ଜଗତ୍‌ସିଂହପୁର

ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ସରୁନି

ନାଉଗାଁ,୧୨ା୭(ସ୍ବ.ପ୍ର):ନାଉଗାଁ ବ୍ଲକ ତିରୁଣା ପଞ୍ଚାୟତ ଦହିପାଳଠାରେ ସରକାରଙ୍କ ତରଫରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି। ୮ ଫେବୃୟାରୀ ୨୦୨୧ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଏହି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ...

ପସନ୍ଦର ବିଦ୍ୟାଳୟ ଯିବାକୁ ଚାଲିଛି ରାଜନୀତି

ଜଗତ୍‌ସିଂହପୁର ଅଫିସ,୧୧ା୭: ରାଜ୍ୟ ସରକାର କିଛି ବର୍ଷ ପ୍ରାଥମିକ ବିଦ୍ୟାଳୟସ୍ତରରେ ସମାନୁପାତିକ ଭିତ୍ତିରେ ଶିକ୍ଷକ ବଦଳି କରୁଥିଲେ। କିନ୍ତୁ ତାହା ବନ୍ଦ କରାଯାଇ ନୂଆ ବଦଳି ନିୟମ ଲାଗୁ କରାଯାଇଛି। ଏଥିରେ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟସ୍ତରରେ ଖାଲି ପଦବୀ...

ଭିତ୍ତିଭୂମି ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ଜଗତ୍‌ସିଂହପୁର ଅଫିସ, ୧୧ା୭: ରାଜ୍ୟ ସରକାର ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଉଥିବା ନେଇ ପ୍ରଚାର ହେଉଛି। କିନ୍ତୁ ନିକଟସ୍ଥ ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟଟି ଦୀର୍ଘ ବର୍ଷ ହେବ ଅବହେଳିତ ଅବସ୍ଥାରେ ରହିଛି। ଭିତ୍ତିଭୂମି ଅଭାବରୁ ଏଠାରେ ଶିକ୍ଷାଦାନ...

୨୦ ପରିବାରର ଆତ୍ମାହୁତି ଚେତାବନୀ

କୁଜଙ୍ଗ, ୯।୭ (ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକର ଚଟୁଆ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଜମିକୁ ନେଇ ବିବାଦ ଦେଖାଦେଇଛି। ନିକଟସ୍ଥ ବଳରାମପୁର ଗ୍ରାମର ୨୦ଟି ପରିବାର ଉକ୍ତ ଜାଗାକୁ ସେମାନଙ୍କ ପୈତୃକ ସମ୍ପତ୍ତି ବୋଲି କହିି ବିଦ୍ୟାଳୟ ପରିସର...

ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରେଣୀଗୃହ କାନ୍ଥ

ରଘୁନାଥପୁର,୯ା୭(ଡି.ଏନ୍‌.ଏ.): ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ସ୍ମାର୍ଟ ସ୍କୁଲ ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାସତ୍ତ୍ୱେ ରାଜ୍ୟରେ ଏପରି ଅନେକ ସ୍କୁଲ ରହିଛି ଯେଉଁଠି ପିଲାମାନଙ୍କ ସୁରକ୍ଷା ଉପରେ ଧ୍ୟାନ...

ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସରେ ୩ ବର୍ଷୀୟା ରିଷିତା

ଖୋର୍ଦ୍ଧା ଅଫିସ,୮ା୭: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଓଳାସ ଗ୍ରାମର ରିଷିତା ରାଜୀବ ବରାଳ(୩ ବର୍ଷ ୩ ମାସ) ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସ (ଆଇବିଓଆର)ରେ ଯୋଗ୍ୟତା ହାସଲ କରିଛନ୍ତି। ଆଇବିଓଆର ପକ୍ଷରୁ ରିଷିତାଙ୍କୁ ସୁପର ଟ୍ୟାଲେଣ୍ଟେଡ୍‌ କିଡ୍‌...

ଭଙ୍ଗା ଆଜ୍‌ବେଷ୍ଟସ ଶ୍ରେଣୀ ଗୃହରେ ଚାଲିଛି ପାଠପଢ଼ା

ନାଉଗାଁ,୬।୭(ସ୍ବ.ପ୍ର): ବିଦ୍ୟାଳୟଗୁଡିକୁ ସରସ, ସୁନ୍ଦର କରିବା ସହ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। କିନ୍ତୁ ଏସବୁ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହାର ବାସ୍ତବ ଚିତ୍ର ନାଉଗାଁ ବ୍ଲକ...

ଲଘୁଚାପଜନିତ ବର୍ଷା: ଜଳ ନିଷ୍କାସନ ଚିନ୍ତା ଘାରିଛି

ନାଉଗାଁ,୬।୭(ସ୍ବ.ପ୍ର): ଅସରାଏ ବର୍ଷା ହେଲେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଡ୍ରେନ୍‌ଗୁଡିକ ଜବରଦଖଲ ସାଙ୍ଗକୁ ଆବଶ୍ୟକ ପୁନରୁଦ୍ଧାର ଅଭାବରୁ ଅପରିଷ୍କାର ପାଣି ରାସ୍ତାରେ ମାଡି ସଂକ୍ରମଣ ବୃଦ୍ଧି କରେ। ଏହି ସମସ୍ୟା ଦିନେ କି ମାସେ ନୁହେଁ,...

ଏନ୍‌ଆର୍‌ଏଲ୍‌ ଜମି ଅଧିଗ୍ରହଣରେ ଭିନ୍ନତା

ପାରାଦୀପ,୬ା୭(ସ୍ବ.ପ୍ର.): ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି (ଏସ୍‌ଆଇପିସି) ଯୋଜନାରେ ପାରାଦୀପ ବନ୍ଦର ଜାଗାରେ ୪ଟି ନୂତନ ପ୍ରକଳ୍ପ ନିର୍ମାଣ ଚାଲିଛି। ସେଗୁଡିକ ହେଲା ଏନ୍‌ଆର୍‌ଏଲ (ନୁମାଲିଗଡ ରିଫାଇନାରି ଲିମିଟେଡ), ତ୍ରିବେଣୀ ଆର୍ଥମୁଭର୍ସ ପ୍ରାଇଭେଟ ଲିମିଟେଡ, ଏସାର ମିନମେଟ ଲିମିଟେଡ ଓ...

ନିଶା କବଳରେ ବାଳକ, ବଢୁଛି ଅପରାଧ

ଜଗତ୍‌ସିଂହପୁର ଅଫିସ, ୫ା୭:ଦିନ ଥିଲା ଅଧିକାଂଶ ବାଳ ଅପରାଧୀ ଅର୍ଥନୈତିକସ୍ତରରେ ପଛୁଆ ରହୁଥିଲେ। କିନ୍ତୁ ଏବେ ଅଧିକାଂଶ ଆର୍ଥିକସ୍ତରରେ ସ୍ବଚ୍ଛଳ ଥିବା ପରିଲକ୍ଷିତ ହେଉଛି। ଏହାର କାରଣ ହେଉଛି ପିଲାମାନଙ୍କୁ ପରିବାରରୁ ବିଶେଷକରି ଟଙ୍କା ଓ ମୋବାଇଲ ଆଦି ସହଜରେ...

ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ହରାଇ ୨ ଯୁବକଙ୍କ ଆତ୍ମହତ୍ୟା

ବାଲିକୁଦା/ଆଳି,୫ା୭(ସ୍ବ.ପ୍ର./ଡି.ଏନ୍‌.ଏ.):ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ରୋଜଗାର ନିଶାରେ ପଢ଼ିଯାଉଛନ୍ତି ଯୁବପିଢ଼ି। ଏହି ନିଶା କେବଳ ସହର ନୁହେଁ, ଗ୍ରାମାଞ୍ଚଳର ଯୁବକମାନଙ୍କୁ ମଧ୍ୟ ଗ୍ରାସିଛି। ପ୍ରଥମେ ମିଳୁଥିବା ଲାଭକୁ ଦେଖି ପରିବାର ଅଜାଣତରେ ବିପୁଳ ଟଙ୍କା ସେଥିରେ ବିନିଯୋଗ କରି ହରାଇ ଦେଉଛନ୍ତି।...

ଜିଲାରେ ଡେଙ୍ଗୁ ଭୟ ବଢୁଛି: ନାମକୁ ଚାଲିଛି ସଚେତନତା

ଜଗତ୍‌ସିଂହପୁର ଅଫିସ,୪ା୭: ଜଗତ୍‌ସିଂହପୁର ଜିଲାରେ ଡେଙ୍ଗୁ ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। କାରଣ ବିଗତ ବର୍ଷଗୁଡିକରେ ଜିଲାରେ ଡେଙ୍ଗୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଗତ ୨ ବର୍ଷ କରୋନା ସଂକ୍ରମଣ ଯୋଗୁ ଲୋକେ କଟକଣା ଭିତରେ ରହିଥିଲେ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri