ଗଞ୍ଜାମ

ୟୁପିରୁ ଦୁଇ ଭାଇଙ୍କୁ ଗିରଫ କଲା ଛତ୍ରପୁର ପୋଲିସ

ଛତ୍ରପୁର,୧୫ା୯(ଡି.ଏନ.ଏ)-ଦଶ ଚକିଆ ଟ୍ରକରେ ବ୍ୟାଟେରି ସହ ଗଞ୍ଜେଇକୁ ଆନ୍ଧ୍ରରୁ ଓଡିଶା ଦେଇ ଉତ୍ତରପ୍ରଦେଶ ଚାଲାଣ ମାମଲାରେ ସମ୍ପୃକ୍ତ ୨ ଭାଇଙ୍କୁ ପୋଲିସ ଗିରଫ କରିଛିି ା ଏମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ଏଟା ଜିଲା ପିଲୁୱା ଥାନା ଅଞ୍ଚଳର ଅଲି...

ଓସିଏ ଭୋଟର୍‌ ତାଲିକାକୁ ନେଇ ବିବାଦ

ବ୍ରହ୍ମପୁର ଅଫିସ୍‌,୧୫ା୯-ଅନେକ ବର୍ଷ ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ) ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୨୭ତାରିଖରେ ନିର୍ବାଚନ ହେବ। ଏଥିରେ ମୋଟ ୭୩ଜଣ ଭୋଟର୍‌ଙ୍କ ନାମ ପ୍ରକାଶ କରାଯାଇଛି। ଭୋଟର୍‌ ହେବା ପାଇଁ ବିଭିନ୍ନ ସଂଘ ଏବଂ ଅନ୍ୟାନ୍ୟ...

ହୃଦ୍‌ଘାତରେ କଏଦୀ ମୃତ

ବ୍ରହ୍ମପୁର ଅଫିସ,୧୪।୯: ପତ୍ନୀହନ୍ତା ମାମଲାରେ ଅଭିଯୁକ୍ତ ଭାବେ ଗଞ୍ଜାମ ଜିଲା ମଣ୍ଡଳକାରାଗାରରେ ଥିବା ଜଣେ କଏଦୀଙ୍କର ଶନିବାର ଭୋରରେ ମୃତ୍ୟୁ ଘଟିଛି। ସେ ହେଲେ ନିର୍ମଳ ସାହୁ (୩୫)। ତାଙ୍କ ଘର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଡେରା ସାହିରେ...

ପୁରୁଷୋତ୍ତମପୁରରେ ଜାତୀୟ ଲୋକ ଅଦାଲତ: ୨ ଲକ୍ଷ ୭୧ ହଜାର ଟଙ୍କା ଆଦାୟ

ପୁରୁଷୋତ୍ତମପୁର, ୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଜାତୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ ବିଭିନ୍ନ ପ୍ରକାର ଫୌଜଦାରୀ, ପାରିବାରିକ, ଦେୱାନୀ, ଚେକ୍‌ ବାଉନ୍ସ ଓ ବ୍ୟାଙ୍କ ସମ୍ବନ୍ଧୀୟ ମାମଲାର...

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶୁକାନ୍ତ ବେହେରା ଗୁରୁତର: ୨ ଅଫୁଟା ଗୁଳି, ମାଉଜର ଜବତ

ଗଞ୍ଜାମ,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଜୟଶ୍ରୀଛକଠାରେ ଶନିବାର ଭୋରରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ବ୍ରହ୍ମପୁର ଅଞ୍ଚଳ ଗୋଷାଣୀ ନୂଆଗାଁର ଦୁର୍ଦ୍ଦାନ୍ତ ଅପରାଧୀ ଶୁକାନ୍ତ ବେହେରା ଓରଫ କୋକୋ ଗୁରୁତର ହୋଇଛନ୍ତି। ତେବେ ତାଙ୍କ ବାମଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ...

କେନ୍ଦ୍ରରେ ବିକ୍ରି ହେବ ମାଛ ଖାଦ୍ୟ, ଔଷଧ

ଭଞ୍ଜନଗର,୧୪।୯(ଡି.ଏନ.ଏ)-ନବ ନିଯୁକ୍ତ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧ୍ୟକ୍ଷ ଅସିତ ପଟ୍ଟନାୟକ ଶୁକ୍ରବାର ଭଞ୍ଜନଗର ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନରେ ଆସିଥିଲେ। କେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ।...

ପୂର୍ବ ଶତ୍ରୁତାରୁ ଛୁରାମାଡ, ଅଭିଯୁକ୍ତ ଗିରଫ

କୋଦଳା,୧୪ା୯(ଡି.ଏନ.ଏ.): କୋଦଳା ଥାନା ଫାସି ପଞ୍ଚାୟତର ମେଦିନୀପୁର ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୨୩୫/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରିଥିବା ଥାନାଧିକାରୀ ଦିଲୀପ କୁମାର ସାହୁ...

‘ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନରୁ ଅଲଗା କର’

ବ୍ରହ୍ମପୁର ଅଫିସ୍‌,୧୪ା୯-ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ନାନା ସମସ୍ୟା ଦେଇ ଗତି କରୁଛି। ଏହି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଗୋଟିଏ ପରେ ଗୋଟିଏ କଲେଜର ଛାତ୍ରୀଛାତ୍ରମାନେ ବିଭିନ୍ନ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବିଶେଷକରି ପରୀକ୍ଷା ପରିଚାଳନା ଏବଂ ଫଳାଫଳ...

ମାଲିକ ନ ଥିବା ଗାଈ ଉଠାଇଲା ବିଏମ୍‌ସି

ବ୍ରହ୍ମପୁର ଅଫିସ,୧୪।୯-ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟା ସୁଧାରିବାକୁ ଆଉ ଏକ ପଦକ୍ଷେପ ହାତକୁ ନେଇଛି ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) । ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବୁଲା ଗୋରୁ, ମଇଁଷିଙ୍କୁ ରାସ୍ତାରୁ ହଟାଇବା ଦିଗରେ ବିଏମସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ...

ଗ୍ରୀନ କେମେଷ୍ଟ୍ରି ଖାତା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିଲେ ବିଦ୍ୟାର୍ଥୀ

ବ୍ରହ୍ମପୁର ଅଫିସ,୧୩ା୯-ବୁଗୁଡା ପିପୁଲସ୍‌ କଲେଜ ଯୁକ୍ତ ୩ ରସାୟନ ବିଜ୍ଞାନ ସମ୍ମାନର ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଛି ା ୫ ସେମିଷ୍ଟାରର ଗ୍ରିନ କେମେଷ୍ଟ୍ରି ବିଷୟର ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଆର୍‌ଟିଆଇରେ...

ମହିଳାଙ୍କୁ ହତ୍ୟା ଧମକ ମାମଲା: ଅଭିଯୁକ୍ତ ଦୋଷୀ

ଛତ୍ରପୁର,୧୩ା୯(ଡି.ଏନ୍‌.ଏ.)-ମହିଳାଙ୍କୁ ହତ୍ୟା ଧମକ ମାମଲାର ୪ ମାସ ମଧ୍ୟରେ ଶୁଣାଣି କରି ଛତ୍ରପୁର ସବ୍‌ଡିଭିଜନାଲ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ପାଣିଗ୍ରାହୀ ଶୁକ୍ରବାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା କଲ୍ୟାଣପୁର ମଝିସାହିର...

ଟାଙ୍ଗିଆରେ ଆକ୍ରମଣ ଘଟଣାରେ ଜଣେ ଗିରଫ

ବୁଗୁଡ଼ା,୧୩ା୯(ଡି.ଏନ.ଏ.)-ବୁଗୁଡ଼ା ଥାନା ଡାକରାବାଡ଼ିରେ ଟାଙ୍ଗିଆରେ ଆକ୍ରମଣ କରିଥିବା ଘଟଣାରେ ପୋଲିସ ଶୁକ୍ରବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫ ଜଣକ ହେଲେ ଡାକରାବାଡ଼ି ଗ୍ରାମର ପରୀକ୍ଷିତ ସାହୁ। ଏ ନେଇ ବୁଗୁଡ଼ା ଥାନାରେ ନଂ. ୧୨୨/୧୯ରେ ଏକ ମାମଲା ରୁଜୁ ହୋଇଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri