ଜଗତ୍‌ସିଂହପୁର

ମହିଳାଙ୍କ ପାଇଁ ୫୦%ରୁ ଊର୍ଦ୍ଧ୍ୱ ଆସନ ସଂରକ୍ଷିତ

ପାରାଦୀପ, ୧୦।୧୧(ସ୍ବ.ପ୍ର.): ପାରାଦୀପ ପୌର ନିର୍ବାଚନ ପାଇଁ ମଙ୍ଗଳବାର ଚିଠା ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି। ଜିଲାପାଳ ପାରୁଲ ପଟଓ୍ବାରିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସମସ୍ତ ଓ୍ବାର୍ଡର ତାଲିକା ବଦଳି ଯାଇଛି। ଏଥିରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆସନ ମହିଳାଙ୍କ...

ବେଆଇନ ଚିଙ୍ଗୁଡ଼ିଘେରି ଉଚ୍ଛେଦ

କୁଜଙ୍ଗ, ୬।୧୧(ଡି.ଏନ୍‌.ଏ): କୁଜଙ୍ଗ ବନ ବିଭାଗ ପକ୍ଷରୁ ଶୁକ୍ରବାର ନୂଆଗାଁ ସେକ୍ସନ ଅଧୀନ ବରକୁଦାସ୍ଥିତ ଜଙ୍ଗଲ ଜମିରୁ ବେଆଇନ ଚିଙ୍ଗୁଡି ଘେରିଗୁଡ଼ିକୁ ଉଚ୍ଛେଦ କରାଯାଇଛି। ଏହି ଜଙ୍ଗଲଜମିକୁ କିଛି ଲୋକ ଜବର ଦଖଲ କରି ଦୀର୍ଘ ବର୍ଷ ହେବ ଚିଙ୍ଗୁଡି...

୧୧,୫୨୬ ହିତାଧିକାରୀଙ୍କୁ ୧୧୧ କୋଟି ଋଣ

ଜଗତ୍‌ସିଂହପୁର ଅଫିସ, ୪।୧୧: ୧୧,୫୨୬ ହିତାଧିକାରୀଙ୍କୁ ୧୧୧.୬୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), ବ୍ୟକ୍ତିଗତ, କଞ୍ଜୁମର ଡୁରେବ୍ଲ, ଗାଡି, ଘର, କୃଷି, ପ୍ରାଣୀ, ପିଏମ୍‌ଇଜିପି, କେସିସି ସମେତ ମୁଦ୍ରା ଋଣ ଆକାରରେ...

ଢିଙ୍କିଆବାସୀଙ୍କ ପାଟଣା ପ୍ରବେଶ ଉଦ୍ୟମ ବିଫଳ

କୁଜଙ୍ଗ,୪।୧୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଢ଼ିଙ୍କିଆବାସୀଙ୍କ ପାଟଣା ପ୍ରବେଶ ଉଦ୍ୟମ ବୁଧବାର ଦ୍ୱିତୀୟ ଦିନରେ ବିଫଳ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ପୋଲିସ୍‌ ଘଟଣାସ୍ଥଳରେ ମୁତୟନ ରହିଛନ୍ତି। ସୂଚନାଯୋଗ୍ୟ ଏରସମା ତହସିଲ ଅନ୍ତର୍ଗତ...

ଶସ୍ତା ପ୍ଲାଏରେ ଝରକା, କବାଟ ନିର୍ମିତ

ପାରାଦୀପ ,୩୦।୧୦(ସ୍ବ.ପ୍ର.): ପାରାଦୀପର ଏକମାତ୍ର କଲେଜ ପରିସରରେ ଥିବା ସମ୍ମିଳନୀ କକ୍ଷରେ ମରାମତି ବାବଦ ଖର୍ଚ୍ଚକୁ ନେଇ ମାସେ ହେବ ବିବାଦ ଲାଗିରହିଛି। ୨୩ ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ମରାମତି କରାଯାଇଛି। ମାତ୍ର କାର୍ଯ୍ୟ ଶେଷ ହେବା ପରେ...

୨୨ ବର୍ଷରେ ମହାବାତ୍ୟା: ସ୍ମୃତି ଏବେ ବି ଅଭୁଲା

ଏରସମା,୨୮ା୧୦(ସ୍ବ.ପ୍ର.): ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ ଏବେବି ଲୋକେ ଭୁଲି ପାରିନାହାନ୍ତି। ୨୨ ବର୍ଷ ତଳେ ଅର୍ଥାତ୍‌ ୧୯୯୯, ଅକ୍ଟୋବର ୨୯ରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ ବୋଲି ଜଗତ୍‌ସିଂହପୁର ଜିଲା ଏରସମା...

୫ ଶ୍ରେଣୀ ପାଇଁ ଗୋଟିଏ କୋଠରି

ନାଉଗଁ। ,୨୭।୧୦(ସ୍ବ.ପ୍ର.):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ତାଲିମ୍‌ ଦିଆଯାଇ ପିଲାଙ୍କ ମାନସିକ,ବୈାଦ୍ଧିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ନାଉଗଁ। ବ୍ଲକ ଶିଖର ପଞ୍ଚାୟତ ଅନ୍ତର୍ଗତ ନଳାଙ୍ଗ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାକୁ...

ଅଘୋଷିତ ବିଦ୍ୟୁତ୍‌ କାଟ: ବଢୁଛି ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୨୫ା୧୦: ଜଗତ୍‌ସିଂହପୁର ଜିଲାରେ ବିଦ୍ୟୁତ୍‌ କାଟ ଚିନ୍ତାର କାରଣ ପାଲଟିଛି। ପ୍ରତ୍ୟହ ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରିକି ଜିଲା ମୁଖ୍ୟାଳୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ଚାପା...

କୋଇଲା ଲୋଡିଂ ଜାଲିଆତିରେ ୭ ଗିରଫ

ପାରାଦୀପ, ୨୧।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ପୁଣି ଏକ ବଡ ଧରଣର ଜାଲିଆତି ଘଟଣା ଚଳିତ ମାସରେ ଘଟିଛି। ଏହି ଘଟଣା ପ୍ରଥମେ କୋର୍ଟ ଓ ପରେ ପାରାଦୀପ ଆଦର୍ଶ ଥାନାକୁ ଆସିଛି। ଉକ୍ତ ଘଟଣାରେ ବୁଧବାର ପୋଲିସ ୭...

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ତିର୍ତ୍ତୋଲ, ୬ା୧୦(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ତିର୍ତ୍ତୋଲ ଥାନା ବଣିତୋ ଗଁ।ରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ପଡୋଶୀ ଗୁରୁତର ହୋଇ...

ଖେଳୁଖେଳୁ ଚାଲିଗଲା ୨ ନିଷ୍ପାପ ଶିଶୁଙ୍କ ଜୀବନ

ପାରାଦୀପ,୬।୧୦(ସ୍ବ.ପ୍ର.): ଖେଳୁ ଖେଳୁ ଚାଲିଗଲା ୨ ନିଷ୍ପାପ ଜୀବନ। ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ପାରାଦୀପ ଲକପଡ଼ା ବସ୍ତିରେ। ଘର ନିକଟ କେନାଲ ବନ୍ଧ ନିକଟରେ ଖେଳିବା ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ।...

ମାଛ ଧରିବାକୁ ଯାଇଥିଲେ ୧୮ ମତ୍ସ୍ୟଜୀବୀ, ଓଲଟି ପଡ଼ିଲା ଡ଼ଙ୍ଗା

ପାରାଦୀପ,୪।୧୦(ସ୍ବ.ପ୍ର.): ଜଗତସିଂହପୁର ଜିଲା ପାରାଦୀପ ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ସୋମବାର ଏକ ମାଛ ଧରା ଡଙ୍ଗା ଓଲଟି ପଡ଼ିଛି। ତେବେ ଡଙ୍ଗାରେ ଥିବା ୧୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ମେରାଇନ ଥାନା ପୋଲିସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri