ଗଞ୍ଜାମ

ଛତ୍ରପୁରର ୫ ଲଜ୍‌ ଉପରେ ଚଢ଼ାଉ, ବନ୍ଦ ନିର୍ଦ୍ଦେଶ: ଅନ୍ୟ ରାଜ୍ୟର ୭ ଜଣ ଠାବ

ଛତ୍ରପୁର,୩ା୪(ଡି.ଏନ୍‌.ଏ.)- ଛତ୍ରପୁରର ୫ଟି ଲଜ୍‌ ଉପରେ ଗୁରୁବାର ରାତିରେ ପ୍ରଶାସନର ଏକ ଟିମ୍‌ ଅଚାନକ ଚଢାଉ କରିଥିଲେ। ଏଥିରୁ ୨ଟି ଲଜ୍‌ରେ କେହି ନ ଥିବାବେଳେ ୩ଟି ଲଜ୍‌ରେ ୯ ଜଣ ରହୁଥିବା ଯାଞ୍ଚବେଳେ ଜଣାପଡିଥିଲା। ସେଥିମଧ୍ୟରୁ ୭ ଜଣ...

ବିଏମ୍‌ସି ପକ୍ଷରୁ ବ୍ରହ୍ମପୁରର ବିିଭିନ୍ନ ସାହିରେ ବିଶୋଧନ ଆରମ୍ଭ

ବ୍ରହ୍ମପୁର ଅଫିସ,୩ା୪: କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ସହରର ବିଭିନ୍ନ ସାହିକୁ ବିଶୋଧନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସହରବାସୀଙ୍କୁ କେଭିଡ୍‌-୧୯ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ବିଏମ୍‌ସି ପକ୍ଷରୁ ପ୍ରତେକ ସାହିର...

ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଖାଦ୍ୟ, ପାଣି ବଣ୍ଟନ

ପୁରୁଷୋତ୍ତମପୁର, ୩।୪(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ସାରା ରାଜ୍ୟ ଲକ୍‌ଡାଉନ କରାଯାଇଥିବା ବେଳେ ଗରିବ ଦିନ ମଜୁରିଆମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। କାମଧନ୍ଦା ନ ପାଇ ଜୀବିକା ହରାଇ ଭୋକ ଉପାସରେ ଘରେ ରହି ଦୂର୍ଦିନରେ ଜୀବନ କାଟୁଛନ୍ତି।...

କରୋନା ଯୋଗୁ ପନିପରିବା ଚାଷୀ ପ୍ରଭାବିତ, ଋଣ ଛାଡ଼ ଦାବି

ଗଞ୍ଜାମ, ୩।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯) ସଂକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ l ଏଥିପାଇଁ ସମସ୍ତ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଛି। ଏହି ସମୟରେ ବିଶେଷ ଭାବେ ପନିପରିବା ଚାଷୀ ପ୍ରଭାବିତ ହେଉଛନ୍ତି। ଚଳିତ ବର୍ଷ...

ଚିତ୍ରରେ କରୋନା ସଚେତନତା ବାର୍ତ୍ତା

ଶେରଗଡ଼,୩ା୪(ଡି.ଏନ୍‌.ଏ.): କରୋନା ସଚେତନତା ଲାଗି ସମଗ୍ର ଦେଶବାସୀ ଯେମିତି ଅଣ୍ଟା ଭିଡ଼ିଛନ୍ତି। ସମସ୍ତଙ୍କୁ ସରକାର ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ଜୀବନ ଜୀବିକାରେ ବାଧା ସୃଷ୍ଟି ହୋଇଛି। ଏଥିରୁ ଚିତ୍ରକରମାନେ ମଧ୍ୟ ବାଦ୍‌ ପଡ଼ିନାହାନ୍ତି।...

ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ରାତିଅଧିଆ ଚଢ଼ାଉ

ଶେରଗଡ଼,୩ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ା ଓ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ସଦଳବଳ ଗୁରୁବାର ରାତିରେ ଚଢ଼ାଉ କରିଥିଲେ। ବର୍ତ୍ତମାନ କରୋନାର ତୃତୀୟ ସପ୍ତାହ ଚାଲିଥିବା ବେଳେ ରାତିରେ କିଛି ଟ୍ରକ...

କୋଭିଡ୍‌ ଫଣ୍ଡକୁ ୨ ଲକ୍ଷ ଦେଲା ବିଡେକା

ଭଞ୍ଜନଗର,୩।୪(ଡି.ଏନ.ଏ)-କରୋନା ମୁକାବିଲା ପାଇଁ ଭଞ୍ଜନଗର ଜଳସମ୍ପଦ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଭଞ୍ଜନଗର ଜଳସମ୍ପଦ ନିର୍ବାହୀଯନ୍ତ୍ରୀ ତଥା ବିଡେକା ସଭାପତି ଇଂ.ନିହାର...

ଉଦ୍‌ଘାଟିତ ହେଲା ଦ୍ୱିତୀୟ ଦୁଗ୍ଧ ଏଟିଏମ୍‌

ବ୍ରହ୍ମପୁର ଅଫିସ,୨ା୪-ଗଞ୍ଜାମ-ଗଜପତି ସମବାୟ ଦୁଗ୍ଧ ଉପତ୍ାଦକ ସଂଘ ପକ୍ଷରୁ ଗଞ୍ଜାମ ଜିଲାର ଦ୍ୱିତୀୟ ଦୁଗ୍ଧ ବିଶୋଧିତ ଏବଂ ଭିଟାମିନ୍‌ ମିଶ୍ରିତ ଏଟିଏମ୍‌ ଗୁରୁବାର ବ୍ରହ୍ମପୁର ତୁଳସୀନଗର ମେନ୍‌ରୋଡରେ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍‌ଘାଟନ କରିଥିଲେ।...

କମ୍ପାନୀ ଅଧିକାରୀଙ୍କ ପାଇଁ ନାକେଦମ ପ୍ରଶାସନ, ଆପାର୍ଟମେଣ୍ଟ ସିଲ୍‌

ଛତ୍ରପୁର,୨ା୪(ଡି.ଏନ.ଏ)- ବାହାର ରାଜ୍ୟରୁ ଫେରିି ନିଜ ତଥ୍ୟ ଲୁଚାଇଥିବା ଏକ ଘରୋଇ କମ୍ପାନୀର ଜଣେ ଅଧିକାରୀଙ୍କ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ନାକେଦମ ହୋଇଛି। ସମ୍ପୃକ୍ତ ଅଧିକାରୀଙ୍କୁ ଆଇସୋଲେଶନ ସେଣ୍ଟରରେ ରଖାଯାଇଛି। ସେ ରହୁଥିବା ଆପାର୍ଟମେଣ୍ଟକୁ ସିଲ କରାଯାଇଛି। ଆପାର୍ଟମେଣ୍ଟର...

କରୋନା ମୁକାବିଲା ସମୀକ୍ଷା କଲେ ବିଧାୟିକା

ବେଗୁନିଆପଡା୨ା୪(ଡି.ଏନ.ଏ.)-କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଗୁରୁବାର କୋଦଳା, କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁରରେ ସ୍ଥାନୀୟ ତହସିଲଦାର, ବିଡିଓ, ଥାନାଧିକାରୀ, ମେଡିକାଲ ଅଫିସର, ଏନ୍‌ଏସି ଅଧିକାରୀଙ୍କୁ ନେଇ କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିଥିଲେ। ମାର୍କେଟ ଅଞ୍ଚଳକୁ...

ପରୀକ୍ଷା ପାଇଁ ପଠାଗଲା ୨ସନ୍ଦିଗ୍ଧଙ୍କ ସ୍ବାବ

ଛତ୍ରପୁର,୨ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ଜଗନ୍ନାଥପୁର ଛକ ନିକଟରେ ସୋମବାର ସନ୍ଧ୍ୟାରେ ପୋଲିସ ରାଞ୍ଚିରୁ ଚେନ୍ନାଇ ଯାଉଥିବା ଏକ ଟ୍ରକ୍‌ରୁ ଉଦ୍ଧାର କରିଥିବା ୬୦ ଜଣ ଏବେ ଚମାଖଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ହୋଇଥିବା ଆଇସୋଲେଶନ ସେଣ୍ଟରରେ ରଖାଯାଇଛି। ସମସ୍ତେ ବାହାର ରାଜ୍ୟର...

ଓଡ଼ିଶା ସୀମା ସିଲ୍‌ ଅନୁଧ୍ୟାନ କଲେ ଡିଆଇଜି

ପାତ୍ରପୁର,୨ା୪ (ଡି.ଏନ.ଏ.): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ଆନ୍ଧ୍ର- ଓଡ଼ିଶା ସୀମା ସିଲ୍‌ କରାଯାଇଛି। ବାହାର ରାଜ୍ୟର କେହି ଯେଭଳି ଲୁଚାଛପାରେ ନ ଆସିପାରିବେ ସେଥିପ୍ରତି ତୀକ୍ଷଣ ନଜର ରଖାଯାଇଛି। ଗୁରୁବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୀମାନ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri