ଗଞ୍ଜାମ

ଚାଇନା ସାମଗ୍ରୀ ବର୍ଜନ କରିବାକୁ ଏବିଭିପିର ଆହ୍ବାନ

ବ୍ରହ୍ମପୁର ଅଫିସ,୧୮ା୬- ସାରା ବିଶ୍ୱ କରୋନା ଦ୍ୱାରା ଆତଙ୍କିତ ହୋଇ ରହିଥିବା ବେଳେ ଚାଇନା ସୈନିକଙ୍କ ଭାରତର ଲଦାଖ ଗଲ୍‌ୱାନ ଭ୍ୟାଲିରେ ସୀମା ଅତିକ୍ରମ ଓ ମଙ୍ଗଳବାର ଭାରତ ଯବାନଙ୍କ ଉପରେ ଚୀନ ସୈନିକଙ୍କ ଆକ୍ରମଣକୁ ନିନ୍ଦା କରିଛି ଅଖିଳ...

କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହେଲା ପାତ୍ରପୁର,ସାମନ୍ତିଆପଲ୍ଲୀ

ପାତ୍ରପୁର,୧୮ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ୍‌ ହେଡ଼କ୍ୱାର୍ଟର ପାତ୍ରପୁର ଗ୍ରାମରେ ୩ଦେକାନୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ପାତ୍ରପୁର ବ୍ଲକ ପ୍ରଶାସନ ଜିଲାପାଳଙ୍କୁ ପାତ୍ରପୁର ଓ ସାମନ୍ତିଆପଲ୍ଲୀ ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରିବାକୁ ଲେଖି ଜଣାଇଥିଲେ।...

ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ, ଆଇରନ୍‌ ଚେଷ୍ଟ ଭାଙ୍ଗି ନ ପାରି ଫେରିଗଲେ

ଶେରଗଡ଼,୧୭ା୬(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଠୁରୁବୁରାଇ ଗ୍ରାମସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ। ବ୍ୟାଙ୍କର ମୁଖ୍ୟ କବାଟ ଭାଙ୍ଗି ଭିତରେ ପଶିଥିଲେ ମଧ୍ୟ ଆଇରନ ଚେଷ୍ଟ ଭାଙ୍ଗବିବାରେ ବିଫଳ ହୋଇଥିଲେ। ସକାଳୁ ବ୍ୟାଙ୍କ...

ଥର୍ମାଲ ସ୍କ୍ରିନିଂ ପରେ ଆରମ୍ଭ ହେଲା ଯୁକ୍ତ ୨ ମୂଲ୍ୟାୟନ

ଭଞ୍ଜନଗର,୧୭।୬(ଡି.ଏନ.ଏ)- ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଠାରୁ ଯୁକ୍ତ୨ କଳା ମୂଲ୍ୟାୟନ ଆରମ୍ଭ ହୋଇଛି। ମୁଲ୍ୟାୟନକୁ ଆସିଥିବା ଅଧ୍ୟାପିକା ଅଧ୍ୟାପକଙ୍କ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସେମାନେ ମୁଲ୍ୟାୟନ କେନ୍ଦ୍ରକୁ ଯାଇଥିଲେ। ଅଧ୍ୟକ୍ଷ ଡ଼. ନୀଳାଞ୍ଚଳ...

ଲଦାଖରେ ଚୀନ ଯବାନଙ୍କ ସହ ସଂଘର୍ଷବେଳେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବୁଗୁଡ଼ା,୧୭ା୬(ଡି.ଏନ.ଏ.)- ଲଦାଖ ଗଲଓ୍ବାନ୍‌ ଘାଟିରେ ସୋମବାର ଚୀନ-ଭାରତ ସେନା ମୁହଁାମୁହିଁ ହୋଇଥିଲେ। ଭାରତୀୟ ଯବାନ ଚୀନର ୪୩ ଜଣ ଯବାନଙ୍କୁ ମାରିଥିଲେ। ବୀରତ୍ୱର ସହ ଲଢ଼େଇ କରି ଜଣେ କର୍ନଲଙ୍କ ସହ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ସ୍ଥାନୀୟ...

ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଦମ୍ପତିଙ୍କୁ ହତ୍ୟା ଉଦ୍ୟମ: ୫ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ଅଭିମନ୍ୟୁ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନଙ୍କୁ ବୁଧବାର ମଧ୍ୟାହ୍ନରେ ଗାଁ ନିକଟ ସୁନା ଦେଇ ପାହାଡ଼ ପାଖ ଚାଷଜମିରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନଗଲା

ଦିଗପହଣ୍ଡି,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଦଶିପୁର ଗ୍ରାମର ଜଣେ ଚାଷୀ ବୁଧବାର ପୂର୍ବାହ୍ନରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରାଜୁ ସାହୁ। ସେ ତାଙ୍କ...

ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଫେରିଲେଣି ୨ ଲକ୍ଷ ପ୍ରବାସୀ, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାକୁ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ୨ ଲକ୍ଷ ପ୍ରବାସୀ ଫେରିଲେଣି। ଏଥିଲାଗି ଗଞ୍ଜାମରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ଉକ୍ତ ପଜିଟିଭମାନଙ୍କ ସଂସ୍ପର୍ଶରେ ଆସି...

ଗଞ୍ଜାମରେ ୧୨,୨୨୧ ଜଣଙ୍କ ସ୍ବାବ ସଂଗ୍ରହ :୧,୧୦୭ ଜଣଙ୍କ ରିପୋର୍ଟକୁ ଅପେକ୍ଷା

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୨୨୧ ଜଣଙ୍କ ସ୍ବାବ ସଂଗ୍ରହ ହୋଇଛି। ଏଥିମଧ୍ୟରୁ ୧୦ ହଜାର ୪୧୬ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିରୁ ୬...

ପୁରୁଷୋତ୍ତମପୁରରେ କଠୋର ହେଲା ପ୍ରଶାସନ: ୪ ଦୋକାନ ସିଲ୍‌

ପୁରୁଷୋତ୍ତମପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ କରୋନା କଟକଣା ନେଇ ପ୍ରଶାସନ ବୁଧବାର କଠୋର ହୋଇଛି। ଏ ନେଇ ୪ଟି ଦୋକାନ ସିଲ୍‌ କରାଯାଇଛି। ସେଥିମଧ୍ୟରେ ରହିଛି ଏକ ଜେନେରାଲ ଷ୍ଟୋର ଗୋଦାମ, ଲେଡିଜ କର୍ନର, ଇଲେକ୍‌ଟ୍ରୋନିକ୍ସ ଦୋକାନ, ମିଠା ଦୋକାନ।...

ଗୋଷ୍ଠୀ ସଂକ୍ରମଣ ଭୟ: ଗଞ୍ଜାମ ମିନି ଷ୍ଟାଡିୟମରେ ଖୋଲିବ ମାଛ, ମାଂସ ଦୋକାନ

ଗଞ୍ଜାମ,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏ ନେଇ ପ୍ରଶାସନର ଚିନ୍ତାବଢ଼ୁଛି । କରୋନା ସମ୍ପର୍କିତ ଏକ ବୈଠକ ମଙ୍ଗଳବାର ଏନ୍‌ଏସି କନ୍‌ଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା । ତହସିଲଦାର ଅବନୀ କୁମାରଙ୍କ ସାହୁ...

ପାଣି ନିଷ୍କାସନ ପାଇଁ ୫୦୦ରୁ ଅଧିକ ଗ୍ରାମବାସୀ ଏକଜୁଟ: ଟାୟାର ଜାଳି ରାସ୍ତାରୋକୋ

ଶେରଗଡ଼,୧୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ କଳିଙ୍ଗ ବୈଶ୍ୟ ଭବନ ସମ୍ମୁଖରେ ଥିବା ୫୦୦ ଏକର ଜମିରେ ଗତ ଦଶ ଦିନ ହେବ ୭ ଫୁଟର ପାଣି ଜମି ରହିଛି। ଏହା ଫଳରେ ୫୦୦ଏକର ଜମିରେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri