ଗଞ୍ଜାମ

ପୂର୍ଣ୍ଣଚନ୍ଦ୍ରଙ୍କୁ ମନ୍ତ୍ରୀ ପଦ ଦେବାକୁ ଉଠିଲା ଦାବି

ପୁରୁଷୋତ୍ତମପୁର,୫।୬( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୂର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ଣଚନ୍ଦ୍ର ସେଠୀଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ...

ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେଲେ ଭାଜପାର କୃଷ୍ଣଚନ୍ଦ୍ର ନାୟକ

ଛତ୍ରପୁର,୪।୬(ଦିଲୀପ ସାମଲ): ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଭାଜପାର କୃଷ୍ଣଚନ୍ଦ୍ର ନାୟକ। କୃଷ୍ଣ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ସୁବାସ ଚନ୍ଦ୍ର ବେହେରାଙ୍କ ଠାରୁ ୧୧,୨୬୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି l ଛତ୍ରପୁର ବିଧାନସଭା ପାଇଁ ଭାଜପାର କୃଷ୍ଣ...

ହିଞ୍ଜିଳି ବିଧାନସଭା ଆସନରୁ ଜିତିଲେ ନବୀନ

ଭୁବନେଶ୍ୱର,୪।୬: ହିଞ୍ଜିଳିରେ ବିଧାନସଭା ଆସନରୁ ଜିତିଲେ ନବୀନ। ନିଜ ପାରମ୍ପରିକ ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଭାଜପାର ଶିଶିର ମିଶ୍ରଙ୍କୁ ହରାଇ ନବୀନ ବିଜୟଲାଭ କରିଛନ୍ତି। ଭାଜପା ପ୍ରାର୍ଥୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ନବୀନ...

ଖଲ୍ଲିକୋଟରେ ଭାଙ୍ଗିଲା ବିଜେଡି ଦୁର୍ଗ, ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ

ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୨୨ହଜାର ୯୩୦ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ...

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଆଗୁଆ

ପୁରୁଷୋତ୍ତମପୁର,୪।୬(ସିମାଞ୍ଚଳ ମିଶ୍ର):ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୩,୪୪୫ ଭୋଟରେ ଆଗୁଆ ରହିଛି। ବିଜେଡିର ନବୀନ ପଟ୍ଟନାୟକଙ୍କୁ ୧୬ ହଜାର ୦୧୩ ଭୋଟ...

ଖଲ୍ଲିକୋଟ, କବିସୂର୍ଯ୍ୟନଗରରେ ଭାଜପା ଆଗୁଆ

ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍‌ ଗଣତି ଚାଲିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଷଷ୍ଠ ରାଉଣ୍ଡ ସୁଦ୍ଧା ଭାଜପା ୭୩୮୩ ଭୋଟ୍‌ରେ ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ୨୪ହଜାର ୯୫୯ ଖଣ୍ଡ...

ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପା ଆଗୁଆ

ଛତ୍ରପୁର,୪ା୬: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍‌ ଗଣତି ଜାରି ରହିଛି। ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ ଅଛନ୍ତି। ପ୍ରଦୀପ ପାଣିଗ୍ରାହୀ ୮୦,୧୯୭୩ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଭୃଗୁ...

ବିଦ୍ୟୁତ୍‌ ତାର ଲାଗି ହରିଣ, କୁଟୁରାର ଚାଲିଗଲା ଜୀବନ

ଗଞ୍ଜାମ,୩ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଫରେଷ୍ଟ ଅଧୀନ ଲାଉପୁଟ ଗ୍ରାମ ସ୍ଥିତ ଏକ ନିର୍ଜନ ସ୍ଥାନରେ ବିଦ୍ୟୁତ୍‌ ତାର ଲାଗି ଏକ ହରିଣ ଏବଂ କୁଟୁରାର ମୃତ୍ୟୁ ଘଟିଛି। କେତେକ ଦୁର୍ବୃତ୍ତ ଏହି ବିଦ୍ୟୁତ୍‌ ତାର ବିଛେଇ ଥିବା...

ଗଞ୍ଜାମରେ ଭୋଟ ଗଣତି ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଛତ୍ରପୁର,୩।୬(ସନ୍ତୋଷ ପାଢ଼ୀ )- ଆସନ୍ତାକାଲି ଭୋଟଗଣତି ଥିବା ବେଳେ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୋଟଗଣତି କେନ୍ଦ୍ରରେ ସୁରକ୍ଷା ପାଇଁ ଥ୍ରୀ ଟାୟାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ତରରେ ରେ ଜିଲା ପୋଲିସ,...

ମଙ୍ଗଳବାର ଭୋଟ ଗଣତି: ଶେଷ ପର୍ଯ୍ୟାୟରେ ଗଞ୍ଜାମ ଜିଲା ପୋଲିସର ପ୍ରସ୍ତୁତି

ଛତ୍ରପୁର ୩।୬ (ଦିଲୀପ କୁମାର ସାମଲ): ଆସନ୍ତାକାଲି ଗଞ୍ଜାମ ଜିଲାର ଛତ୍ରପୁର ଅନଶ୍ଲୋ ଉଚ୍ଚ ବିଦ୍ୟାଳୟରେ ଛତ୍ରପୁର, ଖଲ୍ଲିକୋଟ, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର ବିଧାନସଭା ପାଇଁ ଭୋଟ ଗଣତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକୁ ସୁରୁଖୁରରେ...

ଦିଲ୍ଲୀପ ହତ୍ୟା ଘଟଣାରେ ବନ୍ଧା ହେଲେ ଆଉ ୩ ଅଭିଯୁକ୍ତ, ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପିଙ୍କ ସୂଚନା

ଛତ୍ରପୁର /ଖଲ୍ଲିକୋଟ,୩।୬ (ଦିଲୀପ କୁମାର ସାମଲ/ ପ୍ରଶାନ୍ତ କୁମାର ମିଶ୍ର/ସନ୍ତୋଷ ପାଢ଼ୀ): ଗତ ୧୫ ତାରିଖ ଦିନ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଘଟିଥିବା ହିଂସା ଘଟଣାରେ ପୂର୍ବରୁ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ...

ପୁଅର କାତି ଚୋଟରେ ମା’ ଗୁରୁତର

ଦିଗପହଣ୍ଡି,୨ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସାହାଣୀ ସାହିରେ ରବିବାର ପାରିବାରିକ ହିଂସାରୁ ପୁଅର କାତି ଚୋଟରେ ମା’ ଗୁରୁତର ହୋଇଛନ୍ତି। ଗୁରୁତର ଆହତ ପଦ୍ମିନୀ ଦାସଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri