ଜଗତ୍ସିଂହପୁର ଅଫିସ,୮ା୫: ଦିନ ଥିଲା ଅଳକା ସୁଗଭୀର ଥିଲା। ଏଥିରେ ଜାହାଜ ଯାତାୟାତ କରିପାରୁଥିଲା। ତେଣୁ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍ସିଂହପୁରରେ ଇଂରେଜମାନେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍ ବାଣିଜ୍ୟ କୋଠି କରିବାକୁ ସକ୍ଷମ ହୋଇଥିଲେ। ସମୟ ଚକ୍ରରେ ଅଳକା...
ତିର୍ତ୍ତୋଲ,୭।୫(ଡି.ଏନ.ଏ.): ଏକ ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସକୁ ସଂଘବନ୍ଧ ଭାବେ ଆକ୍ରମଣ କରାଯାଇଛି। ଫଳରେ ୨ ଜଣ ମହିଳା ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ଥାନା ଗରେଇ ପଞ୍ଚାୟତ ଅନ୍ତର୍ଗତ ଶିରୋଳ ଗ୍ରାମରେ ଶୁକ୍ରବାର...
ପାରାଦୀପ, ୭ା୫(ସ୍ବ.ପ୍ର.) ପାରାଦୀପର ସବୁଠାରୁ ଚିତ୍ତବିନୋଦନ ସ୍ଥାନ ବାଲିଯାତ୍ରା ପଡ଼ିଆ ତଥା ବତୀଘର ପାଖ ସମୁଦ୍ର ବେଳାଭୂମି ଗତ ୬ ଦିନ ହେଲା ଅନ୍ଧାରରେ ରହିଛି। ଏହାଦ୍ୱାରା ଉକ୍ତ ସ୍ଥାନ ସା ପରଠାରୁ ଶୂନଶାନ ହେବା ସହ ଭୟାତୁର ପରିବେଶ...
Archives
Model This Week
ପିଲାଙ୍କ ଧରିତ୍ରୀ