ଡି.ଏନ.ଏ): ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ପୃଷ୍ଟିସାର ଖାଦ୍ୟ ତଥା ଶିଶୁମାନଙ୍କୁ ଅଣ୍ଡା ମଧ୍ୟ ଯୋଗାଇ ଦେଉଛନ୍ତି ସରକାର। କିନ୍ତୁ ବିଭିନ୍ନ ସମୟରେ ଛୁଆଙ୍କୁ ନିମ୍ନମାନର ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଥିବା ଘଟଣା ସାମ୍ନାକୁ...

ଜିଲାପାଳଙ୍କ ଅଫିସ ଆଗରେ ସାହାରା ଜମାକାରୀଙ୍କ ସତ୍ୟାଗ୍ରହ

ଛତ୍ରପୁର,୮।୨(ଡି.ଏନ.ଏ.): ସାହାରା ଓ ଅନ୍ୟାନ୍ୟ କମ୍ପାନୀ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମାଧନର ରାଶି ତୁରନ୍ତ ଫେରସ୍ତ ଦାବିରେ ବୁଧବାର ଗଞ୍ଜାମ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଛତ୍ରପୁର ଉପରବସ୍‌ଷ୍ଟାଣ୍ଡ ଛକ ନିକଟରୁ ରାଲି ବାହାରି ଜିଲାପାଳ...

ବ୍ରହ୍ମପୁର ବଜାରରେ ବେଙ୍ଗାଲୁରୁ ଗୋଲାପର ଚାହିଦା

ବ୍ରହ୍ମପୁର ଅଫିସ,୮।୨: ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସାରା ପୃଥିବୀରେ ଏହା ପ୍ରେମୀ ଯୁଗଳଙ୍କ ମଧ୍ୟରେ ବେଶ ଆଦୃତ ହେଉଛି। ଏହି ସପ୍ତାହ ସାରା ବିଶ୍ୱରେ ଫେବୃୟାରୀ ୭ ରୁ ୧୪ ପର୍ଯ୍ୟନ୍ତ...

ଛାତ୍ରଙ୍କୁ ମାନସିକ ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର ଅଫିସ,୮ା୨: ବ୍ରହ୍ମପୁର ସରକାରୀ ପଲିଟେକନିକରେ ପଢୁଥିବା ଜଣେ ଛାତ୍ରଙ୍କୁ ଅନୁଷ୍ଠାନର ଶିକ୍ଷକମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଥିବା ନେଇ ଛାତ୍ରଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ...

ଗଞ୍ଜାମରେ ୮୬,୧୧୮ ଚାଷୀଙ୍କଠାରୁ କିଣାଯାଇଛି ଧାନ

ଛତ୍ରପୁର,୮ା୨(ଡି.ଏନ୍‌.ଏ.): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ ମଙ୍ଗଳବାର ଭିସି ମାଧ୍ୟମରେ ବିଭାଗୀୟ ସମୀକ୍ଷା ବୈଠକ କରିଥିଲେ ା ଗଞ୍ଜାମ ଜିଲାରେ ଚାଲିଥିବା ଧାନକିଣା ପ୍ରକ୍ରିୟାର ସ୍ଥିତି, ରାଶନ କାର୍ଡରେ ଦିଆଯାଉଥିବା...

ପାଇଖାନା ଘରୁ ଯୁବକଙ୍କ ମୃତଦେହ ଜବତ: ମହିଳାଙ୍କୁ ଥାନାକୁ ନେଲା ପୋଲିସ

ଖଲ୍ଲିକୋଟ,୭ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ କରଣ ସାହିରେ ମଙ୍ଗଳବାର ପାଇଖାନା ଘରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଖଲ୍ଲିକୋଟ ଖୋଲ ସାହିର ଗଙ୍ଗାଧର ପ୍ରଧାନଙ୍କ ପୁଅ ମିଲୁ (୨୪)। ହତ୍ୟା ସନ୍ଦେହରେ ପୋଲିସ ଜଣେ...

ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ: ରୋଗୀ ସେବା ଠପ୍‌

ବେଗୁନିଆପଡ଼ା,୭।୨(ଡି.ଏନ୍‌.ଏ.): ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏଭଳିସ୍ଥିତିରେ ଗଞ୍ଜାମ ଜିଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୪ ଦିନ ହେଲା ଡାକ୍ତର ସମସ୍ୟା ଦେଖିବାକୁ ମିଳିଛି। ଫଳରେ ରୋଗୀ ସେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri