ଗଞ୍ଜାମ

ଗଞ୍ଜାମ ଜିଲାସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ,ପ୍ରତିମୂର୍ତ୍ତି ଉଦ୍‌ଘାଟିତ

ଛତ୍ରପୁର,୨।୧୦(ଡି.ଏନ୍‌.ଏ.): ଗଞ୍ଜାମରେ ଜିଲାସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲା ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ପୋଲିସ ପରେଡ ପଡିଆ ସମ୍ମୁଖରେ ମହାସମାରୋହରେ ପାଳିତ ହୋଇଯାଇଛି ।...

ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା

ଦିଗପହଣ୍ଡି,୨।୧୦(ଡି.ଏନ.ଏ.): ଦିଗପହଣ୍ଡି ସହରର ଗଣପର୍ବ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଶନିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି। ଠାକୁରାଣୀ ଯାତ୍ରା ନିମନ୍ତେ ସହର ଉତ୍ସବ ମୁଖର ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବହୁ ସଂଖ୍ୟକ ବାସିନ୍ଦା...

୧୫ ଆଇସ୍‌କ୍ରିମ କାଠିରେ ମା’ ଦୁର୍ଗା

ବ୍ରହ୍ମପୁର ଅଫିସ୍‌, ୨।୧୦: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ସର୍ବଦା କିଛି ନିଆରା କଳାକୃତି ପାଇଁ ପ୍ରୟାସ ଜାରି ରଖିଥାନ୍ତି। ଯାହା ଦ୍ୱାରା ସେ ବିଭିନ୍ନ ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ମର୍ମରେ ଶାରଦୀୟ ଦୁର୍ଗା...

କେଡ୍ରିଟ କାର୍ଡରୁ ୫.୬୯ ଲକ୍ଷ ନେଇଗଲେ

ବ୍ରହ୍ମପୁର ଅଫିସ,୨।୧୦: ଗଞ୍ଜାମ ଜିଲାରେ ଏବେ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଠକ ଗ୍ୟାଙ୍ଗ ବିଭିନ୍ନ ଉପାୟରେ ଲୋକମାନଙ୍କ ଲକ୍ଷ ଲକ୍ଷ ଟଙ୍କା ଠକୁଛନ୍ତି। ଏହି ଧାରାରେ ବ୍ରହ୍ମପୁର ସହରରେ ଥିବା ଜଣେ ବ୍ୟକ୍ତିଙ୍କଠାରୁ ଗ୍ୟାଙ୍ଗ ପ୍ରାୟ...

ଏମ୍‌କେସିଜିରେ ପ୍ଲେଟ୍‌ଲେଟ୍‌ ଅଭାବ, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ବ୍ରହ୍ମପୁର ଅଫିସ,୨।୧୦:  ଗଞ୍ଜାମ ଜିଲାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଚାଲିଛି। ଗତ ଦୁଇ ଦିନରେ ଜଣେ ୧୧ ମାସର ଶିଶୁ ସମେତ ୧୧ ଜଣଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଶନିବାର ଡେଙ୍ଗୁ ପଜିଟିଭ୍‌...

ସୁଧୀର ପାଢ଼ୀ ବିଜେଡି ଯୁବ ସଭାପତି

ଗଞ୍ଜାମ,୧।୧୦(ଡି.ଏନ୍‌.ଏ.): ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ଭାବେ ସୁଧୀର କୁମାର ପାଢ଼ୀ ମନୋନୀତ ହୋଇଛନ୍ତି । ଏଥିପାଇଁ ସେ ଗଞ୍ଜାମ ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁର...

ଏଲ୍‌ଆଇସି କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟଙ୍କ ଧାରଣା

ଦିଗପହଣ୍ଡି,୧ା୧୦(ଡି.ଏନ.ଏ.): ସର୍ବଭାରତୀୟ ଜୀବନ ବୀମା ଏଜେଣ୍ଟ ମହାସଂଘର ଯୁଗ୍ମ କାର୍ଯ୍ୟକାରୀ କମିଟି(ଜଏଣ୍ଟ ଆକ୍ସନ କମିଟି)ର ଆହ୍ବାନ କ୍ରମେ ବ୍ରହ୍ମପୁର ଶାଖା-୧ର ଶତାଧିକ ଏଜେଣ୍ଟ କଳାବ୍ୟାଜ ପିନ୍ଧି ଶୁକ୍ରବାର ଦିଗପହଣ୍ଡି ଏଲ୍‌ଆଇସି ସେଟଲାଇଟ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଦେଇଥିଲେ। ପୁର୍ବାହ୍ନରୁ ଅପରାହ୍ନ...

ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ

ଭଞ୍ଜନଗର,୧।୧୦(ଡି.ଏନ.ଏ): ବେଲଗୁଣ୍ଠା ଓ ଭଞ୍ଜନଗର ଆମ ପୋଲିସ ସମିତିର ସଚେତନତା ବୈଠକ ପୃଥକ ଭାବେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବେଲଗୁଣ୍ଠା ପୋଲିସ ପକ୍ଷରୁ ଇଙ୍ଗିନାଠିରେ ହୋଇଥିବା ବୈଠକରେ ଥାନା ଅଧିକାରୀ ପି.କେ.ସାହୁ ଅଧ୍ୟକ୍ଷତା କରିଥିଲେ । ସେହିପରି ଭଞ୍ଜନଗର ଆମ...

ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ବୁଗୁଡ଼ା/ଭଞ୍ଜନଗର,୩୦।୯(ଡି.ଏନ.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ବୁଗୁଡ଼ା ଜଳସେଚନ ବିଭାଗ(ବାଘୁଆ ପ୍ରକଳ୍ପ)ର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଶୁକ୍ରବାର ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ବାସଭବନ ଓ କାର୍ଯ୍ୟାଳୟ ଆଦି ୭ଟି...

୨ ଦିନ ପରେ ଖୋଲିଲା ବିଦ୍ୟାଳୟ ତାଲା

ଭଞ୍ଜନଗର,୩୦।୯(ଡି.ଏନ.ଏ): ଭଞ୍ଜନଗର ବ୍ଲକ ଭାଲିଆଖାଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ନେଇ ଗ୍ରାମବାସୀ ଦୁଇଦିନ ହେଲା ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ...

ମାସେ ମଧ୍ୟରେ କାର୍ଯ୍ୟକାରୀ ପାଇଁ ପୌର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୩୦ା୯: ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ପଞ୍ଚାୟତ ଓ ୩ ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ସାମିଲ ନେଇ ହାଇକୋର୍ଟ ଅଦାଲତ ଅବମାନନା ମାମଲାର ବିଚାର କରି ମାସେ ମଧ୍ୟରେ ଆଦେଶ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ...

ପ୍ରସ୍ତାବରେ ଅଟକିଛି ବ୍ରହ୍ମପୁର ଟ୍ରକ୍‌ ଟର୍ମିନାଲ

ଛତ୍ରପୁର,୩୦ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଉପକଣ୍ଠରେ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଏଥିପାଇଁ ଚିହ୍ନଟ ଜମି ବାଣିଜ୍ୟ ଓ ପରିବହନ ବିଭାଗ ନଁାରେ କରାଯିବାରେ ବିଳମ୍ବ ହୋଇଛି। ଏହାର ପ୍ରତିଷ୍ଠା ଏକପ୍ରକାର ପ୍ରସ୍ତାବରେ ଅଟକିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri