ପାରାଦୀପ,୨୫ା୨(ଶରତ ରାଉତ): ଉପକୂଳ ଓଡ଼ିଶାର ପାରାଦୀପ ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୬.୦୯ରେ ମୃଦୁ ଭୂକମ୍ପ ଘଟିଥିବା ଜଣାପଡ଼ିଛି। କେତେକ ଲୋକ ଏହା ଅନୁଭବ କରିଛନ୍ତି…
ପାରାଦୀପ,୨୨।୨(ଶରତ ରାଉତ):ଓଡ଼ିଶା ଉପକୂଳ ଋ଼ଷିକୁଲ୍ୟା, ଦେବୀ ନଦୀ ମୁହାଣଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅଞ୍ଚଳରେ ଅଲିଭ ରିଡ୍ଲେ କଇଁଛ ସମୁଦାୟ ୫ଲକ୍ଷ ୫୫ହଜାର ୬୩୮ଟି ଅଣ୍ଡା ଦେଇଛନ୍ତି। କୋଷ୍ଟଗାର୍ଡ,…
କୁଜଙ୍ଗ,୧୮।୨(ମନୋଜ ପ୍ରଧାନ): ଜଗତସିଂହପୁର ଜିଲା କୁଜଙ୍ଗ ବଜାର କୃଷି ଫାର୍ମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମଦ ବୋଝେଇ ପିକ୍ଅପ୍ ଭ୍ୟାନ୍(ନଂ,ଓଆର୍୦୫ଏଏସ୍-୬୧୨୫) ଦୁର୍ଘଟଣା ଗ୍ରସ୍ତ ହୋଇ…
ଜଗତ୍ସିଂହପୁର, ୧୮।୨ (ପ୍ରମୋଦ କୁମାର ନାୟକ): ମାସେକି ବର୍ଷେ ନୁହେଁ, କେଉଁ ଆବାହନ କାଳରୁ କାଞ୍ଜିଆହୁଦାର ପରିକଳ୍ପନା କରାଯାଇଥିଲା। ଷଣ୍ଢ, ଗାଈ, ମଇଁଷି, ଛେଳି ଓ ମେଣ୍ଢା…
ପାରାଦୀପ,୧୭।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ସନ୍ତୋଷୀ ପ୍ଲାଜା ନାମକ ଏକ ଘରୋଇ ଅତିଥି ଭବନରେ ସୋମବାର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ…
ପାରାଦୀପ,୧୨।୨(ଶରତ ରାଉତ):ଖଣିଜ ସମ୍ପଦ ଚୋରା କାରବାର ଦିନକୁ ଦିନ ବଢ଼ିଚାଲିଛି। ଏହାର ଏକ ବଡ଼ ଉଦାହରଣ ମଙ୍ଗଳବାର ପାରାଦୀପରେ ଦେଖିବାକୁ ମିଳିଛି। ସୁକିନ୍ଦା କାଳିଆପାଣି ଖଣିରୁ କ୍ରୋମାଇଟ…
ପାରାଦୀପ, ୭ା୨(ଶରତ ରାଉତ):ଜଗତ୍ସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ ଏବେ ୧୫ଟି ବୃହତ୍ ଶିଳ୍ପ ଅଛି। ଆଗାମୀ ଦିନରେ ଅନେକ ବଡ଼ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସରକାରୀ…
ପାରାଦୀପ,୨୭।୧: ଜଗତସିଂହପୁର ଜିଲା ପାରାଦୀପ ସମୁଦ୍ର କୂଳରେ ସୋମବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ୧୦ଉଠା ଦୋକାନୀଙ୍କୁ ଧକ୍କା ଦେବା ସହ…
ରଘୁନାଥପୁର,୯ା୧(ରାଜେନ୍ଦ୍ର ନାରାୟଣ ସିଂହ):ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ବୁଧବାର ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଧାନ ଫସଲ ଉଜୁଡ଼ି ଯିବା ପରେ କରଜ ଶୁଝିବା ଚିନ୍ତାରେ…
ପାରାଦୀପ,୭।୧(ଶରତ ରାଉତ):ଜଗତ୍ସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେଡି ରାଜନୀତି କ୍ରମଶଃ ବିବାଦୀୟ ହେବାରେ ଲାଗିଛି। ୨୦୧୯ରୁ ଚାଲି ଆସିଥିବା ବିବାଦ ୨୦୨୪ ନିର୍ବାଚନ ପରେ ଅଧିକ ହେଲାଣି…