ଜଗତ୍‌ସିଂହପୁର

କାଗଜକଲମରେ ଚାଲିଛି ଉଠା ଜଳସେଚନ ପ୍ରକଳ୍ପ : ବର୍ଷା ଅଭାବରୁ ତଳିଘେରା ଫାଟି ଆଁ କରିଛି

ନାଉଗାଁ,୧୮।୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକରେ ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷକାର୍ଯ୍ୟରେ ବାଧା ଉପୁଜିଛି। ବ୍ଲକର ୧୬ଟି ପଞ୍ଚାୟତ ମଧ୍ୟରୁ ତିରୁଣା, ଡାବର ପଞ୍ଚାୟତରେ ଜୁନ୍‌…

6 years ago

ପିଆଇସିଟିରେ ଅଘଟଣ : ଶ୍ରମିକ ଆହତ, ପ୍ରତିବାଦରେ ବିକ୍ଷୋଭ

ପାରାଦୀପ,୧୮।୭(ସ୍ବ.ପ୍ର.) : ପାରାଦୀପ ବନ୍ଦରରେ ୩୦ ବର୍ଷ ପାଇଁ କାମ ପାଇଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି। ବ୍ୟାଗିଂ…

6 years ago

୭ ବର୍ଷ ହେଲା ନାହାନ୍ତି ସ୍ଥାୟୀ ଡାକ୍ତର, ୫ ପଞ୍ଚାୟତର ଲୋକେ ପାଉନାହାନ୍ତି ସ୍ବାସ୍ଥ୍ୟସେବା

ନାଉଗାଁ,୧୧ା୭(ସ୍ବ.ପ୍ର.): ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି। ପ୍ରତି ୫ ହଜାର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ…

6 years ago

ସ୍ଲୁଇସ ଗେଟ୍‌ କାମ ନିମ୍ନମାନର: ପ୍ରଭାବିତ ହେବେ ୫ ପଞ୍ଚାୟତର ଚାଷୀ

ନାଉଗାଁ,୧୧ା୭(ସ୍ବ.ପ୍ର.): ଚାଷ ଜମିରୁ ଉଦ୍‌ବୃତ ଜଳ ନିଷ୍କାସନ ସହିତ ଆବଶ୍ୟକ ସମୟରେ ସଂରକ୍ଷିତ ଜଳକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବା ନିମନ୍ତେ ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ…

6 years ago

ଫାର୍ମାସିଷ୍ଟ ନିଯୁକ୍ତିକୁ ବିରୋଧ : ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ

ନାଉଗାଁ,୧୧।୭(ସ୍ବ.ପ୍ର.) : ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପଞ୍ଚାୟତର ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ସ୍ଥାୟୀ ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟସେବାରେ ସମସ୍ୟା…

6 years ago

ପ୍ରସ୍ତାବିତ ଟ୍ରକ ଟର୍ମିନାଲ ବିରୋଧରେ ମହିଳାଙ୍କ ବିକ୍ଷୋଭ

କୁଜଙ୍ଗ,୧୧ା୭(ସ୍ବ.ପ୍ର.): ପାରାଦୀପ ବନ୍ଦର ପକ୍ଷରୁ ଭୂତମୁଣ୍ଡାଇଠାରେ ୧୦ହଜାର ଟ୍ରକ୍‌ ରହଣୀ ପାଇଁ ଏକ ଟ୍ରକ୍‌ ଟର୍ମିନାଲ ନିର୍ମାଣ କରିବାକୁ ଉଦ୍ୟମ ଚାଲିଛି। ତେବେ ଏକ ଜନବସତି ଅଞ୍ଚଳରେ…

6 years ago

୧୨ ବର୍ଷର ସଂଘର୍ଷ ପରେ ମିଳିଲା ଜମିପଟା

ନାଉଗଁ। ,୧୧ା୭(ସ୍ବ.ପ୍ର.): ନାଉଗଁ। ବ୍ଲକ ଜାମୁଗଁ। ପଞ୍ଚାୟତ ନନ୍ଦୀ ଗ୍ରାମର ଶଙ୍କର ଭୋଇଙ୍କୁ ମଙ୍ଗଳବାର ନାଉଗଁ। ତହସିଲ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଦୀର୍ଘ ୧୨ ବର୍ଷର…

6 years ago

ପାରାଦୀପରେ ହ୍ରାସ ପାଉଛି ଜନସଂଖ୍ୟା

ପାରାଦୀପ,୧୧ା୭(ସ୍ବ.ପ୍ର.): ବିଶ୍ୱର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନେଇ ଏବେ ସବୁ ଦେଶରେ ଉଦ୍‌ବେଗ ପ୍ରକାଶ ପାଉଛି। ଏପରି କି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କେତେକ ଦେଶରେ କଡ଼ାକଡି…

6 years ago

ପିଆଇସିଟି ଆଗରେ ଶ୍ରମିକଙ୍କ ଆନ୍ଦୋଳନ

ପାରାଦୀପ,୧୦ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ଲିଜ୍‌ ନେଇଥିବା କମ୍ପାନୀ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ଆଗରେ ମଙ୍ଗଳବାର ୩୦୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ ବିକ୍ଷୋଭ…

6 years ago

କୁଜଙ୍ଗରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି : ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲ ସ୍ଥାନାନ୍ତର କରିବାକୁ ଦାବି

କୁଜଙ୍ଗ,୯ା୭(ସ୍ବ.ପ୍ର.): କୁଜଙ୍ଗ ବ୍ଲକରେ ସୋମବାର ନୂତନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରଥମ ଜନଶୁଣାଣି ସ୍ଥାନୀୟ ସୂଚନା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୧୭୪ଟି…

6 years ago