ଯାଜପୁର

ସତ୍‌ସଙ୍ଗ ଦ୍ୱାରା ସାମ୍ପ୍ରଦାୟିକତା ଦୂର ହୋଇଥାଏ : ତଥାଗତ

ଚଣ୍ଡିଖୋଲ,୩୧-୧(ଡି.ଏନ୍‌.ଏ.):ବର୍ତ୍ତମାନ ଧର୍ମନାମରେ ବିଭେଦ ସୃଷ୍ଟି ହେଉଛି। ଜାତି, ଧର୍ମ, ବର୍ଣ୍ଣକୁ ନେଇ ରାଜନୀତି କରାଯାଉଛି। ଏପରିକି ଭେଦଭାବ ସୃଷ୍ଟି କରାଯାଇ ପରସ୍ପର ପ୍ରତି ବିଦ୍ୱେଷ ଭାବ ସୃଷ୍ଟି…

5 years ago

ଆଦାୟ ହେଉଛି ରାଜସ୍ବ, ସୁଧୁରୁନି ହାଟର ଅବସ୍ଥା

ରସୁଲପୁର,୩୧-୧(ଡିଏନଏ):ସାପ୍ତାହିକ ହାଟ ଗ୍ରାମାଞ୍ଚଳ ଲୋକଙ୍କ ବିକାକିଣାର ମାଧ୍ୟମ ହୋଇଆସୁଛି। ଚାଷୀ, ବ୍ୟବସାୟୀ, ଖାଉଟି ସଭିଏଁ ଗାଁ ହାଟରେ ଏକାଠି ହୁଅନ୍ତି। ନିଜ ଆବଶ୍ୟକତା ମୁତାବକ ଜିନିଷ କାରବାର…

5 years ago

ନରହନ୍ତା ହାତୀକୁ ନେଇ ହଟହଟା

ଚଣ୍ଡିଖୋଲ/ ଚୌଦ୍ୱାର, ୨୯।୧ (ଡି.ଏନ୍‌.ଏ.) :ଯାଜପୁର ଜିଲାର କୋରେଇ, ସୁକିନ୍ଦା ଓ ଦାନଗଦୀ ଅଞ୍ଚଳରେ ପ୍ରାୟ ୨ସପ୍ତାହ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ହାତୀକୁ ନେଇ ବନ…

5 years ago

କୁସୁନପୁର ଜଙ୍ଗଲକୁ ଗଲା ନରହନ୍ତା ହାତୀ

ଯାଜପୁର ଅଫିସ୍‌,୨୮।୧: ଦୀର୍ଘ ୧୦ଦିନ ହେବ ଯାଜପୁର ଜିଲାର ଦାନଗଦି, କୋରେଇ, ରସୁଲପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ମଙ୍ଗଳବାର କୁସୁନପୁର ଜଙ୍ଗଲକୁ…

5 years ago

୮ ଦିନ ଧରି ଆତଙ୍କ ଖେଳାଇ ଚାଲିଛି ହାତୀ: ଏହାକୁ ଧରିବା ଦାବିରେ ରାସ୍ତାରୋକୋ, ଯାତାୟାତ ବାଧାପ୍ରାପ୍ତ

କଳିଙ୍ଗନଗର,୨୭।୧(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର-ଦାନଗଦୀ ବ୍ଲକରେ ଗତ ୮ଦିନ ଏକ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ୮ ଦିନ ଭିତରେ ହାତୀଟି ୪ ଜଣଙ୍କ ଜୀବନ…

5 years ago

୨୦୧୯-୨୦ ଶିକ୍ଷାବର୍ଷ ସରିବାକୁ ୨ମାସ ରହିଲା: ଛାତ୍ରୀଛାତ୍ରଙ୍କୁ ମିଳିଲାନି ମାଗଣା ୟୁନିଫର୍ମ, ଜୋତା

ରସୁଲପୁର, ୨୬।୧ (ଡି.ଏନ୍‌.ଏ.): ଯାଜପୁର ଜିଲାରେ ରସୁଲପୁର ବ୍ଲକ ଏକ ଅଗ୍ରଣୀ ବ୍ଲକ ଭାବରେ ଖ୍ୟାତି ରହିଛି। ହେଲେ ଏହି ବ୍ଲକର ଶିକ୍ଷା ବ୍ୟବସ୍ଥା ଓ ତା’ର…

5 years ago

ବଢୁଛି ଶିଳ୍ପ, ଗାଁ ମୁହାଁ ହାତୀ

ଯାଜପୁର ଅଫିସ,୨୪ା୧ - ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ, ଫସଲହାନି, ଘରଦ୍ୱାର କ୍ଷୟକ୍ଷତି ଘଟଣା ଆଦି ବୃଦ୍ଧି ପାଉଛି। ଗତ କିଛିବର୍ଷ ହେଲା ଏଭଳି ଘଟଣା ଜଙ୍ଗଲ…

5 years ago

ଲୋପପାଉଛି ତାଳଗଛ, ବଢୁଛି ବଜ୍ରପାତ ଦୁର୍ଘଟଣା

ରସୁଲପୁର,୨୫ା୧(ଡିଏନଏ) ଗ୍ରୀଷ୍ମ ଋତୁରେ ବଜ୍ରପାତର ଆଶଙ୍କା ଅଧିକ ରହୁଛି। ବଜ୍ରାଘାତ ଯୋଗୁ ବହୁ ଧନଜୀବନ ହାନୀ ଘଟୁଛି। ୧ ଏପ୍ରିଲ,୨୦୧୫ରୁ ବଜ୍ରପାତଜନିତ ଦୁର୍ଘଟଣାକୁ ପ୍ରାକୃତିକ ବିପର୍ଯ୍ୟୟଭାବେ ଧରାଯାଉଛି।…

5 years ago

ମାନସିକଧାରୀ ଭୋଗ ଲଗାଇଲେ ଆରିସା ପିଠା, ଖିର ଗଇଁଠା

ଚଣ୍ଡିଖୋଲ,୨୪।୧(ଡି.ଏନ.ଏ) ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଶୁକ୍ରବାର ୫ମ ଦିନରେ ପହଞ୍ଚିଛି। ଅପରାହ୍ନରେ ମେଳାରେ ପଡ଼ିଥିବା ତିନିକଡ଼ ରାସ୍ତାରେ ବ୍ୟାପକ ଜନଗହଳି ସହିତ ପାହାଡ଼ ପାଦଦେଶରୁ…

5 years ago

୮ ଦୁର୍ନୀତିଖୋର ଅଧିକାରୀଙ୍କୁ ଜବାବ ତଲବ

ଯାଜପୁର ଅଫିସ,୨୪।୧ :ଯାଜପୁର ଜିଲାର ୧୦ବ୍ଲକ ଅନ୍ତର୍ଗତ ପ୍ରାୟ ଅଧିକାଂଶ ଗ୍ରାମ ପଞ୍ଚାୟତ ଦୁର୍ନୀତିରେ ବୁଡ଼ି ରହିଛି ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ…

5 years ago