ଗଞ୍ଜାମ

୧୭୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ଛତ୍ରପୁର ୩।୯(ଡିଏନଏ ): ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଲମେଟ ଯାଞ୍ଚ କଡାକଡି କରାଯାଇଥିଲା। ବେପରୁଆ ଗାଡିଚାଳନା ପାଇଁ ଦୈନିଦିନ ବହୁ ସଡକ ଦୁର୍ଘଟଣା ଘଟି ଧନଜୀବନ...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଗୁନିଆପଡ଼ା,୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଶୁକ୍ରବାର ଲାଞ୍ଚନେଇ ଧରାପଡ଼ିଛନ୍ତି। ସେ ‘ମୋ ଗୁହାଳ ସ୍କିମ’ରେ ଗୁହାଳ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ଲାଗି ବୁରୁଝୁରୀ ପଞ୍ଚାୟତର ଜଣେ ହିତାଧିକାରୀଙ୍କୁ ୭ ହଜାର...

ସ୍ତ୍ରୀହନ୍ତାଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୨।୯: ଏଡିଜେ-୨ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଏକ ଯୌତୁକ ଜନିତ ହତ୍ୟା ମାମଲାର ଶୁଣାଣି କରଛନ୍ତି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସୁଶାନ୍ତ ବିଷୋୟୀଙ୍କୁ ଆଜୀବନ କାରାଦଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣିଛନ୍ତି। ୨୦୧୬ରେ ପାଟପୁର ଥାନା ଅନ୍ତର୍ଗତ...

ବ୍ରହ୍ମପୁରରେ ସ୍ଥାପନ ହେଉ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ

ବ୍ରହ୍ମପୁର ଅଫିସ,୨ା୯: ବ୍ରହ୍ମପୁରରେ କ୍ରମଶଃ ନୂଆସାହି ବସ୍ତି ସାଙ୍ଗକୁ ଜନସଂଖ୍ୟା ବଢ଼ି ଚାଲିଛି। ଏହାସହ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରେଶମ ନଗରୀରେ ଶତାଧିକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ତେବେ ବେସରକାରୀ ସ୍କୁଲଗୁଡିକରେ ମାତ୍ରାଧିକ...

ବାଇକ ଦୁର୍ଘଟଣାରେ ୨ଶିଶୁ ଆହତ: ମହିଳା ସମେତ ୪ଗୁରୁତର

ସୋରଡା,୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ଗାଜଲବାଡି ରାସ୍ତା ଜାତୀୟ ରାଜପଥ-୫୯ ସମାପଲ୍ଲୀ ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଶିଶୁ,...

ଗଞ୍ଜାମ ସହରରେ ହେବାକୁ ଯାଉଛି ସେଲ୍‌ଫି ପଏଣ୍ଟ: ଭୂମିପୂଜା କଲେ ତହସିଲଦାର

ଗଞ୍ଜାମ ,୩୧।୮(ଡି.ଏନ୍‌.ଏ.): ଖୁବ୍‌ଶୀଘ୍ର ଗଞ୍ଜାମ ସହରରେ ହେବାକୁ ଯାଉଛି ସେଲ୍‌ଫି ପଏଣ୍ଟ l ଏଥିପାଇଁ ପବିତ୍ର ଗଣେଶ ପୂଜା ଏବଂ ସ୍ବାୟତ୍ତ ଶାସନ ଦିବସ ଅବସରରେ ତହସିଲଦାର ଅରୁଣ କୁମାର ନାୟକ ବୁଧବାର ଭୂମି ପୂଜା କରିଛନ୍ତି। ଏନ୍‌ଏସି ଉପନଗରପାଳ...

ଉପଲଡ଼ା-ଲିଙ୍ଗିପୁର-ଗୁରାଣ୍ଡି ରାସ୍ତା ଶୋଚନୀୟ

ପାରଳାଖେମୁଣ୍ଡି,୩୧।୮(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା-ଲିଙ୍ଗିପୁର-ଗୁରାଣ୍ଡି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଦୈନନ୍ଦିନ ଯାତ୍ରା କରୁଥିବା ପଥଚାରୀ ତଥା ଯାନବାହନଗୁଡିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଉପଲଡା-ଲିଙ୍ଗିପୁର-ଗୁରାଣ୍ଡି-ଗୋଷାଣୀ ରାସ୍ତାରେ ବହୁ ଗ୍ରାମାଞ୍ଚଳ ରହିଛି। ଏଥିସହ...

ମାସକରେ ସରିବ ହଂସପୁର-ବରଦା ବିଜୁ ସେତୁ

ଛତ୍ରପୁର,୩୧।୮(ଡି.ଏନ.ଏ.): ଋଷିକୁଲ୍ୟା ନଦୀ ଉପରେ ଛତ୍ରପୁର ବ୍ଲକ ହଂସପୁର ଠାରୁ ଗଞ୍ଜାମ ବ୍ଲକର ବରଦା ମଧ୍ୟରେ ହୋଇଥିବା ବିଜୁ ସେତୁ ନିର୍ମାଣ  ଅଗ୍ରଗତିର ସମୀକ୍ଷା ହୋଇଛିା ମଙ୍ଗଳବାର ଉକ୍ତ ସେତୁ ପରିଦର୍ଶନ କରି ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ ଓ...

ଦିଆସିଲି ଓ ଆଇସ୍‌କ୍ରିମ କାଠିରେ ଗଜାନନ

ବ୍ରହ୍ମପୁର ଅଫିସ୍‌,୩୧।୮: ପବିତ୍ର ଗଣେଶ ପୂଜା ଉପଲକ୍ଷେ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ଆଇସକ୍ରିିମ କାଠି, ଦିଆସିଲି ଓ ଚୁମ୍‌କିରେ ୭ଟି କ୍ଷୂଦ୍ରତମ ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି। ସେ ଆଇସକ୍ରିମ କାଠିରେ ୩ ଟି ମୂର୍ତ୍ତି ନିର୍ମାଣ କରିଛନ୍ତି।...

ଝୁଲନ୍ତା ଅବସ୍ଥାରେ ମିଳିଳା ଯୁବତୀ, ଯୁବକଙ୍କ ମୃତଦେହ

ଭଞ୍ଜନଗର,୩୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଦୁବଲୁଣ୍ଡାଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀ ଆଉ ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତ ଯୁବତୀ ଯୁବକ ଦ୍ୱୟ...

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଗଞ୍ଜାମ ଜିଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଛି । ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ...

ଡମ୍ପିଙ୍ଗ୍‌ ୟାର୍ଡ ପାଲଟିଛି ଧରାକୋଟ ମୁଖ୍ୟରାସ୍ତା କଡ଼

ଧରାକୋଟ,୩୦ା୮(ଡି.ଏନ୍‌.ଏ.): ଧରାକୋଟ ଗଡ଼ର ଉଭୟ ପଟ ରାସ୍ତା ପାଶର୍‌ବ ଡମ୍ପିଙ୍ଗ ୟାର୍ଡ ପାଲଟିଛି। ପ୍ରତିଦିନ ଦୋକାନ ବଜାରର ଅବ୍ୟବହୃତ ଅଳିଆ ଆବର୍ଜନାକୁ ରାସ୍ତା କଡ଼ରେ ପକାଇ ଦେଉଥିବାରୁ ଏଠାରେ ପୂତି ଗନ୍ଧାମୟ ପରିବେଶ ସୃଷ୍ଟି ହେଉଛି। ଏହାର ସୁଯୋଗ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri