ଗଞ୍ଜାମ

ରାଗିଂକୁ ନେଇ ଚିନ୍ତାରେ ଛାତ୍ରୀଛାତ୍ର, ଅଭିଭାବକ

ବ୍ରହ୍ମପୁର ଅଫିସ,୨୧।୧୧: କଲେଜରେ ରାଗିଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲିଦେଇଛି। ଗଞ୍ଜାମ ଜିଲାରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ କଲେଜଗୁଡ଼ିକରେ ରାଗିଂ ଓ ଅସଦାଚରଣ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଏଭଳି ଘଟଣା ଯୋଗୁ...

ମେଗା ପାନୀୟ ଜଳ ପ୍ରକଳ୍ପ ଖର୍ଚ୍ଚ ବଢ଼ିଲା

ଭଞ୍ଜନଗର,୨୧୨ା୧୧(ଡି.ଏନ.ଏ.): ରାଜ୍ୟର ସମସ୍ତ ଘରକୁ ୨୦୨୪ ଡିସେମ୍ବର ସୁଦ୍ଧା ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ...

ଡିସେମ୍ବର ୧୬ରୁ ଗଞ୍ଜାମରେ ଧାନକିଣା

ଛତ୍ରପୁର,୨୧ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଖରିଫ ଧାନସଂଗ୍ରହ କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରି ଆସନ୍ତା ଡିସେମ୍ବର ୧୬ରୁ ୨୬ ତାରିଖ ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା...

ଯୀଶୁଙ୍କ ରାଜତ୍ୱ ଉତ୍ସବ: କ୍ୟାଣ୍ଡଲ ଶୋଭାଯାତ୍ରା

ସୋରଡ଼ା,୨୦।୧୧(ଡି.ଏନ୍‌.ଏ.): ଯୀଶୁଖ୍ରୀଷ୍ଟଙ୍କ ଚାଲିଥିବା ରାଜତ୍ୱ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଚଳିତ ମାସ ୧୧ତାରିଖରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁ ଉପାସନା ରହି ଯୀଶୁ ପ୍ରାର୍ଥନା କରିଥିଲେ। ଏପରିକି ପ୍ରତିଦିନ ଅପରାହ୍ନରେ ଦିବ୍ୟଯଜ୍ଞ ଅନୁଷ୍ଠିତ ହେଉଥିଲା।...

ଦାବି ପୂରଣ ନ ହେଲେ କାମ ବନ୍ଦ

ସୋରଡା,୨୦।୧୧(ଡି.ଏନ୍‌.ଏ): ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଂ କର୍ମଚାରୀ ବର୍ତ୍ତମାନ ବହୁ କଷ୍ଟରେ ପରିବାର ପୋଷଣ କରୁଛନ୍ତି । ସରକାରଙ୍କ ସମସ୍ତ ପ୍ରକାର ଯୋଜନାରେ ଆଉଟସୋର୍ସିଂ କର୍ମଚାରୀ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟ କରୁଛନ୍ତି । ହେଲେ କର୍ମଚାରୀଙ୍କୁ...

ହେଉନି ଦାବି ପୂରଣ: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନେଲେ କର୍ମୀ

ସୋରଡା,୨୦।୧୧(ଡି.ଏନ୍‌.ଏ.): ସୋମବାରଠାରୁ ବନ୍ଦ ରହିବ ସୋରଡ଼ା ବ୍ଲକର ୨୬ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ୨୫୮ ଅଙ୍ଗନଓ୍ବାଡି କେନ୍ଦ୍ର । ପ୍ରଭାବିତ ହେବେ ୭ ହଜାରରୁ ଊଦ୍ଧର୍‌ବ ଶିଶୁ । ସରକାରଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଅଙ୍ଗନଓ୍ବାଡି କର୍ମୀଙ୍କ ସମସ୍ୟାର...

ଗଞ୍ଜାମ ଏନ୍‌ଏସିର ମୁଖ୍ୟ ଡ୍ରେନେଜ ଅନୁଧ୍ୟାନ

ଗଞ୍ଜାମ,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହରର ମୁଖ୍ୟ ନାଳର ପୁନଃ ଉଦ୍ଧାର ଲାଗି ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇ ଆସୁଥିଲା । ଏ ନେଇ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ ପରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ...

ବାଇକ୍‌ ଆରୋହୀ ଦମ୍ପତିଙ୍କ ଉପରେ ଚଢ଼ିଗଲା କାର୍‌

ପୁରୁଷୋତ୍ତମପୁର,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୂଖ୍ୟ ରାସ୍ତାର ଭାଟକୁମରଡା କଲେଜ ସମ୍ମୁଖରେ ରବିବାର ଏକ କାର ମୋଟର ସାଇକେଲ ଆରୋହୀଙ୍କ ଉପରେ ଚଢିଯିବା ସହ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ପିଟି ହୋଇଯାଇଛି। ଏଥିରେ ବାଇକ୍‌ ଆରୋହୀ ଦମ୍ପତି...

ପୋଲିସ ପକ୍ଷରୁ ଜବରଦଖଲ ଉଚ୍ଛେଦ

ଛତ୍ରପୁର,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନୂତନ ବସଷ୍ଟାଣ୍ଡ ନିକଟରେ ଗୃହ ବିଭାଗର ନିଜସ୍ବ ଜମି ରହିଥିବା ବେଳେ କିଛି ଲୋକେ ତାହାକୁ ଅକ୍ତିଆର କରିବା ସହ ଘରକରି ରହିଥିଲେ । ଏ ନେଇ ବାରମ୍ବାର ପୋଲିସ ପକ୍ଷରୁ କହିବା ସତ୍ତ୍ୱେ...

ମିଶନ ଶକ୍ତି ଗ୍ରୁପ୍‌କୁ ବିନା ସୁଧରେ ୩ଲକ୍ଷ ଋଣ

ଭଞ୍ଜନଗର,୨୦।୧୧(ଡି.ଏନ.ଏ): ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଯୋଜନାର ସଫଳତା ଯୋଗୁ ମହିଳାମାନେ ଆଜି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସେମାନଙ୍କ ଆର୍ଥତ୍କ କ୍ଷେତ୍ରରେ ଆହୁରି ଉନ୍ନତି ଆଣିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ଗଞ୍ଜାମ ଜିଲାରେ...

ବିଭିନ୍ନ ଦାବିରେ ରାସ୍ତାକୁ ଓହ୍ଲାଇଲେ ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ସୋରଡ଼ା,୧୯ା୧୧(ଡି.ଏନ୍‌.ଏ.): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସୋରଡ଼ା ଶାଖା ପକ୍ଷରୁ ଶନିବାର ଅପରାହ୍ନରେ ୩୦୦ ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ କାଳୀମନ୍ଦିରରୁ ଏକେ ବିରାଟ ଶୋଭାଯାତ୍ରାରେ ବାହାରି ଆଡ଼ପମଣ୍ଡପ,ବଡ଼ଦାଣ୍ଡ,ରଥପଦା, ଡେଲି ମାର୍କେଟ ହୋଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଥିଲେ।...

ଦୋକାନ ଭିତରକୁ ପଶିଗଲା କାର୍‌, ୩ ଛାତ୍ରୀ ଆହତ

ପୁରୁଷୋତ୍ତମପୁର,୧୯ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକଠାରେ କାର୍‌ ନଂ ଓଡି ୦୭ଏନ ୨୯୩୬ ଦ୍ରୁତ ଗତିରେ ଆସି ରାସ୍ତା ପାଶର୍‌ବରେ ଥିବା ଏକ ପାନ ଦୋକାନ ମଧ୍ୟକୁ ପଶିଯାଇଥିଲା। ଏହି ସମୟରେ ବସ୍‌ରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri