Advertisement

ଯାଜପୁର

ଧସୁଛି ନିର୍ମାଣାଧୀନ ଖରସ୍ରୋତା ନଦୀବନ୍ଧଧସୁଛି ନିର୍ମାଣାଧୀନ ଖରସ୍ରୋତା ନଦୀବନ୍ଧ

ଧସୁଛି ନିର୍ମାଣାଧୀନ ଖରସ୍ରୋତା ନଦୀବନ୍ଧ

ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର କୋରେଇ, ଯାଜପୁର, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର ବ୍ଲକ ଅଞ୍ଚଳବାସୀଙ୍କ ପାଇଁ କାଳ ସାଜିଥିବା ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା…

9 months ago
ବର୍ଷାଋତୁରେ ନଦୀବନ୍ଧରେ ପଥର ପ୍ୟାକିଂବର୍ଷାଋତୁରେ ନଦୀବନ୍ଧରେ ପଥର ପ୍ୟାକିଂ

ବର୍ଷାଋତୁରେ ନଦୀବନ୍ଧରେ ପଥର ପ୍ୟାକିଂ

ଯାଜପୁର/ପ୍ରୀତିପୁର,୫ା୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ଖରସ୍ରୋତା ନଦୀର ଶାଖା ନୂଆମାହାରା ନାଳାର ବାମପାର୍ଶ୍ୱ କୁସୁନପୁରଠାରେ ନଦୀବନ୍ଧର ପଥର ପ୍ୟାକିଂ କାର୍ଯ୍ୟ…

9 months ago
ପିଏସ୍‌କେ କଳାପଥର ଖାଦାନ ରାସ୍ତା ଶୋଚନୀୟପିଏସ୍‌କେ କଳାପଥର ଖାଦାନ ରାସ୍ତା ଶୋଚନୀୟ

ପିଏସ୍‌କେ କଳାପଥର ଖାଦାନ ରାସ୍ତା ଶୋଚନୀୟ

ଯାଜପୁର,୨ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରୁ ହାଇୱା, ଟ୍ରକ, ଟ୍ରାକ୍ଟର ଓଭରଲୋଡିଂ ଅବସ୍ଥାରେ ଚଳାଚଳ ଚାଲିଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି,…

9 months ago
ଜୁନ୍‌ରେ ୩୪%, ଜୁଲାଇରେ ୩୫% କମ୍‌ ବର୍ଷାଜୁନ୍‌ରେ ୩୪%, ଜୁଲାଇରେ ୩୫% କମ୍‌ ବର୍ଷା

ଜୁନ୍‌ରେ ୩୪%, ଜୁଲାଇରେ ୩୫% କମ୍‌ ବର୍ଷା

ଯାଜପୁର,୨ା୮(ହର୍ଷବର୍ଦ୍ଧନ ବେହେରା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପ୍ରଦାନ…

9 months ago
ବ୍ୟାସ ସରୋବର ଜଙ୍ଗଲ ଜମିରୁ ମୋରମ ଲୁଟ୍‌ବ୍ୟାସ ସରୋବର ଜଙ୍ଗଲ ଜମିରୁ ମୋରମ ଲୁଟ୍‌

ବ୍ୟାସ ସରୋବର ଜଙ୍ଗଲ ଜମିରୁ ମୋରମ ଲୁଟ୍‌

ଯାଜପୁର,୩୧।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର ବ୍ୟାସନଗର ପୌରାଞ୍ଚଳର ସମସ୍ତ ଓ୍ବାର୍ଡବାସୀ ଉପଯୁକ୍ତ ଭାବେ ପାନୀୟ ଜଳ ପାଇବାରୁ ବଞ୍ଚିତ ରହୁଛନ୍ତି। ଏପରି କି ସହରର ଅଧିକାଂଶ…

9 months ago
ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ

ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ

କାଳିଆପାଣି, ୩୦ା୭ (ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକଙ୍କ ରୋଷର ଏବେ ଶିକାର ହୋଇଛନ୍ତି ପୂର୍ବତନ   ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏଥିସହିତ ତାଙ୍କ ଦ୍ୱାରା…

9 months ago
୪୦ରୁ ଖସୁନି ଆଳୁ ଦର୪୦ରୁ ଖସୁନି ଆଳୁ ଦର

୪୦ରୁ ଖସୁନି ଆଳୁ ଦର

ରସୁଲପୁର,୨୯ା୭ (ରଞ୍ଜିତ ରାଉତ): ରସୁଲପୁର ବ୍ଲକରେ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ଆଳୁ ଦର ଅହେତୁକ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀର ଦରକୁ କୃତ୍ରିମ ଭାବରେ ବୃଦ୍ଧି ନ…

9 months ago
ସ୍କୁଲ ନିକଟରେ କଳାପଥର ଖାଦାନସ୍କୁଲ ନିକଟରେ କଳାପଥର ଖାଦାନ

ସ୍କୁଲ ନିକଟରେ କଳାପଥର ଖାଦାନ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବିଭିନ୍ନ କଳାପଥର ଖାଦାନରେ ଲଘୁ ଖଣିଜ ନୂତନ ସଂଶୋଧନ ଆଇନର ଉଲ୍ଲଂଘନ ନୂଆ କଥା ନୁହେଁ। ବିପୁଳ…

9 months ago
କାଜୁ ବଗିଚା, କ୍ଷେତ୍ରପୋଖରୀ ନାଁରେ ଅର୍ଥ ଆତ୍ମସାତ୍‌କାଜୁ ବଗିଚା, କ୍ଷେତ୍ରପୋଖରୀ ନାଁରେ ଅର୍ଥ ଆତ୍ମସାତ୍‌

କାଜୁ ବଗିଚା, କ୍ଷେତ୍ରପୋଖରୀ ନାଁରେ ଅର୍ଥ ଆତ୍ମସାତ୍‌

କୋରେଇ,୨୯।୭( ଚନ୍ଦ୍ରକାନ୍ତ ପତି): ରାଜ୍ୟରେ ମୃତ୍ତିକା ସଂରକ୍ଷଣ ବିଭାଗ ରେକର୍ଡ ସଂଖ୍ୟାରେ ଚାଷଜମିରେ କ୍ଷେତ୍ର ପୋଖରୀ ଏବଂ କାଜୁ ବଗିଚା ଆଦି ସୃଷ୍ଟି କରିଥିବା ମିଳିଥିବା ତଥ୍ୟରୁ…

9 months ago
ରାତି ପାହିଲେ ଭୋଳାନାଥଙ୍କୁ କରିଥାନ୍ତେ ଜଳଲାଗି: ହେଲେ ଅଧାରେ ରହିଲା କାଉଡ଼ିଆଙ୍କ ପାଣିଭାରରାତି ପାହିଲେ ଭୋଳାନାଥଙ୍କୁ କରିଥାନ୍ତେ ଜଳଲାଗି: ହେଲେ ଅଧାରେ ରହିଲା କାଉଡ଼ିଆଙ୍କ ପାଣିଭାର

ରାତି ପାହିଲେ ଭୋଳାନାଥଙ୍କୁ କରିଥାନ୍ତେ ଜଳଲାଗି: ହେଲେ ଅଧାରେ ରହିଲା କାଉଡ଼ିଆଙ୍କ ପାଣିଭାର

ଭୁବନେଶ୍ୱର,୨୮।୬: ଯାଜପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବୈତରଣୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଣ୍ଡାରିପୋଖରି ଅନ୍ତର୍ଗତ ରହଣିଆ ଅଞ୍ଚଳର ପୁରୁଷୋତମପୁର ଗାଁର…

9 months ago