ଗଞ୍ଜାମ

ପୂଜାଛୁଟିରେ ହେଡକ୍ୱାର୍ଟର ଛାଡ଼ିପାରିବେନି ଶିକ୍ଷକ: ଭିତ୍ତିଭୂମି ସଜାଡ଼ିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର,୧୨ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ୍‌ ପରିଚାଳନା ପାଇଁ ସ୍କୁଲଗୁଡ଼ିକରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୋଭିଡ୍‌ କେୟାର ହସ୍ପିଟାଲ କରାଯାଇ କୋଭିଡ୍‌ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିଲା। ଉକ୍ତ ସେଣ୍ଟରଗୁଡ଼ିକ ଅନେକ ଦିନ ହେଲା ବନ୍ଦ ହୋଇସାରିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଖୋଲିବ।...

ସମ୍ଭାବ୍ୟ ବାତ୍ୟା ନେଇ ସମୁଦ୍ରକୂଳିଆ ଲୋକେ ଭୟଭୀତ

ଗଞ୍ଜାମ,୧୨ା୧୦(ଡି.ଏନ୍‌.ଏ.): ଫାଇଲିନକୁ ପୂରିଛି ଆଠ ବର୍ଷ। ଏହିପରି ପ୍ରତ୍ୟେକ ବର୍ଷ ଅକ୍ଟୋବରରେ କିଛି ନା କିଛି ବନ୍ୟା, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ଧନ ସମ୍ପତ୍ତି ନଷ୍ଟ ହେଉଛି। ପୂର୍ବ ବାତ୍ୟାର କ୍ଷୟକ୍ଷତି ଲୋକଙ୍କ ମନରୁ ଲିଭି...

ହାତୀ ପାଇଁ ଜାତୀୟ ରାଜପଥ ଘଣ୍ଟାଏ ବନ୍ଦ

ଭଞ୍ଜନଗର,୧୧।୧୦(ଡି.ଏନ୍‌.ଏ.)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ଚଳପ୍ରଚଳ ବୃଦ୍ଧି ପାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ବନଖଣ୍ଡର ବିଭିନ୍ନ ରେଞ୍ଜରେ ୫୪ଟି ହାତୀ ଥିବା ଜଣାପଡ଼ିଛି। ସେଥିମଧ୍ୟରେ ତାରସିଂ ରେଞ୍ଜରେ ୨୩, ମୁଜାଗଡ଼ ରେଞ୍ଜରେ ୧୮, ଜଗନ୍ନାଥପ୍ରସାଦ ରେଞ୍ଜରେ ୧୩ ହାତୀ...

ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧ ଗୁରୁତର

ଗଞ୍ଜାମ, ୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମ ଚାନ୍ଦିନୀ ପାଖରେ ଏକ ମାଟି ଘର କାନ୍ତ ରବିବାର ଭୁଶୁଡ଼ି ପଡ଼ିଛି। ଏହି ସମୟରେ ଚାନ୍ଦିନୀରେ ବିଶ୍ରାମ ନେଉଥିବା ଉକ୍ତ ଗ୍ରାମର ଅଭି ମହାପାତ୍ରଙ୍କ ଉପରେ କାନ୍ଥ...

ଷ୍ଟିମ୍‌ ପାଇପ୍‌ ଫାଟି ଶ୍ରମିକ ଗୁରୁତର ଘଟଣା: ଆଖି ବୁଜିଲେ ଯୁବ ଇଞ୍ଜିନିୟର

ଗଞ୍ଜାମ,୧୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ମେକାନିକ ପ୍ଲାଣ୍ଟର ଷ୍ଟିମ୍‌ ପାଇପ ଭାଲଭ୍‌ ଫାଟି ଯାଇଥିଲା। ଏଥିରେ କମ୍ପାନୀର ଜଣେ ଇଞ୍ଜିନିୟର ଅଭିଷେକ ପାଳ ଓ ପୁଇଁତୋଳା ଗ୍ରାମର ଶଙ୍କର ରାଉଳ ଗୁରୁତର ହୋଇ ଭୁବନେଶ୍ୱର ଏକ...

କରୋନାରେ ଆଖିବୁଜିଲେ ଅଙ୍ଗନଓ୍ବାଡି କର୍ମୀ, ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୦ା୧୦(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀ ପି. ମାଙ୍ଗାମା ପାତ୍ର କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ପରଲୋକ ଖବର ପାଇ ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ...

ନଦୀପଠାରେ ଯୁବତୀଙ୍କୁ ହତ୍ୟା ମାମଲା: ଭାଜପା ପକ୍ଷରୁ କେ. ନୂଆଗାଁ ଥାନା ଘେରାଉ

ଦିଗପହଣ୍ଡି/ଚିକିଟି,୧୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଦେଓଖାଳି ଗାଁର ଯୁବତୀ ପ୍ରମୋଦିନୀ ନାୟକଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ହୋଇଛି। ଏ ନେଇ ଭାଜପା ଦିଗପହଣ୍ଡି ବ୍ଳକ କମିଟି ପକ୍ଷରୁ ଶନିବାର କେ. ନୂଆଗାଁ ଥାନା ଘେରାଉ କରାଯାଇଛି। ଭାଜପା...

ଷ୍ଟିମ ପାଇପ୍‌ ଫାଟି ଶ୍ରମିକ ଗୁରୁତର ଘଟଣା: ଆଖିବୁଜିଲେ ଶଙ୍କର

ଗଞ୍ଜାମ,୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ଷ୍ଟିମ୍‌ ପାଇପ୍‌ ଫାଟି ଜଣେ ଇଞ୍ଜିନିୟର ସମେତ ୩ ଜଣ ଗୁରୁତର ହୋଇଥିଲେ। ଏଥିରେ ପୁଇଁତୋଳା ଗ୍ରାମର ଶଙ୍କର ରାଉଳ (୩୨) ଅଧିକ ଗୁରୁତର ହୋଇଥିଲେ l ତାଙ୍କ ଶରୀର...

ଭିଜିଲାନ୍ସ ହାତରେ ଧରାପଡିଲେ କଲେଜ ଅଧ୍ୟକ୍ଷ

ବ୍ରହ୍ମପୁର ଅଫିସ,୮ା୧୦-ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ଯୁକ୍ତ ୨ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଜଣେ ପଦାର୍ଥ ବିଜ୍ଞାନ ଡେମନଷ୍ଟ୍ରେଟର ବସନ୍ତ କୁମାର ଜେନାଙ୍କ ଜିପିଏଫ ଓ ଏମ୍‌ଏସିପିି ବିଲ୍‌ ପାସ୍‌ କରିବା ପାଇଁ ଉକ୍ତ କଲେଜ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଏମ୍‌....

କରୋନା ମୁକାବିଲା: ଗଞ୍ଜାମ ମଡେଲକୁ ପ୍ରଶଂସା କଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

ଛତ୍ରପୁର,୮ା୧୦(ଡି.ଏନ.ଏ.)- କୋଭିଡ୍‌-୧୯ର ସଫଳ ମୁକାବିଲା ପାଇଁ ଗଞ୍ଜାମ ମଡେଲ୍‌ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଶଂସିତ ହୋଇଛି ା ଏଥିସହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ରିପୋର୍ଟରେ ଗଞ୍ଜାମ ମଡେଲ ସ୍ଥାନ ପାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌...

ଷ୍ଟିମ୍‌ ପାଇପ ଫାଟି ଶ୍ରମିକ ଆହତ ଘଟଣା: କ୍ଷତିପୂରଣ ଦେବାକୁ ଶୁଣୁନି କମ୍ପାନୀ, ଆନ୍ଦୋଳନ ଜାରି

ଗଞ୍ଜାମ,୭ା୧୦(ଡି.ଏନ୍‌.ଏ.): ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ମଙ୍ଗଳବାର ଷ୍ଟିମ୍‌ ପାଇପ ଫାଟି କମ୍ପାନୀ ଇଞ୍ଜିନିୟରଙ୍କ ସମେତ ତିନିଜଣ ଠିକା ଶ୍ରମିକ ଆହତ ହୋଇଥିଲେ। ବର୍ତ୍ତମାନ ଆହତ ଶଙ୍କର ରାଉଳଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶରୀରର ସମ୍ପୂର୍ଣ୍ଣ...

ଷ୍ଟିମ୍‌ ପାଇପ୍‌ ବେଲ୍‌ ଫାଟି ଇଞ୍ଜିନିୟର ସମେତ ତିନି ଶ୍ରମିକ ଗୁରୁତର: କ୍ଷତି ପୂରଣ ଦାବିରେ ଆନ୍ଦୋଳନ

ଗଞ୍ଜାମ,୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି ।କମ୍ପାନୀର ଷ୍ଟିମ ପାଇପ୍‌ ବେଲ୍‌ ଫାଟିଯିବା ଫଳରେ ସେଠାରେ କାର୍ଯ୍ୟରତ ଜଣେ ଇଞ୍ଜିନିୟର ସମେତ ତିନି ଜଣ ଠିକା କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri