ଗଞ୍ଜାମ

ଜମ୍ମୁ-କଶ୍ମୀର ଆତଙ୍କୀ ହମ୍‌ଲାର କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର,୧୩ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଜମ୍ମୁ-କଶ୍ମୀରର କଟ୍ରାରୁ ଶିବ ଖଡ଼ି ତୀର୍ଥ ଯାତ୍ରୀ ବସ୍‌ ଯାଉଥିବା ସମୟରେ ୯ ତାରିଖରେ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ୧୦ ନିରୀହ ହିନ୍ଦୁଙ୍କ ଜୀବନ ଚାଲିଗଲା। ଏହି ଘଟଣାକୁ ସମଗ୍ର ଦେଶବାସୀ ନିନ୍ଦା କରିବା ସହ...

ସରପଞ୍ଚରୁ କ୍ୟାବିନେଟ୍‌ ପାହ୍ୟା

ଗୋପାଳପୁର,୧୩ା୬(ନବୀନ ରାଜ ଆଚାରୀ)ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ଭାଜପା ବିଧାୟକ ବିଭୂତି ଭୂଷଣ ଜେନାଙ୍କୁ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ପାହ୍ୟା ମିଳିଛି। ଏହା ଜାଣିବା ପରେ ତାଙ୍କ ସମର୍ଥକ ଓ କର୍ମୀମାନେ ବାଣ ଫୁଟାଇ, ମିଠା ବଣ୍ଟନ କରି...

ବାଲୁକା କଳାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ବୁଧବାର ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ସ୍ବାଗତ ଜଣାଇବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ତାଙ୍କୁ...

ମୁଖ୍ୟମନ୍ତ୍ରୀ ଘୋଷଣା ପରେ ହିଞ୍ଜିଳିରେ ଫୁଟିଲା ଆତସବାଜି

ହିଞ୍ଜିଳିକାଟୁ,୧୧।୬(ଦ୍ବିତୀକୃଷ୍ଣ ପଣ୍ଡା): ଭାଜପା ନେତୃତ୍ୱ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ହିଞ୍ଜିଳିକାଟୁ ଭାଜପା ପକ୍ଷରୁ ଖୁସି ପ୍ରକାଶ କରାଯିବା ସହ ଆତସବାଜି ପ୍ରଦର୍ଶିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବସ୍‌ ଟର୍ମିନାଲ ପରିସରରେ ଭାଜପା ସମର୍ଥକ ବାଣ...

ଶପଥ ସମାରୋହରେ ଯୋଗଦେବାକୁ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ

ଖଲ୍ଲିକୋଟ,୧୧।୬(ପ୍ରଶାନ୍ତ କୁମାର ମିଶ୍ର): ବୁଧବାର ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୃତ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ କରାଯାଇଛି। ୨୦୨୪ ନିର୍ବାଚନରେ ରାଜନୈତିକ ହିଂସାରେ...

ମନ୍ଦିରକୁ ପ୍ରବେଶ ଉପରେ ଦଳିତଙ୍କୁ ବିରୋଧ

ଭଞ୍ଜନଗର,୧୦ା୬(ବାବୁଲା ପ୍ରଧାନ): ଏବେବି ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ବାସ ଭରି ରହିଛି, ଯାହାର ଏକ ଉଦାହରଣ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜରାଲିରେ ରବିବାର ଅପରାହ୍ନରେ ଦେଖିବାକୁ ମିଳିଛି। ଗ୍ରାମର ଦଳିତ ଲୋକଙ୍କୁ ବିଗତ କିଛି ଦିନ ହେବ...

ଗଞ୍ଜାମ: ନୋଟାକୁ ଯାଇଛି ୨୫,୨୩୪ ଭୋଟ

ବ୍ରହ୍ମପୁର,୯ା୬(ଅଶୋକ କୁମାର ସାହୁ)ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏହି ୨ ପର୍ଯ୍ୟାୟରେ ଜିଲାର ୧୩ ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା। ଗତ ୪ ତାରିଖ ଭୋଟ ଗଣତି ପରେ ଜିଲାରେ ୨୫,୨୩୪ ଭୋଟ ନୋଟାକୁ ଯାଇଥିବା ଜଣାପଡିଛି। ଅର୍ଥାତ...

ଅଲିଭରିଡ୍‌ଲେ ଗଣ ଅଣ୍ଡାଦାନ ସ୍ଥଳ କ୍ଷତିଗ୍ରସ୍ତ

ଗଞ୍ଜାମ, ୯ା୬(ବିଦ୍ୟାଧର ସାହୁ) ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ବେଳାଭୂମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ସାମୁଦ୍ରିକ ଝଡ଼ ‘ରେମାଲ’ ସୃଷ୍ଟି ହେବାଠାରୁ ସ୍ଥାନୀୟ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହୁଥିବା ଲକ୍ଷ୍ୟ କରାଯାଇଛି l ତେଣୁ...

ଗଞ୍ଜାମ ପାଇଁ ଅଭିଶପ୍ତ ବାଚସ୍ପତି ପଦ

ବ୍ରହ୍ମପୁର,୯ା୬(ନରସିଂହ ସାହୁ)ଗଞ୍ଜାମ ଜିଲାର ରାଜନେତାଙ୍କ ପାଇଁ ବିଧାନସଭା ବାଚସ୍ପତି ଓ ରାଜ୍ୟ ଅର୍ଥମନ୍ତ୍ରୀ ପଦ ଅଭିଶପ୍ତ ହୋଇଥିବା କେତେକ ନଜିର ଅଛି। ଅତୀତରେ ଯେଉଁମାନେ ଉପରୋକ୍ତ ପଦ ପାଇଥିଲେ ସେମାନଙ୍କ ପରବର୍ତ୍ତୀ ରାଜନୀତି ଓଲଟପାଲଟ ହୋଇଯାଇଛି। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ...

ଭାଜପା କର୍ମୀ ହତ୍ୟା ମାମଲା: ରାଜକୋଟରୁ ଧରାପଡ଼ିଲେ ଆଉ ୨ ଅଭିଯୁକ୍ତ

ଛତ୍ରପୁର,୭।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତରେ ଭାଜପା କର୍ମୀ ଦୀଲିପ ପାହାନ ହତ୍ୟାକାଣ୍ଡରେ ଜଡିତ ଦୁଇ ଅଭିଯୁକ୍ତ ଖଲ୍ଲିକୋଟ ପୋଲିସ ଗିରଫ କରିଛି । ଫଳରେ ଗିରଫ ଅଭିଯୁକ୍ତ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି।...

ବିଧାନସଭାରେ ଗଞ୍ଜାମରୁ ମହିଳା ପ୍ରତିନିଧି ଶୂନ

ଛତ୍ରପୁର,୭ା୬(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାରେ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ୨୦୨୪ରେ ଉକ୍ତ ୧୩ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଗଞ୍ଜାମ ଜିଲାରେ ଜଣେ ମଧ୍ୟ ମହିଳା ପ୍ରାର୍ଥୀ ବିଜୟୀ ହୋଇପାରିନାହାନ୍ତି। ଫଳରେ ଏଥର ବିଧାନସଭାରେ ଗଞ୍ଜାମ ଜିଲାରୁ ମହିଳା...

ଘୋଗଡ଼,ପରଶୁଲୁଣ୍ଡା ସଂରକ୍ଷିତ ଶାଗୁଆନ ଜଙ୍ଗଲ ପଦା ହେଉଛି

ଭଞ୍ଜନଗର,୬ା୬ (ବାବୁଲା ପ୍ରଧାନ)ସମଗ୍ର ଦେଶରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପରିବେଶ ପ୍ରତି ଯେଉଁଭଳି ବିପତ୍ତି ମାଡ଼ି ଆସୁଛି, ତାହାର ମୁକାବିଲା ପାଇଁ ଆଜିର ଦିବସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେଣୁ ଚାରାରୋପଣ ସହ ଜଙ୍ଗଲ ସୁରକ୍ଷା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri