ଗଞ୍ଜାମ

ନିୟମ ଉଲ୍ଲଂଘନକାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ନିର୍ଦ୍ଦେଶ

ଛତ୍ରପୁର,୩୧ା୩(ଡି.ଏନ.ଏ)-ଲକ୍‌ଡାଉନ୍‌କୁ ବେଖାତିର କରି କେତେକ ଯୁବଗୋଷ୍ଠୀ ବାହାରେ ବୁଲିବା ଅଭ୍ୟାସ ଛାଡୁନାହାନ୍ତି। ସମସ୍ତ ପ୍ରଶାସନିକ ଚେଷ୍ଟା ସତ୍ତ୍ୱେ ନ ସୁଧୁରିଲେ ସେମାନଙ୍କୁ ଧରି ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।...

ଲକ୍‌ଡାଉନ୍‌ ଯୋଗୁ ଚାଷୀ ହତାଶ: ବିଲରେ ପଚୁଛି ପନିପରିବା, ଫୁଲ

ଭଞ୍ଜନଗର,୩୧।୩(ଡି.ଏନ.ଏ)- ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ସରକାର ଲକ୍‌ ଡ଼ାଉନ କଟକଣା ଜାରି କରିଛନ୍ତି। ଏହାଦ୍ୱାରା ଲୋକେ କାମଧନ୍ଦା ହରାଇଛନ୍ତି। ଅନ୍ୟ ରାଜ୍ୟରୁ ଆସି ଭଞ୍ଜନଗର ବ୍ଲକରେ ରହିଯାଇଥିବା ଏକାଧିକ ଅଣଓଡ଼ିଆ ପରିବାରଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ସରକାରଙ୍କ ମୁଠାଏ ଖାଦ୍ୟକୁ...

କୋଭିଡ୍‌ ଫଣ୍ଡକୁ ଅଧ୍ୟକ୍ଷା ଦେଲେ ୩୦ ହଜାର

ଦିଗପହଣ୍ଡି,୩୧ା୩(ଡି.ଏନ.ଏ.)- ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଅଧ୍ୟକ୍ଷା ପ୍ରଣତି ପାତ୍ର ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ରିଲିଫ ପାଣ୍ଠିକୁ ୩୦ ହଜାର ଟଙ୍କା ଦାନ କରିଛନ୍ତି। ଅନ୍‌ଲାଇନ୍‌ରେ ସେ ଏହି ଅର୍ଥ ଟ୍ରାଜ୍ଞାକ୍‌ସନ୍‌ କରିଛନ୍ତି। କରୋନା ମହାମାରୀର ମୁକାବିଲା ପାଇଁ ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପିକା...

କୋଭିଡ୍‌ ଫଣ୍ଡକୁ ବୃତ୍ତି ଟଙ୍କା ଦେଲେ ଛାତ୍ରୀ

ଛତ୍ରପୁର,୩୧ା୩(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌ ଫଣ୍ଡ)କୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ପୂର୍ବରୁ ପାଇଥିବା ବୃତ୍ତି ଅର୍ଥରୁ ୩ ହଜାର ଟଙ୍କା ଦେଇଛନ୍ତି। ସେହେଲେ ଗଞ୍ଜାମ ଜିଲା ଛତ୍ରପୁର ଅନ୍‌ସ୍ଲୋ ସରକାରୀ ହାଇସ୍କୁଲର ଛାତ୍ରୀ...

ମଦ ବିକ୍ରି, ଚାଲାଣ ଅଭିଯୋଗରେ ୩ ଗିରଫ

ଗୋପାଳପୁର,୩୧ା୩- ଚୋରା ଦେଶୀ ମଦ ବିକ୍ରି ଓ ବିଦେଶୀ ମଦ ଚାଲାଣ କରୁଥିବାବେଳେ ଦୁଇଟି ସ୍ଥାନରୁ ଗୋଳନ୍ଥରା ପୋଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ସୋରଳ ଗ୍ରାମର ନରସିଂହ ଜାନି, ଗୋଷାଣୀନୂଆଗଁା ଅଞ୍ଚଳର...

ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଗିରଫ ଘଟଣା:ପୁଣି ଥରେ ଜାମିନ ଖାରଜ

ବ୍ରହ୍ମପୁର ଅଫିସ,୩୧।୩ – ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଥିବା ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ (ଦକ୍ଷିଣାଞ୍ଚଳ ମଣ୍ଡଳ) ବିନୋଦ କୁମାର ପାଢୀ ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ଗତ ୪...

ଛତ୍ରପୁର ହସ୍ପିଟାଲରେ କାମଚଳା ଲାବ୍‌

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଛତ୍ର୍ରପୁର ହସ୍ପିଟାଲରେ ଲାବ୍‌ ଟେକ୍ନିସିଆନ୍‌ ଅଭାବ ଲାଗି ରହିଛି। ଫଳରେ ଉକ୍ତ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ବିଭିନ୍ନ ପରୀକ୍ଷା ପାଇଁ ହଇରାଣ ହେଉଛନ୍ତି। ଛତ୍ରପୁର ହସ୍ପିଟାଲରେ ଥିବା ୩ ଜଣ ଲାବ୍‌ ଟେକ୍ନିସିଆନଙ୍କ ମଧ୍ୟରୁ ଜଣେ ମଙ୍ଗଳବାର ଅବସର...

ମଇଁଷିଚରାଳିଙ୍କୁ ଛୁରାମାଡ

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଛତ୍ରପୁର ଥାନା ପଦ୍ମାବତୀ ଗଁା ନିକଟରେ ମଇଁଷି ଚରାଳିଙ୍କୁ ସୋମବାର ଅପରାହ୍ନରେ ଛୁରାମାଡ ହୋଇଛି। ସେହେଲେ ତେଲାପଲ୍ଲୀ ଗଁାର ଏସ୍‌. ମୋଚି ପାତ୍ର। ତାଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ମୋଚି ମଇଁଷି...

ରାଶନ ସାମଗ୍ରୀ ବାଣ୍ଟିଲେ ଡିଆର୍‌ଡିଏ ପିଡି

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଗଞ୍ଜାମ ଡିଆର୍‌ଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଛତ୍ରପୁର ଉପକଣ୍ଠ ଦାମିୟନନଗର ବାସୀଙ୍କୁ ଡାଲି, ଚାଉଳ, ଚିନି, ଆଳୁ, ଚୂଡା ବଣ୍ଟନ କରିଥିଲେ। ଏନେଇ ୪୮ଟି ପରିବାର ଉପକୃତ ହୋଇଥିଲେ। ନିରାଶ୍ରୟ, ଗରିବ ଓ ଏଡ୍‌ସ ଆକ୍ରାନ୍ତଙ୍କୁ...

ଏମ୍‌କେସିଜି କରୋନା ୱାର୍ଡରେ ଅଛନ୍ତି ୭ ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ , ୩୧।୩: କରୋନା (କୋଭିଡ-୧୯)ଭାଇରସ ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନେକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସାରା ଦେଶରେ ଏବେ ଲକ୍‌ଡାଉନ...

ମହିଳାଙ୍କୁ ଆକ୍ରମଣ, ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୬୫/୨୦) ରୁଜୁକରି ପୋଲିସ ତଦନ୍ତ ଚଳାଇଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ସୁରେନ୍ଦ୍ର ପାତ୍ର...

ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡ଼ା ପଞ୍ଚାୟତ ଜକମେରୀପଲ୍ଲୀ ଗାଁର ୨ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦିଗପହଣ୍ଡି ପୋଲିସ ମଙ୍ଗଳବାର ଅଭିଯୁକ୍ତ ସନ୍ତୋଷ ମହାନ୍ତିଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ମାମଲା (ନଂ.୬୪/୨୦) ଅନୁଯାୟୀ ତାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri