ଗଞ୍ଜାମ

ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପୁଣି ଅଘଟଣ: କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨।୧୨: କୋର୍ଟ ପରିସର ଏବେ ଅସୁରକ୍ଷିତ ହୋଇପଡିଛି। ସପ୍ତାହ ମଧ୍ୟରେ କୋର୍ଟରେ ଦୁଇ ଦୁଇଟି ଅଘଟଣ ଘଟିଛି। ଶୁକ୍ରବାର ଜଣେ ମହିଳା କୋର୍ଟ ଭିତରକୁ ଯାଇ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେଠାରେ ମୁତୟନ ଥିବା...

ପ୍ଲାଷ୍ଟିକମୁକ୍ତ ସହର ଲକ୍ଷ୍ୟ ଫେଲ୍‌

ବ୍ରହ୍ମପୁର ଅଫିସ, ୨ା୧୨:ବ୍ରହ୍ମପୁରକୁ ପ୍ଲାଷ୍ଟିକମୁକ୍ତ ସହରରେ ପରିଣତ କରିବା ପାଇଁ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ରିଭର୍ସ ଭେଣ୍ଡିଂ ମେଶିନ ସ୍ଥାପନ କରାଯାଇଛି। ଏହି ଅଞ୍ଚଳଟି ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ପ୍ରତ୍ୟହ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବହୁ ଲୋକଙ୍କ...

ବୃଦ୍ଧ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍‌ ଉଦ୍ୟମ

ହିଞ୍ଜିଳିକାଟୁ ୧।୧୨ ( ଡିଏନଏ): ବୃଦ୍ଧ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍‌ ଉଦ୍ୟମ। ଗୁରୁବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଅପରିଚିତ ବ୍ୟକ୍ତି କୌଶଳରେ ନିଶା ଦେଇ ଲୁଟ ଉଦ୍ୟମ କରୁଥିବା ସମୟରେ...

୮ ମାସ ହେଲା ଦୋକାନରୁ ଚୋରି କରୁଥିଲେ ମ୍ୟାନେଜର, ସେଲ୍‌ସ ମ୍ୟାନ୍‌

ବ୍ରହ୍ମପୁର ଅଫିସ,୧।୧୨: ବଡବଜାର ଥାନା ଅଞ୍ଚଳର ଏକ ଜୁଏଲେରୀରୁ ସୁନା ଅଳଙ୍କାର ଚୋରି ଘଟଣାରେ ପୋଲିସ ଦୋକାନ ମ୍ୟାନେଜର ଓ ସେଲ୍‌ସ ମ୍ୟାନ୍‌ଙ୍କୁ ଅଟକ ରଖିଛି। ସେମାନେ ହେଲେ ବଡବଜାର ଥାନା ଫାଷ୍ଟଗେଟର ନିରଞ୍ଜନ ଦାସ ଏବଂ ନରେନ୍ଦ୍ରପୁର ଥାନା...

ନିଅଣ୍ଟିଆ କର୍ମଚାରୀରେ ଚାଲିଛି ବିଇଏମ୍‌ସି

ବ୍ରହ୍ମପୁର ଅଫିସ,୧ା୧୨: ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍‌ସି ଅଧିନରେ ଥିବା ବେଳେ ୧୮୬୭ରେ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ପୌରସଂସ୍ଥା। ଏହି ପୁରାତନ ସ୍ବାୟତ୍ତ ଶାସନ ସଂସ୍ଥାକୁ ପୂରିଛି ୧୫୫ ବର୍ଷ। ୧୪ ବର୍ଷ ତଳେ ରାଜ୍ୟ ସରକର...

ଗଞ୍ଜାମରେ ୧୭୪୪୮ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ,(ସୁବାସ ପାଢ଼ୀ)୧ା୧୨ଏଡ୍‌ସ ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନର ରହିଥିବା ନ୍ୟାଶନାଲ ଏଡ୍‌ସ କଣ୍ଟ୍ରୋଲ ସୋସାଇଟି(ନାକୋ) ତରଫରୁ...

ବନୀକରଣ ହେଉଛି, ବଞ୍ଚୁନାହିଁ ୧୦ ପ୍ରତିଶତ ଗଛ

ଫୁଲବାଣୀ ଅଫିସ,୧ା୧୨: କନ୍ଧମାଳ ଜିଲାରେ ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଚାରାରୋପଣ କରାଯାଉଛି। ଜଙ୍ଗଲ, ରାସ୍ତା ପାର୍ଶ୍ୱରେ ଏହି ଗଛ ଲଗାଯାଉଛି। ହେଲେ ଏହା ଧର୍ମକୁ ଆଖିଠାର। ଗଛ ଲଗାଇବା ପରେ ଏହାକୁ ବଞ୍ଚାଇବା ଲାଗି ସରକାର ବହୁ ଅର୍ଥ...

ଗଞ୍ଜାମ କଲେଜରେ ଅଣଛାତ୍ର ପ୍ରବେଶ: ଅଘଟଣ ପୂର୍ବରୁ ଉଠାଇନେଲା ପୋଲିସ

ଗଞ୍ଜାମ,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ କଲେଜରେ ବୁଧବାର କିଛି ଅଣ ଛାତ୍ର ପ୍ରବେଶକୁ ନେଇ କଲେଜ ଛାତ୍ରୀଛାତ୍ର ଓ ଅଧ୍ୟାପିକା /ଅଧ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l କିନ୍ତୁ କିଛି ଅଘଟଣ ପୂର୍ବରୁ ପୋଲିସ ଦୁଇଜଣ ଅଣଛାତ୍ରଙ୍କୁ ଉଠାଇ ଥାନାରେ ଅଟକ ରଖିଛି...

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ଛାତିରେ ଲାଗିଲା ଆଘାତ, ଅସ୍ତ୍ରୋପଚାର ସଫଳ

ସୋରଡ଼ା,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ସରକାରୀ ଡାକ୍ତରଖାନାରେ ବୁଧବାର ସନ୍ଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଗୁରୁତର ଯୁବକଙ୍କ ଅସ୍ତ୍ରୋପଚାର କରାଯାଇଛି। ବ୍ଲକର ପଳାଶପଲ୍ଲୀ ଗ୍ରାମର ରିତୁ ଗଉଡ ନିଜ ଗ୍ରାମକୁ ଫେରୁଥିବା ବେଳେ ଘାଟି ରାସ୍ତାରେ ବିପରୀତ ଦିଗରୁ...

ଅପଡେଟ ହେବ ୧୦ ବର୍ଷ ପୁରୁଣା ଆଧାରକାର୍ଡ

ଛତ୍ରପୁର,୩୦।୧୧(ଡି.ଏନ.ଏ.): ୧୦ବର୍ଷ ପୁରୁଣା ଆଧାର କାର୍ଡ ଥିଲେ ତୁରନ୍ତ ଅପଡେଟ କରିବାକୁ ପଡିବ ବୋଲି ୟୁଆଇଡିଏଆଇ(ୟୁନିକ ଆଇଡେଟିଂଫିକେସନ ଅଥରିଟି ଅଫ ଇଣ୍ଡିଆ) ସୂଚନା ଜାରି କରିଛି। ଛତ୍ରପୁରସ୍ଥିତ ଜିଲାପାଳ ସମ୍ମିଳନୀ କକ୍ଷରେ ବୁଧବାର ଗଞ୍ଜାମ ଜିଲାସ୍ତରୀୟ ଆଧାର ମନଟରିଂ କମିଟି...

ରାଷ୍ଟ୍ରପତିଙ୍କୁ ଖୋଲା ଚିଠି ଲେଖିଲେ ଛାତ୍ରୀ: ସାବିତ୍ରୀ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି

ଭଞ୍ଜନଗର,୩୦।୧୧(ଡି.ଏନ.ଏ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସ୍ଥାପନ ହେବାର ୪୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହାକୁ ସରକାରୀ ମାନ୍ୟତା ମିଳିନାହିଁ। ଏହାକୁ ସରକାରୀ ମାନ୍ୟତା ଦିଆଯାଉ ବୋଲି ବୁଧବାର ମହାବିଦ୍ୟାଳୟର ଛାତ୍ରୀମାନେ ରାଷ୍ଟ୍ରପତି ଦ୍ରୌପଦୀ...

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଆସିକା,୩୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ଅତିରିକ୍ତ ଜିଲାଜଜ୍‌ ଚୌଧୁରୀ ପ୍ରବୀର କୁମାର ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri