ଗଞ୍ଜାମ

ରୌପ୍ୟ ପଦକ ଜିତିଲେ ପ୍ରମିଳା କିସାନୀ

ବୁଗୁଡ଼ା,୧ା୧(ଡି.ଏନ.ଏ.): ଆନ୍ଧ୍ର ପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟଠାରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ବୁଗୁଡ଼ା ପିପୁଲସ୍‌ କଲେଜ ଛାତ୍ରୀ ପ୍ରମିଳା କିସାନୀ ରୌପ୍ୟ ପଦକ ଜିତି ଓଡ଼ିଶାର ନାମ ଉଜ୍ଜ୍ୱଳ କରିଛନ୍ତି। ଡିସେମ୍ବର ୨୭ରୁ...

ଭିଜିଲାନ୍ସ ଜାଲରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କିରାଣି

ବ୍ରହ୍ମପୁର ଅଫିସ , ୩୦।୧୨: ଗଞ୍ଜାମ ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର୍ଯ୍ୟାଳୟର କନିଷ୍ଠ କିରାଣି ଏଲ. କାମରାଜୁ ଦାସ ବ୍ରହ୍ମପର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଉକ୍ତ...

ଛତ୍ରପୁର ବ୍ଲକ : ସରପଞ୍ଚ ଓ ସମିତି ସଭ୍ୟଙ୍କ ନିମନ୍ତେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ

ଛତ୍ରପୁର,୨୯।୧୨(ଡି.ଏନ୍‌.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସରପଞ୍ଚ ପଦ...

ପୋତାଗଡ଼ ପରିଦର୍ଶନ କଲେ ଜିଲାପାଳ

ଗଞ୍ଜାମ,୨୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ସକାଳେ ଐତିହାସିକ ପୋତାଗଡ଼ ପରିଦର୍ଶନ କରିଛନ୍ତି l ପୋତାଗଡ଼ ପାଇଁ ସାଇନିଙ୍ଗ ବୋର୍ଡ ଦେବା ନିମନ୍ତେ ଜିଲାପାଳ ଗ୍ରାସୀମ କମ୍ପାନୀ ଡିଜିଏମଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ପୋତାଗଡ଼ ଚତୁଃପାର୍ଶ୍ୱରେ ଅଧିକ...

ଆଖି ଆଗରେ ଚାଲିଗଲା ୩୦ରୁ ଅଧିକ ମେଣ୍ଢାଙ୍କ ଜୀବନ

ପାତ୍ରପୁର,୨୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଚୁଡିଆଲାଞ୍ଜିଠାରେ ମଙ୍ଗଳବାର ଧାନ ଫସଲ ଖାଇ ପ୍ରାୟ ୩୦ରୁ ଊର୍ଦ୍ଧ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। କେଶରୀପଡା ପଞ୍ଚାୟତ ଭେଜିପଦର ଗ୍ରାମର ଡି ଲାଛମାୟା, କେ କୃଷ୍ଣମୂର୍ତ୍ତି ଓ ଏମ୍‌ ସନ୍ତୋଷ ମେଣ୍ଢାକୁ ମଙ୍ଗଳବାର...

କୋର୍ଟ ସମ୍ମୁଖରେ ଓକିଲଙ୍କ ଧାରଣା

ପୁରୁଷୋତ୍ତମପୁର,୨୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଠାରେ ସବ ଜଜ କୋର୍ଟ ପ୍ରତିଷ୍ଠା ଓ ବ୍ରହ୍ମପୁରଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁରୁଷୋତ୍ତମପୁର ଓକିଲ ସଂଘ ପକ୍ଷରୁ କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ କରି ଧାରଣା ଦିଆଯାଇଛି। ଓକିଲମାନେ କହିଛନ୍ତି, ଦୀର୍ଘ ଦିନ ହେଲା...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦିଗପହଣ୍ଡି,୨୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ରାଜପୁର ରୋଡ଼ରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ଟିମ ଚଢ଼ାଉ କରଛି। କନିଷ୍ଠ ଯନ୍ତ୍ରୀ ଇଂ. ବଂଶୀଧର ସେଠୀଙ୍କ ପ୍ରକୋଷ୍ଠରୁ ବହୁ ସଂଖ୍ୟକ ନଥିପତ୍ର...

ବାର୍‌ହା ଫାସରେ ଗଲା ମହିଳାଙ୍କ ଜୀବନ

ବୁଗୁଡ଼ା,୨୭ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ଗୌଡିଆ ବରୋଦା ପଞ୍ଚାୟତର ଗାନ୍ଧୀ ଗ୍ରାମରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଗୁରୁତର ହୋଇଥିବା ମହିଳା ଚାଷୀଙ୍କ ସୋମବାର ମୃତ୍ୟୁ ଘଟିଛି। ସେ...

ଟୋଲଗେଟ୍‌ ପାଇଁ ଖୋଳା ଯାଇଥିବା ଗାତ ନେଲା ଜୀବନ

ଭଞ୍ଜନଗର,୨୭।୧୨(ଡି.ଏନ.ଏ): ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥର ଖାରିଗୁଡ଼ା ନିକଟରେ ନିର୍ମାଣଧୀନ ଟୋଲ ଗେଟ୍‌ ଗାତରେ ପଡ଼ି ସୋମବାର ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜି.ଉଦୟଗିରି ଥାନା ବାଦଗଡ଼ର ମହିନାଥ ପ୍ରଧାନ। ଭଞ୍ଜନଗର ପୋଲିସ ମୃତଦେହ ଜବତ କରି...

ଗଞ୍ଜାମ ଜିଲାପାଳଙ୍କୁ ଭେଟିଲେ ଅସ୍ଥାୟୀ କର୍ମଚାରୀ

ଛତ୍ରପୁର,୨୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ଅସ୍ଥାୟୀ କର୍ମଚାରୀ (ଡିଏଲ୍‌ଆର ଓ ସିଏଲ୍‌ଆର) ଦୀର୍ଘ ୧୮ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଆସୁଛନ୍ତି। ଦରମା ବନ୍ଦ ସହ ଠିକା ଶ୍ରମିକ ଭାବେ କାମ କରିବାକୁ...

ବାସହୀନଙ୍କୁ ଘର ଯୋଗାଇବାକୁ ଦାବି

ଛତ୍ରପୁର,୨୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ଏନ୍‌ଏସିର ବାସହୀନ ପରିବାରଙ୍କୁ ଜାଗା ଯୋଗାଇଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ଲାଗି ଦାବି ହୋଇଛି। ଉକ୍ତ ଏନ୍‌ଏସିର ୱାର୍ଡ ନଂ ୪,୬,୯,୧୦,୧୨ ରେ ଦୀର୍ଘ ବର୍ଷ ଧରି କିଛି ଲୋକେ...

ଆଜି ସୁମିତ-ତପସ୍ବିନୀଙ୍କୁ ରାୟ ଶୁଣାଇବେ କୋର୍ଟ

ବ୍ରହ୍ମପୁର ଅଫିସ,୨୭ା୧୨: ବ୍ରହ୍ମପୁର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ତପସ୍ବିନୀ ଏବଂ ସୁମିତଙ୍କ ପାରିବାରିକ ବିବାଦ ମାମଲାର ସୋମବାର ରାୟ ଶୁଣାଇବେ କୋର୍ଟ । ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ୟ ସାମାଧାନର ବାଟ ବାହାରି ପାରୁନାହିଁ। ତେବେ ଆଜିର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri