ପାରାଦୀପ,୧୩।୨(ଶରତ ରାଉତ):ଜଗତ୍ସିଂହପୁର ଜିଲା ପାରାଦୀପ ବନ୍ଦର ସହରର ପ୍ରତୀକ ହେଉଛି ସମୁଦ୍ର କୂଳରେ ଥିବା ବତିଘର (ଲାଇଟ ହାଉସ)। ୩୬ ବର୍ଷ ହେଲା ଏହି ବତିଘର ସାମୁଦ୍ରିକ ନାଭିଗେସନ କ୍ଷେତ୍ରରେ କାମରେ ଲାଗୁଛି। ଏବେ ସୂଚନା ପ୍ରଯୁକ୍ତି ବିଦ୍ୟା ସଫଳତା...
ପାରାଦୀପ,୧୧।୨(ଶରତ ରାଉତ)ପାରାଦୀପ ବନ୍ଦର ସହର ନିକଟସ୍ଥ ବେଳାଭୂମିରେ ଥିବା ଝାଉଁ ଜଙ୍ଗଲରେ ଶନିବାର ସାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ସେଠାରେ ଥିବା ଶତାଧିକ ଝାଉଁଗଛ ପୋଡ଼ିଯାଇଛି। ଖବରପାଇ ପୋର୍ଟ ସିଆଇଏସ୍ଏଫ୍ର ଦମକଳ ଗାଡି ପହଞ୍ଚତ୍ ନିଆଁକୁ ଆୟତ୍ତ କରିଛି। ଝାଉଁଗଛ...
ପାରାଦୀପ,୬।୨(ଶରତ ରାଉତ):ପାରାଦୀପ ବନ୍ଦର ରବିବାର ଟ୍ରେନ୍ରେ ପଣ୍ୟ କାରବାରରେ ରେକର୍ଡ କରିଛି। ଗୋଟିଏ ଦିନରେ ୭୯ଟି ଟ୍ରେନ୍ରେ କାରବାର କରିଛି। ଏହା ଏପର୍ଯ୍ୟନ୍ତ ହୋଇଥିବା ଟ୍ରେନ କାରବାର ମଧ୍ୟରେ ସର୍ବାଧିକ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ୨୦୨୩...
Archives
Model This Week
ପିଲାଙ୍କ ଧରିତ୍ରୀ