ଜଗତ୍‌ସିଂହପୁର

ଶିଆଳି ବେଳାଭୂମିକୁ ପ୍ରଦୂଷିତ କରୁଛି କଇଁଛଙ୍କ ମୃତଦେହ, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ଏରସମା,୨୯ା୧୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମିରେ ଏବେ ଶତାଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଶିଆଳି ସମୁଦ୍ର ବେଳାଭୂମି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ପରେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟଙ୍କ ସୁଅ ଛୁଟୁଛି।...

୮ରେ ଧର୍ମଘଟ ପାଇଁ ସିଟୁର ଆହ୍ବାନ

ବାଲିଆ,୨୬ା୧୨: ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ଓ ସିଟୁ ଜିଲା କମିଟି ତରଫରୁ ବିରିଡି ବ୍ଲକର ଧ୍ୟାନକୁଦଠାରେ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ଏଥିରେ ଶ୍ରମିକ ସ୍ବାର୍ଥ ବିରୋଧୀ ଭାଜପା ସରକାରଙ୍କୁ ଦୃଢ ଜବାବ ଦେବା ଉଦ୍ଦେଶ୍ୟରେ ଜାନୁୟାରୀ ୮ରେ...

ଶାରଳା ମନ୍ଦିରରେ ଏଜି ଅଡିଟ୍‌: ୨୮କର୍ମଚାରୀଙ୍କ ନିଯୁକ୍ତି ତଥ୍ୟ ମିଳୁନାହିଁ

ଜଗତ୍‌ସିଂହପୁର ଅଫିସ,୨୬ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବହୁ ତଥ୍ୟ ଲୋକଲୋଚନକୁ ଆସିଛି। ମନ୍ଦିର ପ୍ରଶାସନ ଅଧୀନରେ କାର୍ଯ୍ୟରତ ୨୮ଜଣ କର୍ମଚାରୀ କେବେ ନିଯୁକ୍ତି ପାଇଥିଲେ ସେ ସଂକ୍ରାନ୍ତୀୟ ତଥ୍ୟ ମିଳୁ...

ଜେଏସ୍‌ଡବ୍ଲ୍ୟୁ ଅଫିସରେ ଭଙ୍ଗାରୁଜା: ୧୦ କୋର୍ଟଚାଲାଣ

ପାରାଦୀପ,୨୫ା୧୨(ସ୍ବ.ପ୍ର.): ସହରର ପ୍ରଶାସନିକ ଭବନ ନିକଟରେ ଥିବା ପାରାଦୀପ ଭବନରେ ମଙ୍ଗଳବାର ତୁମୁଳକାଣ୍ଡ ଘଟିଛି। ଭବନର ତୃତୀୟ ଓ ଚତୁର୍ଥ ମହଲାରେ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଏବଂ ଜେଏସ୍‌ଡବ୍ଲ୍ୟୁ ପୋର୍ଟ ଟର୍ମିନାଲ ଅଫିସରେ ସୋବୁ (ଷ୍ଟୁଡେଣ୍ଟ ଅରଗାନାଇଜେଶନ୍‌ ଅଫ୍‌...

ପାରାଦୀପ ପୌର ପ୍ରଶାସନର ସମନ୍ବୟ ବୈଠକ: କୌଶଳ ବିକାଶରେ ସାମିଲ ହେବେ କିନ୍ନର

ପାରାଦୀପ,୨୫ା୧୨(ସ୍ବ.ପ୍ର.): ସମାଜରେ ବଞ୍ଚତ୍ବାକୁ କିନ୍ନରମାନେ ଅନେକ ସଂଘର୍ଷ କରିଥାନ୍ତି। ସେମାନଙ୍କ ରୋଜଗାର ଉତ୍ସଶୈଳୀ ଭିନ୍ନ ହୋଇଥାଏ। ତେଣୁ ଏସବୁକୁ ପରିବର୍ତ୍ତନ କରିବା ପାଇଁ ଏବେ ସରକାରୀ ଭାବେ ପ୍ରୟାସ ଆରମ୍ଭ ହୋଇଛି। ମଙ୍ଗଳବାର ପାରାଦୀପ ପୌର ପ୍ରଶାସନିକ ଭବନରେ କିନ୍ନରଙ୍କ...

ପ୍ରତିଭା ବଳରେ ପରିଚୟ ସୃଷ୍ଟି କର: ରାଜ୍ୟପାଳ

ଜଗତ୍‌ସିଂହପୁର ଅଫିସ/ନାଉଗଁା,୨୫ା୧୨(ସ୍ବ.ପ୍ର.): ଓଡ଼ିଶା ମାଟି ହେଉଛି ସ୍ବତନ୍ତ୍ର। ଏହି ମାଟିରେ ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁଙ୍କ ଭଳି ଅନେକ ମହାତ୍ମାଙ୍କ ଜନ୍ମ ହୋଇଛି। ଗୋପବନ୍ଧୁ, ବକ୍ସି ଜଗବନ୍ଧୁ ନିଜର ପ୍ରତିଭା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେଣୁ ପିଲାମାନେ...

ରେଳ ଧାରଣାରୁ ମଦ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ଘଟଣା: ଯୋଜନାବଦ୍ଧ ହତ୍ୟା ନେଇ ଏସ୍‌ପିଙ୍କୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୨୩ା୧୨: ତିର୍ତ୍ତୋଲ ଗୋପିଆକୁଦସ୍ଥିତ ସରକାରୀ ଦେଶୀ ମଦ ଦୋକାନରେ କାମ କରୁଥିବା ଅମୀନ ସେଠୀ(୩୫) ନାମକ ଯୁବକଙ୍କ ମୃତଦେହ ଶନିବାର ରେଳଧାରଣାରୁ ଉଦ୍ଧାର କରାଯାଇଥିଲା। ୨୦ ତାରିଖ ଅପରାହ୍ନରେ ତାଙ୍କଠାରୁ ୫,୫୬,୦୦୦ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗର ୧୨...

ବାଲିତୁଠ ପ୍ରାଥମିକ ବିଦ୍ୟାଳୟ: ୩ୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ଗିରଫ

ଜଗତ୍‌ସିଂହପୁର ଅଫିସ,୨୩ା୧୨: ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ବାଲିତୁଠ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଲିନା ନନ୍ଦ ଜଣେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସେ ଶନିବାର ଛାତ୍ରୀ ବାଲିତୁଠର ଜନ୍‌ ସ୍ବାଇଁଙ୍କ...

ପ୍ରାଥମିକ ବିଦ୍ୟାଳୟ ଲାଇବ୍ରେରି ବହି କିଣାରେ ଚଞ୍ଚକତା

ଜଗତ୍‌ସିଂହପୁର ଅଫିସ,୨୩ା୧୨: ଜଗତ୍‌ସିଂହପୁର ଜିଲାରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଲାଇବ୍ରେରି ବହି କିଣାରେ ଚଞ୍ଚକତା କରାଯାଉଛି। ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ସହ ଗୁପ୍ତ ବୁଝାମଣା କରାଯାଇ କମିଶନ ଆକାରରେ ମୋଟା ଅଙ୍କର ଅର୍ଥ ରୋଜଗାର ଚାଲିଛି। ବିଦ୍ୟାଳୟଗୁଡିକ ସେମାନଙ୍କ ପସନ୍ଦର ବହି...

ରେଳ ଧାରଣାରୁ ମଦ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର: ଲୁଟ୍‌ର ୨୪ ଘଣ୍ଟା ନ ପୂରୁଣୁ ହତ୍ୟା ସନ୍ଦେହ

ଜଗତ୍‌ସିଂହପୁର ଅଫିସ,୨୨ା୧୨: ତିର୍ତ୍ତୋଲ ଗୋପିଆକୁଦସ୍ଥିତ ସରକାରୀ ଦେଶୀ ମଦ ଦୋକାନରେ କାମ କରୁଥିବା ଅମୀନ ସେଠୀ (୩୫) ନାମକ ଯୁବକଙ୍କଠାରୁ ୨୦ ତାରିଖ ଅପରାହ୍ନରେ ଦୁର୍ବୃତ୍ତ ୫,୫୬,୦୦୦ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା। ଏହାର ୨୪ ଘଣ୍ଟା ନ...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଗାଡ଼ି ଧକ୍କାରେ ୬ଜଣଙ୍କୁ କଲେ ଆହତ

ବାଲିକୁଦା,୨୨ା୧୨(ସ୍ବ.ପ୍ର.): ବାଲିକୁଦା ଥାନା ଅଧୀନ ବୋରିକିନା ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଉକ୍ତ ଯୁବକ କାହାକୁ ଟଙ୍କା ମାଗି ଧମକ ଦେଇଛନ୍ତି ତ ଆଉ କାହାକୁ ବନ୍ଧୁକ ମୁନରେ ଉଡାଇ ଦେବାକୁ କହିଛନ୍ତି। ପୁଣି କାହାକୁ...

ଗଡ଼କୁଜଙ୍ଗରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ଲାଗି ଜନଶୁଣାଣି

ପାରାଦୀପ/ଏରସମା,୨୦।୧୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ଗଡ଼କୁଜଙ୍ଗଠାରେ ଶୁକ୍ରବାର ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପାଇଁ ମେଗା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ୭୧ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ଚାଲିଥିବା ଏହି ଜନଶୁଣାଣିରେ କେତେକ ଲୋକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri