ଗଞ୍ଜାମ

ହାଇସ୍କୁଲ ଅପ୍‌ଗ୍ରେଡେଶନ ହୋଇ ଖୋଲିଲା ଯୁକ୍ତ ୨: ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ୮ ଛାତ୍ରୀଛାତ୍ର, କାଲିଠୁ ପାଠପଢ଼ା

ପୁରୁଷୋତ୍ତମପୁର,୩୧ା୭(ସୀମାଞ୍ଚଳ ମିଶ୍ର): ଗ୍ରାମାଞ୍ଚଳ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ଯୋଗାଇଦେବା ଲାଗି ସରକାର ରାଜ୍ୟରେ ୭୯ଟି  ହାଇସ୍କୁଲକୁ ଅପ୍‌ଗ୍ରେଡେଶନ (ଉତ୍ତୀର୍ଣ୍ଣ) କରି ଯୁକ୍ତ୨ ଶ୍ରେଣୀ ଖୋଲିବା ଲାଗି ଘୋଷଣା କରିଥିଲେ। ଏହିକ୍ରମରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଏକମାତ୍ର ପ୍ରତାପପୁର ଗ୍ରାମରେ ୧୯୭୩...

ପୁଅର କଳା କାରନାମା ସହି ପାରିଲେନି ମା’ ବାପା: ନେଲେ ଏଭଳି ଚରମ ପଦକ୍ଷେପ

ଗଞ୍ଜାମ,୩୦।୭: ଗଞ୍ଜାମ ଜିଲା ସଦର ଥାନା ଗୌତମୀରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର କଳା କାରନାମା ପାଇଁ ମା’ ବାପା ବଷ ପିଇ ଦେଇଚନ୍ତି। ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି। ବାପାଙ୍କୁ ଗୁରୁତର ଅବସ୍ଥାରେ...

ଟ୍ରାକ୍ଟର ଚକା ତଳେ ଚାଲିଗଲା ଠିକାଦାରଙ୍କ ଜୀବନ

ବ୍ରହ୍ମପୁର,୨୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ଆସ୍କାରୋଡ ତଲୁକା ଛକରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଧକ୍କା ଦେଇ ମାଡିଯିବାରୁ ଜଣେ ଯୁବ ଠିକାଦାରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶେରଗଡ ଥାନା ଅଧୀନ ପାଟପଲି ଗ୍ରାମର...

ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲା: ତତ୍କାଳୀନ ଆରଟିଓଙ୍କୁ ୩ ବର୍ଷ ଜେଲ

ବ୍ରହ୍ମପୁର,୨୯।୭(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଅରୁଣ କୁମାର ସାହୁ ସୋମବାର ଏକ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାର ଚୂଡାନ୍ତ ରାୟ ୨୨ବର୍ଷ ପରେ ପ୍ରକାଶ ପାଇଛି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସେ ଅଭିଯୁକ୍ତଙ୍କୁ ଦୋଷୀ...

୩ ଦିନ ହେବ ନିଖୋଜ ଥିଲେ ଛାତ୍ରୀ: ପୋଖରୀରୁ ମିଳିଲା ମୃତଦେହ

ଗୋପାଳପୁର,୨୮।୭(ନବୀନ ରାଜ ଆଚାରୀ): ତିନି ଦିନ ପରେ ନିଖୋଜ ଥିବା ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ଗୋପାଳପୁର ଥାନା ପୋଲିସ କରାପୁଲୀର ଏକ ପୋଖରୀର ମୃତଦେହକୁ ଠାବ କରିଛି l ମୃତକ ଜଣଙ୍କ ହେଲେ ଗୋପାଳପୁର ହରିଜନ ସାହିର ସ୍ନେହଲତା...

କାର୍‌ରେ ଆସି ବସ୍‌ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୨୬ା୭(ପ୍ରଶାନ୍ତ କୁମାର ମିଶ୍ର): କୋଲକାତା ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଜଣେ ବ୍ୟବସାୟୀଙ୍କ ପ୍ରାୟ ୫୦ କେଜି ପୁରୁଣା ରୁପା ଜିନିଷ ଓ ୪ ଲକ୍ଷ ୭୨ ହଜାର ଟଙ୍କା ଚୋରି ହୋଇଥିବା ଖଲ୍ଲିକୋଟ ଥାନା ଅଧୀନ ଭେଜିପୁଟ ଫାଣ୍ଡିରେ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ ଏତଲା ଦିଆଯିବା ଏବଂ ଏହାକୁ ନେଇ ଟାହିଟାପରା କରାଯିବା କୋମଳମତି ପିଲାଙ୍କ ଉପରେ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ ଗୋଡ଼ାଉ ଥିବା ବେଳେ ହରିଣ ଛୁଆଟି ଯାଇପାରି ନ ଥିଲା। ଯୁବକମାନେ ଉଦ୍ଧାର...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଧର୍ମଘଟ ସହ ଆନ୍ଦୋଳନ ନେଇ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ପ୍ରତିବାଦରେ ଘରୋଇ ବସ୍‌ ମାଲିକ ସଂଘର ଆନ୍ଦୋଳନ ନିଷ୍ପତ୍ତି, ପରିବହନ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ପୁରୁଷୋତ୍ତମପୁର,୨୬ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ୍‌ର ମନମୁଖୀ ଓ ବେନିୟମ ଭାବେ ଚଳାଚଳ କରୁଥିବାର ଅଭିଯୋଗକୁ ନେଇ ଏହାର ବିରୋଧରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍‌ମାଲିକ ସଂଘ ସ୍ବର ଉତ୍ତୋଳନ କରିଛନ୍ତି। ଏହାର ପ୍ରତିବାଦରେ ଅଗଷ୍ଟ ୧ରୁ ଧର୍ମଘଟ...

ବଜାରରୁ ଆଳୁ ଗାଏବ, ୫ କେଜି ମାଗିଲେ ମିଳୁଛି ୨ କେଜି

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଗଞ୍ଜାମ ସହରରୁ ଆଳୁ ଗାୟବ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଧର୍ମଘଟ ଯୋଗୁ ବନ୍ଦ ହୋଇଯାଇଛି। ଏହାର ଫାଇଦା ଉଠାଇବାକୁ ଆଳୁ ଗୋଦାମ ମlଲିକ ମାନେ କଳାବଜାର କରିବା ଏବଂ ଦରବୃଦ୍ଧି ହେବା ଲକ୍ଷ୍ୟରେ ବଜାରକୁ ଆଳୁ ଛାଡ଼ିବା...

ଗୋ-ମାଂସ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ

ଛତ୍ରପୁର,୨୬ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆର୍‌ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍‌ ଜବତ ହୋଇଛି l ଏହା କଟକରୁ ହାଇଦ୍ରାବାଦ ଯାଉଥିବା ଜଣାପଡ଼ିଛି। ଏକ ଟ୍ରକ୍‌ ଯୋଗେ ଗୋରୁ ମାଂସ ଯାଉଥିବା କୌଣସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri