ପୁରୁଷୋତ୍ତମପୁରରେ ହତ୍ୟାକାଣ୍ଡ: ଲଟାବୁଦା ମଧ୍ୟରୁ ଶ୍ରମିକଙ୍କ ଗଳିତ ମୃତଦେହ ଜବତ କଲା ପୋଲିସ
ପୁରୁଷୋତ୍ତମପୁର,୨୭।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରସହର ଉପକଣ୍ଠ ପାଣ୍ଡିଆଛକ ନିକଟସ୍ଥ ଏକ ଲଟାବୁଦା ମଧ୍ୟରୁ ଯୁବକଙ୍କ ଏକ ଗଳିତ ମୃତଦେହକୁ ବୁଧବାର ପୋଲିସ ଜବତ କରିଛି। ଏହାକୁ ନେଇ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି ରାଜେଶ...
ଭାମଶାଳି ନିକଟ ଜଙ୍ଗଲରେ ବାଘ ଆତଙ୍କ: ଗୋଡେଇ ଗୋଡେଇ ୧୧ ଛେଳିକୁ ମାରି ଖାଇଲା…
ବୁଗୁଡ଼ା,୨୭।୮(କାଳିଚରଣଦାଶ): ବୁଗୁଡ଼ା ବନାଞ୍ଚଳ କିରିଆମ୍ବା ଜଙ୍ଗଲ କମ୍ପାର୍ଟମେଣ୍ଟ ୧୧ ଭାମଶାଳି ନିକଟରେ ମଙ୍ଗଳବାର ରାତିରେ ଗୋଟିଏ ବାଘ ୧୧ ଛେଳିକୁ ଖାଇ ମାରି ଦେଇଥିବା ଜଣାପଡ଼ିଛିି।ଏ ନେଇ ଜଙ୍ଗଲ ଆଖପାଖ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଭାମଶାଳି ନିକଟରେ...
ସ୍କୁଲ ରେ ତାଲା:ହେଲାନି ଗଣେଶ ପୂଜା, ବେହୋସ ହେଲେ ଶିକ୍ଷୟିତ୍ରୀ
ଛତ୍ରପୁର,୨୭।୮(ସନ୍ତୋଷ ପାଢ଼ୀ): ଗଣେଶ ପୂଜା ପାଇଁ ସବୁଠି ଚଳଚଞ୍ଚଳ। ପୁର ଠାରୁ ପଲ୍ଲୀ ସବୁଠି ଅଗ୍ରପୂଜ୍ୟ ଗଜାନନଙ୍କ ପୁଜା ବହୁ ଆଡମ୍ବରରେ ଚାଲିଛଇ। ହେଲେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆନୂଆଗାଁ ଠାରେ ଅବସ୍ଥିିତ ସରକାରୀ ଉନ୍ନିତ ଉଚ୍ଚ...
ନିଖୋଜ ୟୁଟ୍ୟୁବରଙ୍କ ସନ୍ଧାନ ମିଳିଲା: ଭୟରେ ଜଙ୍ଗଲ ଭିତରେ…
ପାତ୍ରପୁର,୨୭।୮(ଉମା ଚରଣ ନେପାକ): ଗତ ତିନି ଦିନ ତଳେ ବୁରାତଲ ପଞ୍ଚାୟତ ବାରହା ପଥରକୁ ବଣଭୋଜି କରିବାକୁ ଆସିଥିବା ପୋଲସରା ଥାନା କଲମ୍ବ ଗ୍ରାମର ନିଖୋଜ ୟୁଟ୍ୟୁବରଙ୍କ ମଙ୍ଗଳବାର ରାତିରେ ପତ୍ତା ମିଳିଛି। ସେ ମାରମାରିଆ ଗାଁରେ ପହଞ୍ଚିଥିବା ଜଣାପଡିଛି।...
ଜଙ୍ଗଲକୁ ଟେକି ନେଇ ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଡକାୟତି, ୪ ଅଭିଯୁକ୍ତ…
ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମ ଛକ ନିକଟରେ ଜଣେ ପାନମସଲା ବ୍ୟବସାୟୀଙ୍କୁ ମାଡମାରି ଟଙ୍କା ଲୁଟି ନେବା ଅଭିଯୋଗରେ କେ. ନୂଆଗାଁ ପୋଲିସ ୪...
ନ୍ୟାଶନାଲ କିକବକ୍ସିଂ ପ୍ରତିଯୋଗିତା: ଚେନ୍ନାଇ ଗସ୍ତ କଲେ ପାୟଲ-କଳ୍ପଜିତ, ଲକ୍ଷ୍ୟ…
ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ୨୭ ରୁ ଆରମ୍ଭ ହେଉଥିବା ନ୍ୟାସନାଲ କିକ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଜିଲାରୁ ଚାରି ଜଣ ଚେନ୍ନାଇ ଗ୍ରସ୍ତ କରିଛନ୍ତି l କୋଚ ଜି ପ୍ରମୋଦ ଅପାତ ଓ ଦୁର୍ଗା ପ୍ରସାଦ ଦାସଙ୍କ...
ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ କରୁଥିଲେ ଜମି ବିକ୍ରି, ବନ୍ଧା ହେଲେ ୩, ବଢ଼ିପାରେ ସଂଖ୍ୟା
ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ପର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦),...
ଚାଷଜମିରେ ରୁଆ ଚାଲିଥିଲା ଧାନତଳି, ବଜ୍ରପାତରେ ନଣନ୍ଦ, ଭାଉଜ ସମେତ ୩ ମୃତ
ଛତ୍ରପୁର,୨୬ା୮(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ନଣନ୍ଦ, ଭାଉଜଙ୍କ ସମେତ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ କାମ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଛତ୍ରପୁର...
ବୁଗୁଡା ବ୍ଲକରେ ତାଲିମ ନେବେ ୧୦ ପ୍ରଶିକ୍ଷାର୍ଥୀ ଓଏଏସ୍ ଅଫିସର
ବୁଗୁଡା,୨୬ା୮(କାଳିଚରଣ ଦାଶ)- ଗଞ୍ଜାମ ଜିଲାପାଳଙ୍କ ପତ୍ର ଅନୁସାରେ ଗଞ୍ଜାମ ଜିଲାର ୮ଟି ବ୍ଲକର ୧୬ଟି ପଞ୍ଚାୟତରେ ୧୬ଟି ଗ୍ରୁପରେ ୮୦ ଜଣ ଓଡିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ ୭ ଦିନ ପାଇଁ ସରକାରୀ ଯୋଜନା ଗ୍ରାମାଞ୍ଚଳରେ...
ସିରିଜ ଦୁର୍ଘଟଣା: ଟ୍ରକକୁ ପିଟିଲା ପିକଅପ, ବସ୍କୁ ପିଟିଲା ଟ୍ରକ, ଆଉ ତା’ପରେ..
ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ହୁମା ଓ ଝାଡ଼କୁଦା ମଧ୍ୟରେ ଥିବା ଦଷ୍ଟିଙ୍ଗ ନିକଟ ୧୬ ନଂ ଜାତୀୟ ରାଜପଥଠାରେ ମଙ୍ଗଳବାର ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଥିଲା l ରାସ୍ତାରେ ଏକ ଗାଈକୁ ଦେଖି ଟ୍ରକ ଡ୍ରାଇଭର ଗାଡିର ବେଗ କମାଇବା ପରେ...
ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା: ସାଇକେଲ ଯାତ୍ରା କରି…
ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ସ୍ବାସ୍ଥ୍ୟବସ୍ଥା, ଫିଟନେସ ଓ ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା ବୃଦ୍ଧି ପାଇଁ ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ସଣ୍ଡେ ଅନ ସାଇକଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ସାରଦା ପ୍ରସାଦ...
ଦିନକ ପରେ ବିରାଜମାନ ହେବେ ଗଜାନନ, ଛେଚୁଛି ବର୍ଷା, ଚିନ୍ତାରେ ଗଣେଶ ପୂଜା କମିଟି
ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ଦିନକ ପରେ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶଙ୍କ ଚତୁର୍ଥୀ। ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜମାନ କରିବେ ଗଜାନନ। ଏଥିପାଇଁ ସମଗ୍ର ଗଞ୍ଜାମ ସହରର ବିଭିନ୍ନ ସାହି ଗୁଡିକ ସାଜସ୍ବଜା ଶେଷ ପର୍ଯ୍ୟାୟରେ । ବିରାଟ...
Archives


