ଜଗତ୍‌ସିଂହପୁର

ଶିକ୍ଷାନୁଷ୍ଠାନରେ କମ୍‌ ତାଲିକାରେ ଅଧିକ ଶିକ୍ଷକ

ନାଉଗାଁ,୨।୪(ସ୍ବ.ପ୍ର.): ନାଉଗାଁରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ସମୁଦାୟ ୭୯ଟି ରହିଛି। ଏସବୁ ବିଦ୍ୟାଳୟ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା ଓ ମଧ୍ୟାହ୍ନଭୋଜନର ତଦାରଖ ପାଇଁ ୯ଟି କ୍ଲଷ୍ଟର ରହିଛି। ଏହି ୯...

୪୦ ହଜାର ହେକ୍ଟର ମୁଗ ଫସଲ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୧ା୪: ଜଗତ୍‌ସିଂହପୁର ଜିଲାରେ ଚଳିତବର୍ଷ ପାଖାପାଖି ୪୦ ହଜାର ହେକ୍ଟର ଜମିରେ ହୋଇଥିବା ମୁଗଚାଷ ମଧ୍ୟରୁ ଅଧିକାଂଶ ବହୁମାତ୍ରାରେ ପ୍ରଭାବିତ ହୋଇଛି। କାଳବୈଶାଖୀ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁ କିଛି ଜମିରେ ମୁଗ ଭଲ...

ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩୧ା୩: ଏପ୍ରିଲ ୩ରେ ଜଗତ୍‌ସିଂହପୁର ଜିଲା ପ୍ରତିଷ୍ଠା ଦିବସ। ଏନେଇ ପ୍ରସ୍ତୁତି ଏକପ୍ରକାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। କିନ୍ତୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି। ବିଜ୍ଞାପନ ପତ୍ର ସଂଖ୍ୟା ନଂ....

ବେଳାଭୂମି ଜଙ୍ଗଲରୁ ଭୂତଳ ଜଳ ଲୁଟ୍‌

ପାରାଦୀପ,୩୧ା୩ (ସ୍ବ.ପ୍ର.): ପାରାଦୀପର ଷଣ୍ଢକୁଦଠାରୁ ତ୍ରିଲୋଚନପୁର ଗ୍ରାମ ପର୍ଯ୍ୟନ୍ତ ବେଳାଭୂମି ସୁରକ୍ଷା ରାସ୍ତାର ଦୁଇ ପାଶର୍‌ବରୁ ବାଲି ସହ ଜଙ୍ଗଲରୁ ଭୂତଳ ଜଳ ଉଠାଣ ଓ ଝାଉଁ ଜଙ୍ଗଲରୁ କାଠ କାଟି ନିଆଯାଉଛି। ସେହିପରି କଂସାରିପାଟିଆ ନଦୀ ପଠାରୁ ମାଟି...

ଠିକାଦାର ଶ୍ରମ ଆଇନ ମାନିନାହାନ୍ତି

ଜଗତ୍‌ସିଂହପୁର ଅଫିସ,୩୦ା୩: ସ୍ଥାନୀୟ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱ ଜମିରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କାମ ଚାଲିଛି। ବିଲ୍ଡିଂ ପାର୍ଶ୍ୱରେ ବନ୍ଧା ଯାଇଥିବା ବାଉଁଶଭାରା ଭୁଶୁଡ଼ି ପଡ଼ିବାରୁ େସେଠାରେ କାମ କରୁଥିବା ପଶ୍ଚିମବଙ୍ଗର ୩ ଶ୍ରମିକ ତଳେ ପଡ଼ି ଆହତ...

ବକ୍ସ କଲଭର୍ଟ କାମରେ ମନମାନି

ଜଗତ୍‌ସିଂହପୁର ଅଫିସ,୩୦ା୩: ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନର ମନମାନି ପୁଣି ପଦାକୁ ଆସିଛି। ଜଗତ୍‌ସିଂହପୁର ସହର ବଙ୍ଗଳା ଛକ ନିକଟ ପୋଷ୍ଟ ଅଫିସ ଛକରୁ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୦ନଂ. ଡିଷ୍ଟ୍ରିବ୍ୟୁଟାରୀରେ କେନାଲ ଉପରେ ୩,୬୦,୬୮,୫୩୯ ଟଙ୍କା ବ୍ୟୟ...

ମଧ୍ୟାହ୍ନଭୋଜନ ଖାଉନାହାନ୍ତି ଛାତ୍ରୀଛାତ୍ର

ରଘୁନାଥପୁର,୨୯ା୩(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାର ଉନ୍ନତି ପାଇଁ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଏଠାରେ ମାଗଣାରେ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ପାଠପଢା ବହି ଓ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ...

ଦେବୀ ନଦୀରେ ବୁଡ଼ିଗଲେ: ୩ ସାଙ୍ଗ ୨ ମୃତ, ଜଣେ ନିଖୋଜ

ବାଲିକୁଦା,୨୮ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ମାଛଗଁା ଦେବୀ ନଦୀ କୂଳରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ଏହି ନଦୀକୁ ଗାଧୋଇବାକୁ ଆସିଥିବା ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨...

ଓଡ଼ିଶା ଲୋକସେବା ଅଧିକାର ଆଇନ କାମରେ ଲାଗୁନି

ପାରାଦୀପ,୨୭ା୩ (ସ୍ବ.ପ୍ର.): ୨୦୧୧-୧୨ ମସିହାରେ ସମଗ୍ର ଦେଶରେ ଜନ ଲୋକପାଳ ଆଇନ୍‌ ପାଇଁ ଆନ୍ଦୋଳନ ହୋଇଥିଲା। ସେତେବେଳେ ଆନ୍ନା ହଜାରେ ଅନଶନ ମଧ୍ୟ କରିଥିଲେ। ଯେଉଁଥିପାଇଁ ୟୁପିଏ ସରକାର ପରବର୍ତ୍ତୀ ସମୟରେ ଶାସନରୁ ଯାଇଥିଲା ବୋଲି ଚର୍ଚ୍ଚା ହୁଏ। ସେହି...

ସରକାରୀ ବିଦ୍ୟାଳୟରେ ଅନିଶ୍ଚିତତା ଘେରରେ ପ୍ରି-ନର୍ସରି

ଜଗତ୍‌ସିଂହପୁର ଅଫିସ,୨୭ା୩: ୨୦୧୮ରେ କେନ୍ଦ୍ର ସରକାର ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଦେଶରେ ଏକକ ଶିକ୍ଷା ବ୍ୟବସ୍ଥା ତଥା ସମଗ୍ର ଶିକ୍ଷା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ବିଦ୍ୟାଳୟଗୁଡ଼ିକରେ ପ୍ରି ନର୍ସରି ଖୋଲିବା ସାଙ୍ଗକୁ ଏକକ ଶିକ୍ଷାନୁଷ୍ଠାନରେ ସାଧାରଣ...

ଶିକ୍ଷକଙ୍କ ଗ୍ରେଡେସନ ତାଲିକାରେ ତାଳ ମେଳ ରହୁନି

ନାଉଗାଁ,୨୬।୩(ସ୍ବ.ପ୍ର): ଶିକ୍ଷକମାନଙ୍କର ପଦୋନ୍ନତି ପାଇଁ ପ୍ରତିବର୍ଷ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କର ଗ୍ରେଡେଶନ ତାଲିକା ପ୍ରସ୍ତୁତ କରାଯାଇଥାଏ। ଏହି ଗ୍ରେଡେଶନ ତାଲିକା ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇ ଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଥାଏ।...

ପାକ୍ସ ସମ୍ପାଦକଙ୍କ ମନମାନି, ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ, ୨୫ା୩: ଚଳିତ ଖରିଫ ଋତୁ ପାଇଁ ଧାନକିଣା ଅବଧି ଚଳିତ ମାସ ୩୦ ତାରିଖ ସୁଦ୍ଧା ଶେଷ ହେବ। ମଣ୍ଡିଗୁଡ଼ିକରୁ ମୋଟ୍‌ ୧୬,୫୨,୦୦୦ କୁଇଣ୍ଟାଲ ବଳକା ଧାନ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ୧୩,୯୮,୦୭୨.୨୯...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri