ଗଞ୍ଜାମ

ଆଇପିଏଲ୍‌ ବେଟିଂ, ଜେଲଗଲେ ୬

ଦିଗପହଣ୍ଡି,୨୬ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଆଇପିଏଲ ବେଟିଂରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ରମେଶ ଚନ୍ଦ୍ର ନାୟକ, ମଳାଭଞ୍ଜା...

୩୩୩ ଗର୍ଭବତୀଙ୍କୁ ସ୍ଥାନାନ୍ତର

ଛତ୍ରପୁର,୨୬।୯(ଡି.ଏନ୍‌.ଏ.): ସମ୍ଭାବ୍ୟ ଗୁଲାବକୁ ନେଇ ଗଞ୍ଜାମ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଜିଲାରେ ୩୩୩ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ଚିକିତ୍ସାଳୟ କିମ୍ବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବିପଦପୂର୍ଣ୍ଣ ଅଞ୍ଚଳର...

‘ଗୁଲାବ’କୁ ନେଇ ସତର୍କତା ଜାରି କଲା ପ୍ରଶାସନ: ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ କରାଯିବ ସ୍ଥାନାନ୍ତର

ହିଞ୍ଜିଳିକାଟୁ,୨୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଗୁଲାବ ମୁକାବିଲା ନିମନ୍ତେ ସତର୍କତା ପ୍ରକାଶ ପାଇଛି। ରବିବାର ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର...

ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ମୁତୟନ ହେଲେ ଏନ୍‌ଡିଆରଏଫ, ଓଡ୍ରାଫ ଟିମ୍‌

ଛତ୍ରପୁର,୨୬।୯(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ଗୁଲାବ ପରିପ୍ରେକ୍ଷୀରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ଗଞ୍ଜାମ ଜିଲାରେ ପହଞ୍ଚିଥିଲେ। ପରେ ସେମାନଙ୍କୁ ପାତ୍ରପୁର, ସୋରଡା, ଆସିକା, ପୁରୁଷୋତ୍ତମପୁର, ଶେରଗଡ଼, ଗଞ୍ଜାମ, ଗୋପାଳପୁର ପ୍ରଭୃତି ଅଞ୍ଚଳରେ ମୃତୟନ...

ବିଦେଶରେ ଚାକିରି ନାମରେ ଲକ୍ଷାଧିକ ଟଙ୍କାର ଠକେଇ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ହିଞ୍ଜିଳିକାଟୁ,୨୫ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପାଟଣା ସାହିରେ ‘ଆରାଉଣ୍ଡ ଦ ଓ୍ବାଲର୍‌ଡ’ ଏଜେନ୍ସି ନାମକ ଏକ ସଂସ୍ଥା ବିଭିନ୍ନ ଜିଲାର ବହୁ ଯୁବତୀ, ଯୁବକଙ୍କୁ ବିଦେଶରେ ଚାକିରି ଦେବା ଆଳରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲା। ଠକ ସଂସ୍ଥାର ମୁଖ୍ୟ...

ଆସୁଛି ବାତ୍ୟା: ସତର୍କ କରାଇଲେ ଗଞ୍ଜାମ ଜିଲାପାଳ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଛନ୍ତି ଗଞ୍ଜାମ ଓ ଗଜପତି ଜିଲା ପ୍ରଶାସନ। ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି ପୂର୍ବ କଳିଙ୍ଗପଟନମ୍‌ ଦେଇ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ଥିବାରୁ ଏବେଠାରୁ ସତର୍କ ହୋଇଛି ଜିଲା ପ୍ରଶାସନ। ବାତ୍ୟା...

ଚାଷୀଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା

ସୋରଡ଼ା,୨୩ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ନିକଟ କୁଲାଙ୍ଗୀ- କାଳିଆଘୋଡ଼ା ମଧ୍ୟରେ ଗୁରୁବାର ଏକ ବସ୍‌ ଓଲଟି ପଡ଼ିବାରୁ ୪୭ ଜଣ ଚାଷୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ଜଣ ଗୁରୁତର ଥିବା ଜଣାପଡିଛି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସୋରଡ଼ା ଓ...

କାଳ ହେଲା ଛାତ ଉପରେ ସ୍କିପିଂ ଖେଳିବା

ବ୍ରହ୍ମପୁର ଅଫିସ,୨୨ା୯: ଛାତ ଉପରେ ସାଙ୍ଗମାନଙ୍କ ସହ ସ୍କିପିଂ ଖେଳୁଥିଲେ ୯ ବର୍ଷର କୁନି ଝିଅ। ଅସାବଧାନତା କାରଣରୁ ଛାତରୁ ଖସିପଡିଥିଲେ। ସେତିକିବେଳେ ସେ ଖେଳୁଥିବା ଓଢଣୀ ବେକ୍‌ରେ ଗୁଡାଇ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ ପୋଲସରା...

ରାସ୍ତା ପାଲଟିଛି ମରଣଯନ୍ତା

ପୁରୁଷୋତ୍ତମପୁର,୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହର ଓ କୋଦଳା ସହରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ୧୫ କି.ମି. ବିଶିଷ୍ଟ ଏହି ଆଛୁଲି-ସମା-ଚିଙ୍ଗୁଡିଘାଇ ମୁଖ୍ୟ ରାସ୍ତାଟି ଭାଙ୍ଗି ବିଭିନ୍ନ ସ୍ଥାନରେ...

ବାଧାପ୍ରାପ୍ତ ହୋଇପାରେ ଜଳବିଦ୍ୟୁତ୍‌ ଉତ୍ପାଦନ

ଭୁବନେଶ୍ୱର,୨୨।୯(ବ୍ୟୁରୋ): କେବଳ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ିଦେଲେ ଅନ୍ୟ ଜଳ ଭଣ୍ଡାରଗୁଡିକରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ପାଣି ନାହିଁ। ହୀରାକୁଦରେ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ସେପ୍ଟେମ୍ବର ୨୧ ସୁଦ୍ଧା ୬୨୯.୨୮ ଫୁଟ ରହିଛି। ରାଜ୍ୟର ବିଦ୍ୟୁତ୍‌...

ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ: ଭିଡିଓ ଭାଇରାଲ

ହିଞ୍ଜିଳିକାଟୁ,୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ କାଞ୍ଜିଆମା ଗ୍ରାମର ଜଣେ ଯୁବକଙ୍କୁ ସୋମବାର ରାତିରେ ନଡ଼ିଆ ଗଛରେ ବାନ୍ଧି ମାଡ଼ ମରାଯାଇଥିଲା। ତେବେ ଏହି ଘଟଣାର ଏକ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋମବାର ରାତିରେ...

ଛେଳି ଚରାଉ ଚରାଉ ନିସ୍ତୁକ ପିଟିଲେ

ଦିଗପହଣ୍ଡି,୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ଛେଳି ଜଗୁଆଳ ବି. ପଞ୍ଚୁ ପାତ୍ରଙ୍କୁ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ କୋଟି ନଡ଼ା ଗ୍ରାମର ମଙ୍ଗୁଳୁ ସ୍ବାଇଁ ନିସ୍ତୁକ ମାଡ଼ ମାରିଥିବା ସେ ଦିଗପହଣ୍ଡି ଥାନାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri