ଛତ୍ରପୁର,୨୮ା୩(ଡି.ଏନ୍.ଏ.)- ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି। ଏହି ପ୍ୟାନେଲରେ ୨୪ ଜଣ ଡାକ୍ତର ଅଛନ୍ତି। ଉକ୍ତ ଡାକ୍ତର ମାନଙ୍କ ମଧ୍ୟରେ ୨ ଜଣ ପୂର୍ବତନ ବିଧାୟକ ତଥା ଡାକ୍ତର ଅଛନ୍ତି। ସେମାନେ ହେଲେ ଛତ୍ରପୁରର...
ପୁରୁଷୋତ୍ତମପୁର, ୨୮।୩(ଡି.ଏନ୍.ଏ.): କରୋନା(କୋଭିଡ-୧୯)ର ମୁକାବିଲା ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କର୍ମଚାରୀମାନେ ଆଗେଇ ଆସିଛନ୍ତି। ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୁୁନୀଲ କୁମାର ଟୁଡୁଙ୍କ ସମେତ କାର୍ଯ୍ୟରତ ସମସ୍ତ ୪୮ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର...
ବ୍ରହ୍ମପୁର ଅଫିସ, ୨୮।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍ଡାଉନ ଜାରି ରହିଛି। ତେବେ ଲକ୍ ଡାଉନର ୬ ଦିନ ପରେ ମଧ୍ୟ ବ୍ରହ୍ମପୁରବାସୀ ପ୍ରଶାସନର କଟକଣାକୁ ଅବମାନନା କରୁଛନ୍ତି। ପ୍ରଶାସନର ଅନୁରୋଧ ସତ୍ତ୍ୱେ...
Archives
Model This Week
ପିଲାଙ୍କ ଧରିତ୍ରୀ