ଗଞ୍ଜାମ

ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଦିଗପହଣ୍ଡି,୨୧ା୧(ଡି.ଏନ.ଏ.):  ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗଁାରେ ଘରେପଶି ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ନେଇ ମହିଳା ଜଣକ ଗୁରୁବାର ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ବସନ୍ତ କୁମାର ସେଠୀ କେସ୍‌ ନଂ.୧୮/୨୧ରେ ୨ଅଭିଯୁକ୍ତଙ୍କ ବିରୋଧରେ ମାମଲା...

ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ତଦନ୍ତ

ସୋରଡ଼ା,୨୧ା୧(ଡି.ଏନ୍‌.ଏ.)- ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାର ପ୍ରତିକାର ନେଇ ସରପଞ୍ଚ ସାରଦା ସବର ଜିଲା ସିଡିଏମ୍‌ଓଙ୍କ ପାଖକୁ ଏକ ଅଭିଯୋଗ ପତ୍ର ଲେଖିଥିଲେ। ସିଡିଏମ୍‌ଓଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ସିଟି ମେଡିକାଲର ସୁପରିଟେଣ୍ଡେଣ୍ଟ ବିସମ୍ବର ବେହେରା ବୁଧବାର ଉକ୍ତ...

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଲୁଟ୍‌

ଗଞ୍ଜାମ,୨୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁବଟେଶ୍ୱର ରାସ୍ତାରେ ଥିବା ବିଦେଶୀ ମଦ କାଉଣ୍ଟରରୁ ବଡ଼ ଧରଣର ଲୁଟ ହୋଇଥିବା ଜଣା ପଡିଛିl ଖବରପାଇ ଏଏସ୍‌ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ରମ୍ଭାଥାନା ଆଇଆଇସି...

ବ୍ୟସ୍ତବହୁଳ ବଡ଼ବଜାର: ପାନୀୟ ଜଳ ସୁବିଧା ନାହିଁ

ବ୍ରହ୍ମପୁର ଅଫିସ,୨୦।୧: ଦକ୍ଷିଣ ଓଡ଼ିଶାର ମୁଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳ ବ୍ରହ୍ମପୁର ବଡ଼ବଜାରରେ ଖରାଦିନେ ପାନୀୟ ଜଳ ସମସ୍ୟା ଦେଖାଦେଇଥାଏ। ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଗ୍ରାହକ ଓ ଅନ୍ୟ ଯେ କୌଣସି କାମ ପାଇଁ ଆସୁଥିବା ଲୋକେ ପିଇବା ପାଣି ମୁନ୍ଦାଏ...

ଗୁଳିମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୦।୧: ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କର ବୁଧବାର ସକାଳେ ଗୁଳିମାଡ଼ରେ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ସକାଳୁ ଦେବେନ୍ଦ୍ର ସୁମଣ୍ଡଳ...

ଭଙ୍ଗା ଟ୍ରାକ୍ଟରରେ ବୁହା ହେଉଛି ଆବର୍ଜନା: ପଡ଼ୁଛି ରାସ୍ତାରେ

ଗଞ୍ଜାମ,୧୯।୧(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଗୋଟିଏ ହେଲେ ଆଖି ଦୃଶିଆ କାର୍ଯ୍ୟ ହୋଇନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ରାଜନୈତିକ ଇଛାଶକ୍ତି ଓ ଏନ୍‌ଏସି ପ୍ରଶାସନକୁ ଲୋକେ ସିଧାସଳଖ ଦାୟୀ କରିଛନ୍ତିl ଭାଙ୍ଗି ଯାଇଥିବା ଟ୍ରାକ୍ଟରରେ ସହରର ଅଳିଆ...

୨ ଥର ଡିଏଲ୍‌ ରଦ୍ଦ ହେଲେ ଚଲାଇପାରିବେନି ଗାଡ଼ି

ଭଞ୍ଜନଗର,୧୮।୧: କରୋନା ମହାମାରୀ ସମୟରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଥିଲେ ବି ଭଞ୍ଜନଗର ଉପଖଣ୍ଡରେ ଦୁର୍ଘଟଣା ଜନିତ ମୃତ୍ୟୁହାର ବଢ଼ିବାରେ ଲାଗିଛି। ୨୦୨୦ରେ ଉପଖଣ୍ଡରେ ୭୭ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୬୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୧୯ରେ...

ଓଲଟିଲା ପିକନିକ ବସ୍‌: ଜଣଙ୍କ ଜୀବନ ଗଲା, ୧୨ ଆହତ

ପାରଳାଖେମୁଣ୍ଡି,୧୮।୧(ଡି.ଏନ୍‌.ଏ): ରାୟଗଡା ଜିଲା କେନ୍ଦୁପଡା ଫାଣ୍ଡି ଅନ୍ତର୍ଗତ ଡୁମ୍ବଲାପଦର ବୁଲାଣିଆ ଘାଟିରେ ଏକ ପିକନିଜ ବସ୍‌ ଓଲଟିପଡିଛି। ଏହି ଦୁର୍ଘଟଣାରେ ୧୨ରୁ ଉଦ୍ଧର୍‌ବ ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱରର ସୁନୀଲ ସାହୁ। ସମସ୍ତ...

ବାଇକ୍‌ରେ ବୁହାହେଲା ମୃତଦେହ

ଜଗନ୍ନାଥପ୍ରସାଦ, ୧୭ା୧(ଡି.ଏନ.ଏ.): ମୃତଦେହକୁ ସମ୍ମାନର ସହ ଘରେ ପହଞ୍ଚାଇବା ପାଇଁ ସରକାର ମହାପ୍ରୟାଣ ଯୋଜନା କରିଛନ୍ତି। କିନ୍ତୁ ଏହି ଯୋଜନା ସବୁ ସ୍ଥାନରେ କାର୍ଯ୍ୟ କରୁନାହିଁ। ଶନିବାର ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ। ଜଗନ୍ନାଥପ୍ରସାଦ...

ଭାରତ ମହାସାଗରରୁ ମିଳିଲା ବିରଳ ପ୍ରଜାତିର ମାଛ

ବ୍ରହ୍ମପୁର ଅଫିସ,୧୭ା୧: ଗଞ୍ଜାମ ଜିଲା ଗୋପାଳପୁରରେ ଥିବା ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ (ଜେଡ୍‌ଏସ୍‌ଆଇ)କୁ ପୁଣି ଏକ ସଫଳତା ମିଳିଛି। ଜେଡ୍‌ଏସ୍‌ଆଇର ବୈଜ୍ଞାନିକ ଡ. ଅନିଲ ମହାପାତ୍ର ଗବେଷଣା କରି ବିରଳ ପ୍ରଜାତିର ଆରିଓଶୋମା ମାଜୁସ୍‌ ମାଛ ସମ୍ପର୍କରେ ସୂଚନା...

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଜି.ସୂର୍ଯ୍ୟ ରେଡ୍ଡୀଙ୍କ ଧାନଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ କେଉଁ କାରଣରୁ ଦୁର୍ବୃତ୍ତ ଏହି ନିଆଁ...

ଗଞ୍ଜାମର ୧୧ଶହ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଶିଲ୍ଡ

ବ୍ରହ୍ମପୁର ଅଫିସ,୧୫ା୧: ବିଗତ ଦିନରେ କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲାରେ ଶନିବାରଠାରୁ ଟିକାକରଣ ଅଭିଯାନ ଆରମ୍ଭ ହେବ। ବ୍ରହ୍ମପୁର ସହର ସମେତ ଜିଲାର ୧୧ଟି ଡାକ୍ତରଖାନାରେ ପ୍ରଥମ ପର୍ଯ୍ୟାୟରେ ଜିଲାର ୧୧ ଶହ ଡାକ୍ତର, ନର୍ସ, ଏଏନ୍‌ଏମ, ସ୍ବାସ୍ଥ୍ୟକର୍ମୀଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri