ଗଞ୍ଜାମ

ବର୍ଷାପାଣିରେ ଭାସୁଛି ବର୍ଷକର ଦାନା

ଗଞ୍ଜାମ,୬ା୧୨(ଡି.ଏନ୍‌.ଏ.): ବାତ୍ୟା ପ୍ରଭାବରେ ତିନିଦିନ ଲଗାଣ ବର୍ଷାରେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଯାଇଛି। ପାଚିଲା ଧାନ ଏବେ ବର୍ଷା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ବିଶେଷ କରି କାଇଁଚପୁର ପଞ୍ଚାୟତ ମଳିଜଗନ୍ନାଥପୁର ଗ୍ରାମର ଚାଷଜମି ଏହି...

ଫସଲ ନଷ୍ଟରୁ ଚାଷୀ ଆତ୍ମହତ୍ୟା

ପାତ୍ରପୁର,୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ଉଲୁମା ଗ୍ରାମର ଜଣେ ଚାଷୀ ରବିବାର କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ କୈଳାସ ଶବର (୫୭)। ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଧାନ ଫସଲ...

ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ପେପର ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଗଞ୍ଜାମ,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠସ୍ଥିତ ଜୟଶ୍ରୀ ଛକଠାରେ ରବିବାର ଭୋର୍‌ ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ପେପର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅତି ପର୍ବଳ ବର୍ଷା ହେତୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଯାଇଥିଲା। ତେବେ ଡ୍ରାଇଭର ଜଣକ...

ଗଞ୍ଜାମ ପୋଲିସର ବାତ୍ୟା ସଚେତନତା, ଏସ୍‌ପିଙ୍କ କାର୍ଯ୍ୟାଳୟର ପ୍ରଶଂସା

ଗଞ୍ଜାମ,୪।୧୨(ଡି.ଏନ୍‌.ଏ.): ବାତ୍ୟା ହେବା ନେଇ ପାଣିପାଗ ବିଭାଗର ଆଗୁଆ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସମୁଦ୍ର...

ଚିନିଶିଳ୍ପ ଅତିଥି ଭବନରେ ତପସ୍ବିନୀ, ସୁମିତ

ଆସିକା,୪।୧୨(ଡି.ଏନ୍‌.ଏ.): ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁଘରେ ରହିବା ଲାଗି ଧାରଣା ଦେଇଥିବା ତପସ୍ବିନୀ ଦାସ ଗୁରୁବାର ରାତିରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସ୍ବାମୀ ସୁମିତ ସାହୁଙ୍କ ସହ ଆସିକା ଯାଇଥିଲେ। ସେମାନେ ଆସିକାରେ ୭ ଦିନ ଏକାଠି ରହିବେ ବୋଲି କୋର୍ଟ ନିର୍ଦ୍ଦେଶ...

ଗଞ୍ଜାମ କଲେଜ ନାମରେ ଜମି ରେକର୍ଡଭୁକ୍ତ କରିବାକୁ ବିଧାୟକଙ୍କ ଦାବି

ଗଞ୍ଜାମ,୩ା୧୨(ଡି.ଏନ୍‌.ଏ.): ବିଧାନସଭା ଅଧିବେଶନରେ ୫୦ବର୍ଷର ଗଞ୍ଜାମ ମହାବିଦ୍ୟାଳୟର ନିଜସ୍ବ ଜମି ନ ଥିବା ନେଇ ପ୍ରଶ୍ନ କରିଥିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l ବିଭିନ୍ନ କିସମ ଓ ବିଭିନ୍ନ ବିଭାଗର ଜମି ଉପରେ କଲେଜ ନିର୍ମାଣ ହୋଇଥିବା...

ଭଡ଼ା ଘରେ ୭ ଦିନ ଏକାଠି ରହିବେ ତପସ୍ବିନୀ- ସୁମିତ

ବ୍ରହ୍ମପୁର ଅଫିସ ,୨ା୧୨: ନ୍ୟାୟ ପାଇଁ ବଧୂ ତପସ୍ବିନୀ ଦାଶ ଗଞ୍ଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ଆଗରେ ୧୦ ଦିନ ଧରି ଧାରଣା ଦେଇଥିଲେ। କୋର୍ଟରେ ରୁଜୁ ହୋଇଥିବା ପିଟିଶନ(ଏମ୍‌ସି ନଂ. ୩୪୪/୨୧)ର ଗୁରୁବାର ଶୁଣାଣି କରି...

ପୌର ନିର୍ବାଚନ ପୂର୍ବରୁ ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ପ୍ରକଳ୍ପ ପାଇଁ ୩.୩୬ କୋଟି ଅନୁମୋଦନ

ଛତ୍ରପୁର,୨।୧୨(ଡି.ଏନ୍‌.ଏ.): ଆଗକୁ ଆସୁଛି ପୌରପାଳିକା ନିର୍ବାଚନ। ଏ ନେଇ ଛତ୍ରପୁର ସହରବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏନଏସି ପକ୍ଷରୁ ୨୦୨୧/୨୨ ବର୍ଷ ପାଇଁ ୫୧ ଟି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ...

ମାଛଧରା ବନ୍ଦର ନିର୍ମାଣ ନେଇ ବିଧାନସଭାରେ ପ୍ରଶ୍ନ କଲେ ଛତ୍ରପୁର ବିଧାୟକ

ଛତ୍ରପୁର,୨ା୧୨(ଡି.ଏନ୍‌.ଏ.): ପ୍ରସ୍ତାବିତ ମାଛଧରା ବନ୍ଦର ଓ ଛତ୍ରପୁର କଲେଜରେ ବିଭିନ୍ନ ପଦବୀ ପୂରଣ ସମ୍ପର୍କରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଧାନସଭାରେ ପ୍ରଶ୍ନ କରିଛନ୍ତି । ସୂଚନାନୁସାରେ, ଛତ୍ରପୁର ନିର୍ବାଚନମଣ୍ଡଳୀର ଆର୍ଯ୍ୟପଲ୍ଲୀଠାରେ ପ୍ରସ୍ତାବିତ ମାଛଧରା ବନ୍ଦର ନିର୍ମାଣ ନିମନ୍ତେ...

ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନର ପ୍ରସ୍ତୁତି: ଉପକୂଳବାସୀଙ୍କ ସତର୍କ ରହିବାକୁ ନିର୍ଦ୍ଦେଶ

ଛତ୍ରପୁର,୨ା୧୨(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଜି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାର ସମୁଦ୍ର ତଟବର୍ତ୍ତୀ ଓ ନଦୀ କୁଳିଆ ଅଞ୍ଚଳର...

କରୋନା ତୃତୀୟ ଲହର ପାଇଁ ତତ୍ପର ଜିଲା ପ୍ରଶାସନ

ଗଞ୍ଜାମ,୧।୧୨(ଡି.ଏନ୍‌.ଏ.): କରାନା ମହାମାରୀ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଚିନ୍ତା ବଢ଼ାଇ ଥିବା ବେଳେ ପୁଣି ତୃତୀୟ ଲହର ଚିନ୍ତା ବଢ଼ାଇଛି । ଏହା ଅଧିକରୁ ଅଧିକ ଭୟଙ୍କର ରୂପ ନେବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖୁଥିବା ବେଳେ...

ସ୍ବାମୀଙ୍କ ଘର ଆଗରେ ଧାରଣା ଦେଲେ ପ୍ରଥମ ସ୍ତ୍ରୀ

ଗଞ୍ଜାମ,୧।୧୨(ଡି.ଏନ୍‌.ଏ.): ସ୍ବାମୀର ଅଧିକାର ନେଇ ପ୍ରଥମ ସ୍ତ୍ରୀ ଘର ଆଗରେ ଧାରଣା ଦେଇଛନ୍ତି ଦ୍ୱିିିତୀୟ ସ୍ତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହର ୱାର୍ଡ ନଂ. ୪ ରାଉଳ ସାହିରେ। ରାୟଗଡା ଅଞ୍ଚଳର ସ୍ବପ୍ନା ମହାପାତ୍ର ନାମକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri