ଯାଜପୁର

ଟାଟା ଷ୍ଟିଲ୍‌ରେ ଅଘଟଣ: ୮ ଶ୍ରମିକ ଆହତ

ଯାଜପୁର,୨୧।୩: ଯାଜପୁର ଜିଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୮ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଊଦ୍ଧାର...

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ ୧୬୩ ଜଣ ଅସୁସ୍ଥ ହୋଇ ପଡିଛନ୍ତି। ଏଥିରେ ଚନ୍ଦନପୁର ପଞ୍ଚାୟତର ଚନ୍ଦନପୁର ଓ...

ଛାତ୍ରୀଙ୍କୁ ଅସଦାଚରଣ କରି ଫସିଲେ ଅର୍ଥନୀତି ବିଭାଗର ଅଧ୍ୟାପକ, ହେଲେ ଗିରଫ

ବରୀ,୧୮।୩(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଅଧିନସ୍ଥ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଜୈନକା ଛାତ୍ରୀଙ୍କୁ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଜଣଙ୍କ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଧ୍ୟାପକଙ୍କୁ ଗିରଫ...

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ। ଦୁର୍ଘଟଣାରେ ଅଙ୍ଗୁର ବୋଝେଇ ଟ୍ରକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାସ୍ତା ସାରା ବିଛାଡ଼ି...

କୋଲକାତାରୁ ଗିରଫ ହେଲେ ପୂର୍ବତନ ଜିଲାପରିଷଦ ସଭ୍ୟ

ଧର୍ମଶାଳା,୧୫ା୩: ଯାଜପୁର ଜିଲା ଧର୍ମଶାଳା ୧୩ନଂ ଜୋନ୍‌ର ପୂର୍ବତନ ଜିଲା ପରିଷଦ ସଭ୍ୟ ଗିରଫ ହୋଇଛନ୍ତି। ସେ ହେଲେ ନିରଞ୍ଜନ ରାଉତ। ତାଙ୍କୁ ଯାଜପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ କୋଲକାତାରୁ ଗିରଫ କରିଛି। ସୂଚନାଯୋଗ୍ୟ, ଧର୍ମଶାଳା ବିରିବାଟୀ ଅଞ୍ଚଳରେ...

ଯାଜପୁର ଆରୁହା ଖଣି ଖାଦାନରେ ବଡ଼ ଧରଣର ରେଡ୍‌

ଯାଜପୁର,୧୧।୩: ଯାଜପୁର ଆରୁହା ପାହାଡ଼ସ୍ଥିତ ଖଣି ଖାଦାନରେ ମଙ୍ଗଳବାର ଏକ ବଡ଼ ଧରଣର ରେଡ୍‌ ହୋଇଛି। ବେଆଇନ ଖଣି ଖନନ ଅଭିଯୋଗରେ ଖଣି ବିଭାଗର ଅଧିକାରୀମାନେ ଏହି ରେଡ୍‌ କରିଛନ୍ତି। ଚଢାଉ ବେଳେ ଅଧିକାରୀମାନେ ଖଣି ଖାଦାନରୁ ୭ଟି ଜେସିବି...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି କାଉନସିଲରମାନଙ୍କ ଦସ୍ତଖତ...

ବାଇକ୍‌ ଚଳାଇ ଯାଉଥିବାବେଳେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ଯାଜପୁର,୯।୩: ଯାଜପୁର ଜିଲା ପୁରୁଣା ଟୋଲ୍‌ଗେଟ୍‌ ନିକଟ ଜାତୀୟ ରାଜପଥରେ ରବିବାର ଏକ ଅଘଟଣ ଘଟିଛି। ଜଣେ ଯୁବକ ଯାଉଥିବା ବେଳେ ହଠାତ୍‌ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ବାଇକ୍‌ ସହ ଚାଳକ ପୋଡ଼ି ହୋଇଯାଇଥିଲେ। ନିଆଁ...

ଭାଇରାଲ ହେଉଛି ବିଧାୟକଙ୍କ ନିଆଁ ଲିଭାଇବା ଫଟୋ, ଜଳଖିଆ ଦେକାନୀଙ୍କ କଥା ଶୁଣି ଛଳଛଳ ଆଖି…

ଭୁବନେଶ୍ୱର,୭।୩: ବଡ଼ପଣ ଦେଖାଇଲେ ବଡ଼ଚଣା ବିଧାୟକ ଅମର ନାୟକ। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଳମ୍ବିତ ରାତିରେ ସେ ଭୁବନେଶ୍ୱର ଫେରୁଥିବା ସମୟରେ ଚଣ୍ଡିଖୋଲ ନେଳିଆ ଛକରେ କାଳିଆ ଜଳଖିଆ ଦୋକାନରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ...

ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଯାଜପୁର/ଯାଜପୁର ରୋଡ଼,୭ା୩(ହର୍ଷବର୍ଦ୍ଧନ ବେହେରା/ପବିତ୍ର ମହାନ୍ତି): ଯାଜପୁର ଜିଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୁରୁବାର ଆଗତ ହୋଇଛି ା ଏହି ମର୍ମରେ ୨୬ରୁ ୨୦ ଜଣ କାଉନ୍‌ସିଲରଙ୍କ ସ୍ବାକ୍ଷର ସମ୍ବଳିତ ଏକ ଅନାସ୍ଥା ପ୍ରସ୍ତାବ ଜିଲାପାଳଙ୍କୁ...

ବାଣ ଭିଡ଼ିବାବେଳେ ବିସ୍ଫୋରଣ: ଉଡ଼ିଗଲା ଘର ଛାତ

ଯାଜପୁର,୬।୪: ଯାଜପୁର ଜିଲା ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବାଣଭିଡ଼ିବା ବେଳେ ହଠାତ୍‌ ବିସ୍ଫୋରଣ ଘଟି ଜଣଙ୍କ ଘର ଛାତ ଉଡିଯାଇଛି। ବିସ୍ଫୋରଣରେ ବାଣ ତିଆରି କରୁଥିବା ୪ଜଣ ଗୁରୁତର ଆହତ...

ମୋବାଇଲ ଗେମ ଖେଳି ଜୀବନ ହାରିଲେ ଯୁବକ

ବରୀ,୪।୩(ମହେନ୍ଦ୍ର ସ୍ବାଇଁ): ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତେ ସଚେତନ ହେଲେ ବି ଗୋଟିଏ ଗୋଟିଏ ଭୁଲ ନିଷ୍ପତି ବେଳେ ବେଳେ ତାଙ୍କୁ ହିଁ ତାହାର ପରିଣାମ ଭୋଗିବାକୁ ପଡ଼ିଥାଏ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବରୀ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image