ଗଞ୍ଜାମ

ବ୍ରହ୍ମପୁର ସହରରେ ରହିଛି ୭ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୬ା୮: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ-୧୬ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ସହରରେ ଥିବା ୭ଟି ବ୍ଲାକ୍‌ସ୍ପଟରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଦେଖିବାକୁ...

ଗର୍ଭବତୀଙ୍କ ୩ ଥର ଅଲ୍‌ଟ୍ରାସାଉଣ୍ଡ ମାଗଣା

ଛତ୍ରପୁର, ୭।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ମାତୃ ମୃତ୍ୟୁ ରୋକିବା ନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ ମେଡିକାଲରୁ ରେଫର ହୋଇଥିବା ଗର୍ଭବତୀମାନଙ୍କୁ ଘରୋଇ କ୍ଲିନିକରେ ମାଗଣାରେ ଅଲଟ୍ରାସାଉଣ୍ଡ କରିବାକ୍‌ୁ ସୁବିଧା ମିଳିବ।...

ଚାଷୀ ମୁହଁରେ ହସ, ଲଘୁଚାପ ଆଣିଦେଲା ଆଶ୍ୱସ୍ତି

ଗଞ୍ଜାମ,୬।୮(ଡି.ଏନ୍‌.ଏ.): ଧାନବୁଣାଠୁ ଚାଷୀ ବର୍ଷାକୁ ଅପେକ୍ଷା କରି ରହିଥିଲେ। ହେଲେ ଦୀର୍ଘ ଦିନ ଧରି ବର୍ଷା ହୋଇ ନ ଥିବାରୁ ଧାନ ତଳି ପୋଡିଯିବା ଆଶଙ୍କା ଦେଖା ଦେଇଥିଲା। ହେଲେ ଶନିବାର ସକାଳେ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବର୍ଷା ହୋଇଛି।...

ଚଢ଼ାଉ କରିବାକୁ ଯାଇଥିଲେ ତହସିଲଦାର, ଗୋଡ଼ାଇ ପିଟିଲେ ଗ୍ରାମବାସୀ

ପାତ୍ରପୁର,୬।୮(ଡି.ଏନ୍‌.ଏ.): ଏକ ଚଢ଼ାଉ ବେଳେ ତହସିଲଦାରଙ୍କ ସମେତ ଅବକାରୀ ବିଭାଗର ୩ ଅଧିକାରୀଙ୍କୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ବୁଡିଘାଟି ଗାଁରେ। ତହସିଲଦାର ଅମିତ କୁମାର ନାୟକଙ୍କ ସମେତ...

ପାଲୁରୁ ସାହେବ କେନାଲ ଅବରୋଧ, ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ

ଗଞ୍ଜାମ,୬ା୮(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅଧୀନରେ ଥିବା ପାଲୁରୁ ସାହେବ କେନାଲ ନୂତନ ପୋଡ଼ାମପେଟା ଓଡିଆର୍‌ପି ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ମୟୂରପଦା ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଯାହାକୁ ନେଇ ଉକ୍ତ ସ୍ଥାନରେ ପ୍ରାୟ...

୧୮୫ କୋଟିରେ ନିର୍ମାଣ ହେବ ନୂତନ ଜାନିବିଲି ବ୍ୟାରେଜ

ଧରାକୋଟ,୬ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଲାଇଫ ଲାଇନ ଭାବରେ ପରିଗଣିତ ଜାନିବିଲି ଅନିକଟ। ବ୍ରିଟିଶ ମାନେ ୧୮୯୧ରେ ଜିଲାର ଜଳ ସେଚନ ଓ ବ୍ରହ୍ମପୁର ସହରର ପିଇବା ପାଣି ସକାଶେ ୮୧୦ ଫୁଟ ଦୀର୍ଘର ଜାନିବିଲି ଆନିକଟ ନିର୍ମାଣ କରିଥିଲେ। ଋଷିକୂଲ୍ୟା...

ବର୍ଷାଭାବରୁ ଖରିଫ ଧାନ ଚାଷ କାର୍ଯ୍ୟ ବ୍ୟାହତ

ବ୍ରହ୍ମପୁର ଅଫିସ,୬ା୮: କୃଷି ବହୁଳ ଗଞ୍ଜାମ ଜିଲାରେ ଚଳିତ ବର୍ଷର ଖରିଫ ଧାନଚାଷ ଆରମ୍ଭରୁ ଉଦବେଗଜନକ ହୋଇଛି। ନିଅଣ୍ଟିଆ ବର୍ଷା ସାଙ୍ଗକୁ ବିପର୍ଯ୍ୟସ୍ତ ସେଚ ବ୍ୟବସ୍ଥା ଯୋଗୁ ତଳି ପୋଡ଼ି ଓ ଗଜା ମରୁଡ଼ି ଲକ୍ଷ ଲକ୍ଷ ଚାଷୀଙ୍କ ଚିନ୍ତା...

କ୍ରୀଡ଼ା ଶିକ୍ଷକଙ୍କ ୪. ୬୭ କୋଟି ଟଙ୍କାର ସମ୍ପତ୍ତି ଠାବ

ବ୍ରହ୍ମପୁର ଅଫିସ,୬ା୮: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠର କୋଟିପତି କ୍ରୀଡା ଶିକ୍ଷକ(ପିଇଟି) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ...

ଛାତ୍ରୀଙ୍କ ଫଟୋ ଭାଇରାଲ :ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୫ା୭: ସ୍ବତନ୍ତ୍ର ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶୁକ୍ରବାର ଜଣେ ଛାତ୍ରୀଙ୍କ ଫଟୋ ଭାଇରାଲ ମାମଲାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ପୁରୁଷୋତ୍ତମପୁର ଥାନା ଅଞ୍ଚଳର...

ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ୫ ଟ୍ରକ୍‌ ଜବତ

ଗଞ୍ଜାମ,୫ା୮(ଡି.ଏନ.ଏ.): ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। ମାଫିଆଙ୍କ ଚୋରା ବାଲି ଗାଡି କେତେବେଳେ ପ୍ରଶାସନ ହାବୁଡ଼ରେ ପଡୁଛି ତ କେତେବେଳେ ଛୁ ମାରୁଛି। ଗୁରୁବାର ବିଳମ୍ବିତ ରାତିରେ ୫ ବାଲି ଟ୍ରକ ଜବତ...

ସୂଚନା ନ ଦେଇ ୨୪ ଗାଁରେ ବିଦ୍ୟୁତ୍‌ କାଟ୍‌, ଲୋକେ ଅସନ୍ତୋଷ

ଦିଗପହଣ୍ଡି,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ୍‌ରେ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବ୍ଳକ୍‌ର ବିଭିନ୍ନ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଛି। ଗୁରୁବାର ଦିଗପହଣ୍ଡି ବ୍ଳକ୍‌ର ଭୀଷ୍ମଗିରି ଫିଡର୍‌ ଅଧୀନରେ ଥିବା ଭୀଷ୍ମଗିରି, ଏସ୍‌.ଟିକରପଡା ଓ...

ପୁଣି ୫୧ ହଜାର ଟଙ୍କା ଜମାକଲେ ବିଡିଓ

ପୁରୁଷୋତ୍ତମପୁର,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅନ୍ନଯଜ୍ଞ ସାମଗ୍ରୀ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ସାମଗ୍ରୀ ବିକ୍ରି ପରେ ଗୁରୁବାର ବିଡିଓ ପୁଣି ୫୧ ହଜାର ୩ ଶହ ଟଙ୍କା ଅନ୍ନଯଜ୍ଞ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri