ଜଗତ୍‌ସିଂହପୁର

ଭୁଲ୍‌, ନିଷେଧ ଔଷଧ ସେବନ ଯୋଗୁ ବିପଦ ବଢ଼ୁଛି

ଜଗତ୍‌ସିଂହପୁର, ୭ା୯(ପ୍ରମୋଦ କୁମାର ନାୟକ)ଔଷଧକୁ ଠିକ୍‌ ଭାବେ ବ୍ୟବହାର କରାନ ଗଲେ ବେଳେବେଳେ ଗୁରୁତର ବିପଦ ସୃଷ୍ଟି କରିଥାଏ। ଏନେଇ ସରକାର ଗତବର୍ଷ ବିଶ୍ୱ ରୋଗୀ ସୁରକ୍ଷା ଦିବସରେ ଔଷଧ ସୁରକ୍ଷା ପ୍ରସଙ୍ଗକୁ ବିଷୟବସ୍ତୁ ରଖିଥିଲେ। ବିନା ବିପଦରେ ଔଷଧ...

ପଲିଥିନ ବ୍ୟାନ୍‌ ପ୍ରହସନ ପାଲଟିଛି

ଜଗତ୍‌ସିଂହପୁର,୪ା୯ (ପ୍ରମୋଦ କୁମାର ନାୟକ): ପଲିଥିନର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି। ଏଗୁଡ଼ିକ ବର୍ଷ ବର୍ଷ ଧରି ନଷ୍ଟ ନ ହୋଇ ପଡ଼ିରହିବାରୁ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ପଲିଥିନ ବ୍ୟାନ ଉପରେ ସରକାର ଗୁରୁତ୍ୱ...

ଜିଲାରେ ପୁଷ୍ଟିକର ଖାଦ୍ୟ ଯୋଗାଣ ନିମ୍ନମାନର

ଜଗତ୍‌ସିଂହପୁର, ୩ା୯(ପ୍ରମୋଦ କୁମାର ନାୟକ)ଜଗତସିଂହପୁର ଜିଲାର ପାଖାପାଖି ୩୧,୪୬୭ ଶିଶୁ, ୨୨୮ ଦୁର୍ବଳ ଶିଶୁ, ୧୦,୩୫୧ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଥିବା ନେଇ ସରକାରୀ ଭାବେ ଦର୍ଶାଯାଉଛି। ବାସ୍ତବରେ କିନ୍ତୁ ପ୍ରତ୍ୟେକଙ୍କ ପାଖରେ ଏହା...

ସମୁଦ୍ରରେ ବୋଟ୍‌ରୁ ସନ୍ଦିଗ୍ଧ ଯୁବକ ଠାବ

ପାରାଦୀପ,୨।୯ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦରରୁ ସମୁଦ୍ରକୁ ଯାଇଥିବା ଏକ ବୋଟ୍‌ରୁ ବୁଧବାର ରାତିରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ମତ୍ସ୍ୟଜୀବୀମାନେ ଅଚାନକ ଠାବ କରିଥିଲେ। ସେମାନେ ଶୁକ୍ରବାର ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ପହଞ୍ଚତ୍ ତାଙ୍କୁ ମେରାଇନ ଥାନା...

୭ ମାସ ପରେ ବି ୱେବସାଇଟ୍‌ ଅପଡେଟ୍‌ ହେଲାନି

ଜଗତ୍‌ସିଂହପୁର, ୨୯ା୮(ପ୍ରମୋଦ ନାୟକ): କୌଣସି ନାଗରିକଙ୍କୁ ସୂଚନା ଅଧିକାର (ଆର୍‌ଟିଆଇ)ରୁ ବଞ୍ଚତ୍ତ କରାଯାଇପାରିବ ନାହିଁ। ତେଣୁ ନିର୍ଦ୍ଦେଶ ପାଇବାର ୬୦ ଦିନ ଭିତରେ ଅଫିସିଆଲ ୱେବସାଇଟ୍‌ ଅପଡେଟ୍‌ କର। ଜଗତ୍‌ସିଂହପୁର ପୌର ପରିଷଦକୁ ୭ ମାସ ପୂର୍ବରୁ ଏଭଳି ନିର୍ଦ୍ଦେଶ...

ଗୋଳା ନାଳ: ଡ୍ୟାମ୍‌ ପରିବର୍ତ୍ତେ ସଫେଇ ଚାଲିଛି

ନାଉଗାଁ,୨୮ା୮(ସୁଧା ବେହୁରା): ନାଉଗାଁ  ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ଅଙ୍ଗେଶ୍ୱରପଡ଼ାରୁ ଗୋଳା ନାଳ ବାହାରି ଓଷକଣା, ଡେରିକି, କୋରୁଅ ପଞ୍ଚାୟତ ଦେଇ ଗାରୋଇ ନିକଟରେ ଗୋବରୀ ନଦୀରେ ମିଶିଛି। ଚଳିତ ଆର୍ଥତ୍କ ବର୍ଷରେ ଏହି ନାଳ ଖନନ ପାଇଁ ଜଳ...

ଜିଲାରେ ବଢୁଛି ଚୋରା, ନକଲି ମଦ କାରବାର

ଜଗତ୍‌ସିଂହପୁର, ୨୭ା୮(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାରେ ଚୋରା ମଦ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ସହରଠାରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଏହି ର଼୍ୟାକେଟ୍‌ ତାର କାୟା ବସ୍ତାର କରି ଚାଲିଛି। ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ଚୋରା ବେପାରୀ...

ନାବାଳିକାଙ୍କୁ ବଳାତ୍କାର: ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ

ଜଗତ୍‌ସିଂହପୁର, ୨୬ା୮ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୨୦୧୯ରେ ଅପହରଣ ସହ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଜଗତ୍‌ସିଂହପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ...

ନିର୍ମାଣ ନ ସରୁଣୁ କାନ୍ଥରେ ଫାଟ

ଏରସମା,୨୬ା୮(ଦୀପ୍ତି ରଞ୍ଜନ ଖଣ୍ଡୁଆଳ): ଏରସମା ବ୍ଲକ ମୁଖ୍ୟାଳୟ ପଞ୍ଚାୟତସ୍ଥିତ ସିହା ଗ୍ରାମରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଚାଲିଛି। ତେବେ ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କାର୍ଯ୍ୟ ଶେଷ ନ ହେଉଣୁ...

ବେଳାଭୂମି ଜଙ୍ଗଲରେ ଇଟା ପାଚେରି

ପାରାଦୀପ,୨୪।୮(ଶରତ ରାଉତ)ପାରାଦୀପ ଷଣ୍ଢକୁଦ ବସ୍ତିର ଅନତି ଦୂରରେ ବିସ୍ତୀର୍ଣ୍ଣ ବେଳାଭୂମି ସହ ଝାଉଁ ଜଙ୍ଗଲ ରହିଛି। ସେହି ଜଙ୍ଗଲ ମଝିରେ ଅଛି ବନ ବିଭାଗର ବିଟ୍‌ ହାଉସ। ତା’ଠାରୁ ୫୦୦ ମିଟର ଆଗକୁ ଗଲେ କେବଳ ଜଙ୍ଗଲ ଓ ବେଳାଭୂମି...

ନାଁକୁ କେବଳ ତଦନ୍ତ, ପଦକ୍ଷେପ ଶୂନ

ଜଗତ୍‌ସିଂହପୁର, ୨୧ା୮(ପ୍ରମୋଦ କୁମାର ନାୟକ):ମନୁଷ୍ୟମାନଙ୍କ ପାଇଁ ସରକାର ଅନେକ ମାଗଣା ଚିକିତ୍ସା ସୁବିଧା କରିଥିବାବେଳେ ପ୍ରାଣୀମାନେ ଉପେକ୍ଷିତ ହେଉଛନ୍ତି। ଗୃହପାଳିତ ପ୍ରାଣୀମାନଙ୍କଠାରୁ ମଣିଷମାନେ ଜୀବିକା ସହ ଅନେକ ସୁବିଧା ସୁଯୋଗ ପାଉଛନ୍ତି। କିନ୍ତୁ ସେମାନଙ୍କୁ ଅଣଦେଖା କରାଯାଉଛି। ଏହାଦ୍ୱାରା ଅନେକ...

ଏରସମା-କାଣିପଦା ରାସ୍ତା ଶୋଚନୀୟ: ଅସୁବିଧାରେ ୩ ପଞ୍ଚାୟତ

ଏରସମା,୨୧ା୮(ଦୀପ୍ତି ରଞ୍ଜନ ଖଣ୍ଡୁଆଳ):ଏରସମା ବ୍ଲକ ମୁଖ୍ୟାଳୟ ପଞ୍ଚାୟତର ବାଳିକା ଉଚ୍ଚ ବିଦ୍ୟାଳୟଠାରୁ କାଣିପଦା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହା ଉପରେ ନିର୍ଭର କରୁଥିବା ୩ ପଞ୍ଚାୟତର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆରଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri