ଛତ୍ରପୁର,୪ା୬(ଡି.ଏନ୍.ଏ.)-କରୋନା ଲକ୍ଷଣ ଦେଖାଗଲେ ନ ଲୁଚାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅ। ଏପରି କଲେ ପ୍ରାଣଘାତୀ ଭୂତାଣୁକୁ ହରାଇ ହେବ। ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଏହା କହିଛନ୍ତି। ଏଥିସହ ଜନଗହଳି ସ୍ଥାନକୁ ନ...
ଛତ୍ରପୁର,୪ା୬(ଡି.ଏନ୍.ଏ.)- ଛତ୍ରପୁର ଏନ୍ଏସି ପକ୍ଷରୁ ସହରରେ ଲକ୍ଡାଉନ୍ ନିୟମ ପାଳନ ହେଉଛି କି ନାହିଁ ଗୁରୁବାର କଡାକଡି ଯାଞ୍ଚ କରାଯାଇଥିଲା। ଛତ୍ରପୁର ଅପର ବସ୍ଷ୍ଟାଣ୍ଡରେ ଥିବା ଏକ ଲୁହା ଦୋକାନକୁ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ କରାଯିବା ସହ...
ଧରାକୋଟ,୪ା୬(ଡି.ଏନ.ଏ.)- ମହାମାରୀ କରୋନା ପାଇଁ ବିଭିନ୍ନ ମନ୍ଦିରର ଶହଶହ ବର୍ଷର ପରମ୍ପରା ଭାଙ୍ଗିଛି। ଧରାକୋଟ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ହେବାକୁ ଥିବା ସ୍ନାନପୂର୍ଣ୍ଣିମାରେ ଏଥର ସ୍ନାନବେଦୀରେ ୩ ଠାକୁରଙ୍କୁ ଦେଖିପାରିବେନି ଭକ୍ତ। ବିଧି ମୁତାବକ ସୀମିତସଂଖ୍ୟକ ସେବାୟତ ତିନି ଠାକୁରଙ୍କୁ...
Archives
Model This Week
ପିଲାଙ୍କ ଧରିତ୍ରୀ